Top 10 similar words or synonyms for allergic

reactions    0.988788

ଆଲର    0.904626

seizures    0.901678

electrolyte    0.898712

kidney    0.888034

liver    0.884579

problems    0.875754

vomiting    0.867526

cell    0.849522

ଅଇ    0.839422

Top 30 analogous words or synonyms for allergic

Article Example
ଡାକ୍ଟିନୋମାଇସିନ ଔଷଧ ନେଉଥିବା ଅଧିକାଂଶ ଲୋକଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଧାରଣତଃ ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (), ବାନ୍ତି, ପାଟି ଘାଆ, କେଶହାନୀ, ଯକୃତ ସମସ୍ୟା (), ସଂକ୍ରମଣ ଓ ମାଂସପେଶୀ ଯନ୍ତ୍ରଣା ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ତନ୍ତୁ ମୃତ୍ୟୁ () ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ନେଲେ ଶିଶୁର ହାନୀ କରାଇପାରେ । ଆରଏନଏ () ସୃଷ୍ଟିକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।
ଆସେଟାଜୋଲାମାଇଡ ଆସେଟାଜୋଲାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ, କାନନାଦ, ଅରୁଚି, ବାନ୍ତି ଓ ନିଦ୍ରାହୀନତା ଦେଖାଯାଏ । ବୃକ୍‌କ ସମସ୍ୟା(), ଯକୃତ ସମସ୍ୟା () ଓ ସଲଫୋନାମାଇଡ ଆଲର୍ଜି (allergic to sulfonamides) ଥିଲେ ଏହି ଔଷଧ ଦିଆଯାଏନାହିଁ । ଏହା ଡାଇୟୁରେଟିକ () ଓ କାର୍ବୋନିକ ଆନହାଇଡ୍ରେଜ ଇନହିବିଟର () ଶ୍ରେଣୀର ଏକ ଔଷଧ । ଦେହରେ ଉଦ୍‌ଜାନ ଆୟନ () ଓ ବାଇକାର୍ବୋନେଟ () ପରିମାଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ ।
ଆଲର୍ଜିକ ନାକ ପ୍ରଦାହ ଆଲର୍ଜିକ ନାକ ପ୍ରଦାହ, (ଇଂରାଜୀ ଭାଷାରେ ଆଲର୍ଜିକ ରାଇନାଇଟିସ ବା ହେ ଫିଭର ଓ ପଲିନୋସିସ ଯଥାକ୍ରମେ allergic rhinitis ବା hay fever ବା pollinosis), ରୋଗ ହୁଏ ଯେତେବେଳେ ବାୟୁରେ ଥିବା ଆଲର୍ଜେନ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତ୍ୟଧିକ ପ୍ରତିକ୍ରିୟା କରେ । ଏହାର ଚିହ୍ନ ଓ ଲକ୍ଷଣ: ନାକରୁ ତରଳ ପଦାର୍ଥ ବୋହିବା, ଛିଙ୍କ, ନାମ ଲାଲ ଦେଖାଯିବା, ଗଲୁ କରିବା ଓ ଆଖି ଲୋତକରେ ଭରିଯିବା । ନାକରୁ ବୋହୁଥିବା ତରଳ ପଦାର୍ଥ ପରିଷ୍କାର ଥାଏ । ଆଲର୍ଜେନ ସଂସ୍ପର୍ଶରେ ଆସିବାର କିଛି ମିନିଟ ମଧ୍ୟରେ ଆରମ୍ଭ ହୋଇ ନିଦ୍ରା, କାର୍ଯ୍ୟରେ ବ୍ୟାଘାତ କରାଏ ସ୍କୁଲରେ ଓ ଏକାଗ୍ରତା ଭଙ୍ଗ କରାଏ । ପରାଗ ରେଣୁ ଯୋଗୁ ହେଉଥିବା ଲକ୍ଷଣ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଦେଖାଯାଏ । ଏହି ରୋଗ ଭୋଗୁଥିବା ଆନେକ ଲୋକଙ୍କର ଆଜମା, ଆଲର୍ଜିକ କଞ୍ଜକ୍‌ଟିଭାଇଟିସ ବା ଆଟପିକ ଡର୍ମାଟାଇଟିସ ହୁଏ ।