Top 10 similar words or synonyms for bone

marrow    0.988195

suppression    0.962608

liver    0.817453

electrolyte    0.815083

poor    0.813705

enlargement    0.812321

feeling    0.806424

levels    0.803838

transplant    0.802327

diseases    0.801708

Top 30 analogous words or synonyms for bone

Article Example
ଅସ୍ଥି ଭଗ୍ନ କେତେକ ଅସ୍ଥି ଭଗ୍ନରେ ଅସ୍ଥି ରୋପଣ(Bone Graft) ମଧ୍ୟ ଆବଶ୍ୟକ ହୋଇଥାଏ ।
ଡାଇଆପ୍‌ସିଡ୍‌ The name Diapsida means "two arches", and diapsids are traditionally classified based on their two ancestral skull openings (temporal fenestrae) posteriorly above and below the eye. This arrangement allows for the attachment of larger, stronger jaw muscles, and enables the jaw to open more widely. A more obscure ancestral characteristic is a relatively long lower arm bone (the radius) compared to the upper arm bone (humerus).
ଆଜାଥାଇଓପ୍ରିନ ଆଜାଥାଇଓପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ଓ ବାନ୍ତି (vomiting) ହୋଇପାରେ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରନ୍ସଫରେଜର () ଜେନେଟିକ ଅଭାବ () ଥିଲେ ଏହି ଅସ୍ଥିମଜ୍ଜା ଦମନ ହୁଏ । ଅଧିକ ଲିମ୍ଫୋମା ରୋଗ ସଙ୍କଟ ମଧ୍ୟ ରହିପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । ଏହା ଏକ ପ୍ୟୁରିନ ଆନାଲଗ () ଓ ଆଣ୍ଟିମେଟାବୋଲାଇଟର () ଔଷଧ । ଜୀବକୋଷରେ ଡିଏନଏ () ଓ ଆରଏନଏ () ତିଆରିକୁ ଏହି ଔଷଧ ୬-ଥାଇଓଗୁଆନିନ () ମାଧ୍ୟମରେ ଭାଙ୍ଗିଦିଏ ।
ଅସ୍ଥି ଭଗ୍ନ ପିଲାମାନଙ୍କ ଅସ୍ଥି କୋମଳ ଓ ଅପରିପକ୍ଵ । ବଡ଼ ମଣିଷଙ୍କ ଭଳି ଅସ୍ଥି ଶକ୍ତ ହୋଇ ନ ଥାଏ । ସେମାନଙ୍କ ଲମ୍ଵ ଅସ୍ଥିର(Long bone) ଦୁଇ ମୁଣ୍ଡରେ ବର୍ଦ୍ଧନକାରୀ ପ୍ଲେଟ(Growth Plate) ଥାଏ, ଯାହାଦ୍ଵାରା ଉଭୟ ଦିଗରେ ହାଡ ବଢେ । ଏହି କାରଣମାନଙ୍କ ଯୋଗୁ ପିଲାମାନଙ୍କର ଗ୍ରୀନ୍ ସ୍ଟିକ୍ ଭଗ୍ନ ଓ ଗ୍ରୋଥ୍ ପ୍ଲେଟ ଭଗ୍ନ ହୁଏ ।
ସେଫାଲେକ୍‌ସିନ୍ ଅନେକ ସଂକ୍ରମଣ ରୋଗରେ ଏହା ଦିଆଯାଏ ଯଥା ମଧ୍ୟ କର୍ଣ୍ଣ ସଂକ୍ରମଣ, (middle ear infections), ତଣ୍ଟି ସଂକ୍ରମଣ (strep throat), ଅସ୍ଥି ଓ ଗଣ୍ଠି ସଂକ୍ରମଣ (bone ଓ joint infections), ନିମୋନିଆ pneumonia, ଚର୍ମ ଓ ପରିସ୍ରାନଳୀ ଶୈଳୀ ସଂକ୍ରମଣ । ଅନ୍ତଃହୃଦଶୋଥ/ ଏଣ୍ଡୋକାର୍ଡାଇଟିସ ରୋଗ ନ ହେବା ନିମନ୍ତେ ଦିଆଯାଏ । ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ବିରୁଦ୍ଧରେ ଏହି ଔଷଧ ଅତି ଉପ‌ଯୋଗୀ । ସାମାନ୍ୟ ପେନିସିଲିନ ଆଲର୍ଜି ଥିଲେ ଏହା କାର୍ଯ୍ୟକାରୀ ହୁଏ କିନ୍ତୁ ଅଧିକ ଆଲର୍ଜିରେ ଦିଆଯାଏ ନାହିଁ । ଅନ୍ୟାନ୍ୟ ଆଣ୍ଟିବାୟୋଟିକ ଭଳି ଏହା ସର୍ଦ୍ଦି ବା ଭୁତାଣୁ ସଦୃଶ ଭୁତାଣୁ ରୋଗରେ କାମଦିଏ ନାହିଁ ।