Top 10 similar words or synonyms for marrow

bone    0.988195

suppression    0.981397

liver    0.844857

electrolyte    0.826028

transplant    0.814328

seizures    0.810506

kidney    0.807009

problems    0.806152

ହନଶ    0.804838

vomiting    0.801807

Top 30 analogous words or synonyms for marrow

Article Example
ଆଜାଥାଇଓପ୍ରିନ ଆଜାଥାଇଓପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ଓ ବାନ୍ତି (vomiting) ହୋଇପାରେ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରନ୍ସଫରେଜର () ଜେନେଟିକ ଅଭାବ () ଥିଲେ ଏହି ଅସ୍ଥିମଜ୍ଜା ଦମନ ହୁଏ । ଅଧିକ ଲିମ୍ଫୋମା ରୋଗ ସଙ୍କଟ ମଧ୍ୟ ରହିପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । ଏହା ଏକ ପ୍ୟୁରିନ ଆନାଲଗ () ଓ ଆଣ୍ଟିମେଟାବୋଲାଇଟର () ଔଷଧ । ଜୀବକୋଷରେ ଡିଏନଏ () ଓ ଆରଏନଏ () ତିଆରିକୁ ଏହି ଔଷଧ ୬-ଥାଇଓଗୁଆନିନ () ମାଧ୍ୟମରେ ଭାଙ୍ଗିଦିଏ ।
ମଲ୍ଟିପ୍ଲ ମାୟେଲୋମା ମଲ୍ଟିପ୍ଲ ମାୟେଲୋମା ରୋଗ ଯୋଗୁ ସନ ୨୦୧୩ରେ ୪୨୭,୦୦୦ ଲୋକ ପିଡ଼ିତ ହୋଇ ୭୯,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧୦୦,୦୦୦ଲୋକରେ ୬.୫ ଲୋକଙ୍କୁ ଜୀବନର ଯେ କୌଣସି ସମୟରେ ଏହି ରୋଗ ହୁଏ । ପ୍ରାୟ ୬୧ ବର୍ଷ ବୟସ ପାଖାପାଖି ଏହି ରୋଗ ହୁଏ ଓ ସାଧାରଣତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୁଏ । ଚିକିତ୍ସିତ ନ ହେଲେ ପ୍ରାୟ ୭ମାସ ବଞ୍ଚନ୍ତି । ଚଳନ୍ତି ଚିକିତ୍ସାରେ ପ୍ରାୟ ୪-୫ ବର୍ଷ ବଞ୍ଚିବା ସମ୍ଭବ । ଏହି ୫ ବର୍ଷ ବଞ୍ଚିବା ହାର ପ୍ରାୟ ୪୯% । ଗ୍ରୀକ ଭାଷାରେ ମାୟେଲୋ ("myelo-") ଶବ୍ଦର ଅର୍ଥ ମଜ୍ଜା ("marrow") ଓ ଓମା ("-oma") ଶବ୍ଦର ଅର୍ଥ ଅର୍ବୁଦ ("tumor") ।
ରକ୍ତ ଲାଲ ଅସ୍ଥିମଜ୍ଜା (red bone marrow) ହେଉଛି ଲୋହିତ ରକ୍ତ କଣିକାର ପ୍ରଧାନ ଉତ୍ପତ୍ତିସ୍ଥଳ । ଶିଶୁମାନଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ଧାରଣ କରୁଥିବା ସମସ୍ତ ଅସ୍ଥିରେ ଏହା ଉତ୍ପାଦିତ ହୋଇଥାଏ । କିନ୍ତୁ ବୟସ୍କମାନଙ୍କ କ୍ଷେତ୍ରରେ ଯେଉଁ ସ୍ଥାନରେ ଅସ୍ଥିମଜ୍ଜା ଥାଏ ଯେପରି ଛାତିପଟା, ପଞ୍ଜରାସ୍ଥି, କରୋଟି ହାଡ଼ ଏବଂ ଭୁଜାସ୍ଥି ଓ ଊର୍ବସ୍ଥିର ଅଗ୍ରଭାଗ ଏହିସବୁ ସ୍ଥାନମାନଙ୍କରେ କେବଳ ଲୋହିତ ରକ୍ତକଣିକା ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ପ୍ଳୀହା (spleen ) ଓ ଯକୃତ (liver )ରେ ମଧ୍ୟ ଏହା ଉତ୍ପନ୍ନ ହୁଏ । ଉତ୍ପନ୍ନ ହେବାର ପ୍ରଥମ ଅବସ୍ଥାରେ ଏଥିରେ ନ୍ୟଷ୍ଟିଥାଏ । କ୍ରମେଏଥିରେ ହିମୋଗ୍ଲୋବିନ ତିଆରି ହୁଏ । ଶେଷରେ ନ୍ୟଷ୍ଟି ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ଏହା ରକ୍ତ ସ୍ରୋତ ମଧ୍ୟକୁ ପ୍ରବେଶ କରେ । ଏଥିରେ ମାଇଟୋକଣ୍ଡ୍ରିଆ ମଧ୍ୟ ନଥାଏ । ଲୋହିତ ରକ୍ତ କଣିକାର ଗଠନ ପାଇଁ କେତେକ ଉପାଦାନ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ହେଉଛି ଲୌହ, ପୁଷ୍ଟିସାର, ଖାଦ୍ୟପ୍ରାଣ "ଖ", "ଗ" ଏବଂ ଅଳ୍ପ ପରିମାଣର କୋବାଲଟ୍ ଓ ତାମ୍ର ଲବଣ । ଏହି ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଉପାଦାନର ଅଭାବ ହେଲେ ଲୋହିତ ରକ୍ତ କଣିକାର ପୂର୍ଣ୍ଣଗଠନ ହୋଇପାରେ ନାହିଁ ଯାହା ଫ ଳରେ ରକ୍ତହୀନତା ରୋଗ ଦେଖା ଦେଇଥାଏ ।