Top 10 similar words or synonyms for electrolyte

kidney    0.905963

reactions    0.902336

seizures    0.901729

allergic    0.898712

breakdown    0.890843

counts    0.887968

problems    0.885455

suppression    0.883621

levels    0.882795

dysfunction    0.872973

Top 30 analogous words or synonyms for electrolyte

Article Example
ଫୁରୋସେମାଇଡ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଠିଆ ନିମ୍ନ ରକ୍ତଚାପ, ଟିନାଇଟସ ଓ ସୂର୍ଯ୍ୟ ସମ୍ଭେଦନ ଦେଖାଯାଏ । ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ୍ ବିଶ୍ଳେଷ୍ୟ (electrolyte abnormality), ନିମ୍ନ ରକ୍ତଚାପ ଓ ଶ୍ରବଣ ହାନୀ ଉଲ୍ଲେଖନୀୟ । ଚିକିତ୍ସାରେ ଥିବା ରୋଗୀଙ୍କର ନିୟମିତ ରକ୍ତ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଫୁରୋସେମାଇଡ ଏକ ପ୍ରକାର ଲୁପ ମୂତ୍ରବର୍ଦ୍ଧକ ଔଷଧ ଯାହା ବୃକ୍‌କରେ ସୋଡ଼ିଅମ ଅବଶୋଷଣ କମେଇଦିଏ ।
ସ୍ପାଇରୋନୋଲାକ୍ଟୋନ ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ ବିଶ୍ଳେଷ୍ୟ (electrolyte abnormalities), ବିଶେଷତଃ ଅଧିକ ରକ୍ତ ପଟାସିଅମ, ବାନ୍ତି, ମୁଣ୍ଡବଥା, ରାସ ଓ ଯୌନ ଅନିଚ୍ଛା । ଯକୃତ ଓ ବୃକ୍‌କ ରୋଗ ଥିଲେ ଅଧିକ ସତର୍କତା ଆବଶ୍ୟକ । ଗର୍ଭାବସ୍ଥାରେ ଏହି ଔଷଧର ଗୁଣର ଭଲରୂପେ ଅନୁଶୀଳନ ହୋଇନାହିଁ, ତେଣୁ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପରେ ଏହା ଦେବା ଉଚିତ ନୁହେଁ । ଏହା ଏକ ସ୍ଟିରଏଡ ଯାହା ମିନେରାଲ କର୍ଟିକଏଡ ରିସେପ୍ଟରକୁ ଅବରୋଧ କରେ । ଏହା ଆଣ୍ଡ୍ରୋଜେନ ଓ ପ୍ରୋଜେସ୍ଟେରନ ଆଦିକୁ ମଧ୍ୟ ଅବରୋଧ କରେ । ଏହା ପଟାସିଅମ ସ୍ପେୟାରିଙ୍ଗ ଡାଇୟୁରେଟିକ ଶ୍ରଣୀର ଔଷଧ ।
ମାଇକେଲ ଫାରାଡ଼େ ନିଜ ଜୀବନକାଳରେ ଫାରାଡ଼େ ଅନେକ ସନ୍ଧାନ କରିଛନ୍ତି । ୧୮୩୧ରେ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଉପରେ ଗୁରୁତ୍ବପୂର୍ଣ ସନ୍ଧାନ କଲେ । ଚୁମ୍ବକୀୟ କ୍ଷେତ୍ରରେ ଏକ ଆର୍ମେଚର ଘୁରେଇ ସେ ବିଦ୍ୟୁତ୍ ବାହକ ବଳ ଉତ୍ପନ୍ନ କଲେ । ଏହି ସିଦ୍ଧାନ୍ତ ଉପରେ ଭବିଷ୍ୟତର ଜେନେରେଟର୍ (generator) ତିଆରି ହେଲା ଏବଂ ଆଧୁନିକ ବିଦ୍ୟୁତ୍ ଇଞ୍ଜିନିୟରିଂର ମୂଳଦୁଆ ପଡ଼ିଲା । ସେ ବିଦ୍ୟୁତ୍ଦ୍ରାବକ (Electrolyte) ଉପରେ ନିୟମ ସ୍ଥାପନ କଲେ ଯାହାକୁ ଫାରାଡ଼େଙ୍କ ନିୟମ କୁହାଯାଏ । ବିଦ୍ୟୁତ୍ଦ୍ରାବକରେ ଯେଉଁ ବୈଜ୍ଞାନିକ ଶବ୍ଦର ପ୍ରୟୋଗ କରାଯାଏ, ସେଗୁଡ଼ିକର ନାମକରଣ ମଧ୍ୟ ଫାରାଡ଼େ କରିଥିଲେ । ସେ କ୍ଲୋରିନ୍ ଗ୍ୟାସ୍‌ର ଦ୍ରବଣ କରିବାରେ ମଧ୍ୟ ସଫଳ ହେଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସବୁଠୁ ଉପଯୋଗୀ "ବିଦ୍ୟୁତ୍ର ପ୍ରାୟୋଗିକ ଗବେଷଣା" (Experimental Researches in Electricity) ଅଟେ ।