Top 10 similar words or synonyms for ଦମନ

marrow    0.791665

suppression    0.782901

bone    0.740291

liver    0.686383

ଥତ    0.681767

problems    0.667206

reactions    0.665659

allergic    0.654823

electrolyte    0.642532

ଅପସ    0.624837

Top 30 analogous words or synonyms for ଦମନ

Article Example
ଆଜାଥାଇଓପ୍ରିନ ଆଜାଥାଇଓପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ଓ ବାନ୍ତି (vomiting) ହୋଇପାରେ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରନ୍ସଫରେଜର () ଜେନେଟିକ ଅଭାବ () ଥିଲେ ଏହି ଅସ୍ଥିମଜ୍ଜା ଦମନ ହୁଏ । ଅଧିକ ଲିମ୍ଫୋମା ରୋଗ ସଙ୍କଟ ମଧ୍ୟ ରହିପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । ଏହା ଏକ ପ୍ୟୁରିନ ଆନାଲଗ () ଓ ଆଣ୍ଟିମେଟାବୋଲାଇଟର () ଔଷଧ । ଜୀବକୋଷରେ ଡିଏନଏ () ଓ ଆରଏନଏ () ତିଆରିକୁ ଏହି ଔଷଧ ୬-ଥାଇଓଗୁଆନିନ () ମାଧ୍ୟମରେ ଭାଙ୍ଗିଦିଏ ।
ଆଲେକ୍‌ଜାଣ୍ଡର୍ ମହାନ ଆଲେକ୍ଜାଣ୍ଡାର ତୃତୀୟ ବା ଆଲେକ୍ଜାଣ୍ଡାର ଦ ଗ୍ରେଟ୍ ଥିଲେ ପ୍ରାଚୀନ ଗ୍ରୀସର ମାସିଡୋନିଆର ସମ୍ରାଟ । ମାତ୍ର ୩୦ ବର୍ଷ ବୟସରେ ସେ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରିଥିଲେ । ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଥ୍ରାସିଆନ୍ ବିଦ୍ରିହ ଦେଖାଯାଇଥିଲା । ଏହାକୁ ଦମନ କରିବା ପାଇଁ ତାଙ୍କୁ ଦାୟିତ୍ଵ ଦିଆଗଲା । ସେତେବେଳେକୁ ଫିଲିପ୍ ବାହାରେ ଥିଲେ । ଆଲେକ୍ଜାଣ୍ଡାର ବିଦ୍ରୋହକୁ ଦମନ କରିବା ସହିତ ବିଦ୍ରୋହୀଙ୍କ ଗଡ଼ ଭାବେ ପରିଚିତ ସ୍ଥାନ ଦଖଲ କରି ଏହାକୁ ଆଲେକ୍ଜାଣ୍ଡ୍ରାପଲିସ ନାମରେ ନାମିତ କରିଥିଲେ ।
ଆଉରଙ୍ଗଜେବ ଆଉରଙ୍ଗଜେବଙ୍କର ଅନୁଦାର ହିନ୍ଦୁନୀତି ବିରୋଧରେ ମଥୁରାର ଜାଠମାନେ ଏବଂ ପଞ୍ଜାବର ସତନାମୀ ସମ୍ପ୍ରଦାୟର ଲୋକମାନେ ବିଦ୍ରହ କରିଥିଲେ । ଆଉରଙ୍ଗଜେବ ବହୁ ସୈନ୍ୟ ପଠାଇ ସେମାନଙ୍କର ବିଦ୍ରୋହ ଦମନ କରିଥିଲେ ।
ଉଦାରବାଦ (୧) ମୁକ୍ତ ଓ ପର୍ଯ୍ୟାପ୍ତ ଯୋଗାଯୋଗ ବ୍ୟବସ୍ଥା, ରାଜନୈତିକ ଦଳ ଗଠନ ଓ ନିର୍ବାଚନରେ ଅଂଶ ଗ୍ରହଣର ସ୍ଵାଧୀନତା, ଗୋଟିଏ ବର୍ଗ ଅନ୍ୟ ଗୋଟିଏ ବର୍ଗକୁ ଦମନ କରିବାର ଅଧିକାର ବିରୋଧ।
କ୍ଲୋରାମ୍ବୁସିଲ କ୍ଲୋରାମ୍ବୁସିଲର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ () ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଅଧିକ କର୍କଟ ରୋଗ ସଙ୍କଟ, ବନ୍ଧ୍ୟାତ୍ୱ () ଓ ଆଲର୍ଜି ପ୍ରତିକ୍ରିୟା () ହୋଇପାରେ । ଗର୍ଭାବସ୍ଥାରେ ଶିଶୁର ହାନୀ ହୁଏ । କ୍ଲୋରାମ୍ବୁସିଲ ଏକ ଆଲକିଲେଟିଙ୍ଗ ଏଜେଣ୍ଟ () ଶ୍ରେଣୀର ଏକ ଔଷଧ । ଏହା ଡିଏନଏ () ଓ ଆରଏନଏ () ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।