Top 10 similar words or synonyms for liver

problems    0.942175

kidney    0.931632

heart    0.893822

allergic    0.884579

cell    0.877788

reactions    0.877084

seizures    0.875863

suppression    0.873599

electrolyte    0.872720

thyroid    0.870604

Top 30 analogous words or synonyms for liver

Article Example
ଯକୃତ ଯକୃତ ହେଉଛି ତଳିପେଟରେ ଥିବା ଏକ ଆଭ୍ୟନ୍ତରୀଣ ଅଙ୍ଗ । ଏହାକୁ ଡାକ୍ତରୀ ଭାଷାରେ ଲିଭର (Liver) କୁହାଯାଏ । କଥିତ ଭାଷାରେ ଏହାକୁ କଲିଜା ବୋଲି କୁହାଯାଏ ।
ଟରବିନାଫାଇନ ଟରବିନାଫାଇନ ପାଟିରେ ଦେଲେ ଅଇ, ତରଳ ଝାଡ଼ା, ମୁଣ୍ଡବଥା, କାଶ, ରାସ ଓ ଯକୃତ ଏଞ୍ଜାଇମ ବୃଦ୍ଧି (:en:elevated liver enzymes) ହେବା ଭଳି ପାର୍ଶ୍ୱ ପ୍ରତିକ୍ରିୟାମାନ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା () ଓ ଆଲର୍ଜି ପ୍ରତିକ୍ରିୟାମାନ () ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ । କ୍ରିମ ଓ ମଲମ ଲଗେଇଲେ ଗଲୁ ହୋଇପାରେ । ଟରବିନାଫାଇନ ଏକ ଆଲିଲାମାଇନ () ଶ୍ରେଣୀର ଔଷଧ । କବକର ସ୍ଟିରଲ () ତିଆରି କରିବା ଶକ୍ତିକୁ ଏହି ଔଷଧ କମେଇ ଦେଇ କାର୍ଯ୍ୟକାରୀ ହୁଏ ।
ପିତ୍ତାସ୍ମରୀ ପିତ୍ତାସ୍ମରୀ ତିଆରି ହେବାର ସଙ୍କଟଜନ‌କ ଅବସ୍ଥା: ଜନ୍ମ ନିରୋଧ ବଟିକା (), ଗର୍ଭାବସ୍ଥା, ପାରିବାରିକ ପିତ୍ତାସ୍ମରୀ ଥିବା ଇତିହାସ, ମୋଟାପଣ, ଡାଏବେଟିସ (), ଯକୃତର ସିରୋସିସ୍ (liver disease), ବା ତୀବ୍ର ଓଜନ ହ୍ରାସ । କୋଲେସ୍ଟେରଲ () ବା ବିଲିରୁବିନରୁ () ପିତ୍ତାସ୍ମରୀ ତିଆରି ହୁଏ । ଲକ୍ଷଣରୁ ପିତ୍ତାସ୍ମରୀ ଥିବା ଜଣାଯାଏ । ତା'ପରେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ରକ୍ତ ପରୀକ୍ଷା କରି ଜଟିଳତା ନିରୁପଣ କରାଯାଇପାରେ ।
ଶ୍ୱେତସାର ଗ୍ଲାଇକୋଜେନ୍ (Glycogen) ଅନେକ ପ୍ରକାରର କବକ (Fungi), ପ୍ରାଣୀମାନ‌ଙ୍କ ଯକୃତ (Liver) ଓ ମାଂସପେଶୀରେ (Muscles) ସଞ୍ଚିତ ଜୈବଶର୍କରା । ମଣ୍ଡଦ (Starch) ଅପେକ୍ଷା ଜଳରେ ଅଧିକ ଦ୍ରବଣୀୟ । ଶରୀରରେ ଶକ୍ତିର ଆବଶ୍ୟକତା ଅନୁସାରେ ଜୈବଶର୍କରା ବିଭାଜିତ ହୋଇ ଦ୍ରାକ୍ଷାଶର୍କରାରେ (Glucose) ପରିଣତ ହୋଇଥାଏ । ରକ୍ତରେ ଆବଶ୍ୟକ ହେଉଥିବା ଶର୍କରାର ପରିମାଣ ସ୍ଥିର ରହିବାରେ ଏହାର ଭୂମିକା ରହିଛି ।
ଭାଲପ୍ରୋଏଟ ଅଇ, ବାନ୍ତି, ନିଦ୍ରାଳୁଭାବ ଓ ଶୁଷ୍କ୍କ ପାଟି ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଯକୃତ ସମସ୍ୟା ଭଳି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ, ତେଣୁ ନିୟମିତ ଯକୃତ କାର୍ଯ୍ୟ ପରୀକ୍ଷା (liver fuction test) କରି ପର୍ଯ୍ୟବେକ୍ଷଣ କରାଯାଏ । ଅନ୍ୟ ସାଂଘାତିକ ସଙ୍କଟ ଅଗ୍ନାଶୟ ପ୍ରଦାହ ଓ ଆତ୍ମହତ୍ୟା ପ୍ରବଣତା ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁର ସାଂଘାତିକ ସମସ୍ୟା ଦେଖାଯାଏ । ଏଥିଯୋଗୁ ଗର୍ଭଧାନ ବୟସରେ ଅଧକପାଳି ଥିଲେ ମଧ୍ୟ ଏହି ଔଷଧ ଦିଆଯାଏ ନାହିଁ । ଭାଲପ୍ରୋଏଟର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ହୋଇନାହିଁ ।