Top 10 similar words or synonyms for therapy

behavioral    0.899480

dna    0.871147

control    0.852589

ଏନଏ    0.845963

hormone    0.844644

radiation    0.842661

together    0.842424

bowel    0.841794

transcriptase    0.837161

reaction    0.828469

Top 30 analogous words or synonyms for therapy

Article Example
କ୍ଲେପ୍ଟୋମାନିଆ ବିଗତ ଶହେ ବର୍ଷ ମଧ୍ୟରେ ଏହି ରୋଗର ମାନସିକ ଚିକିତ୍ସା ପରିବର୍ତ୍ତେ ଔଷଧ ଚିକିତ୍ସା କରାଯାଉଛି । ସିଲେକ୍ଟିଭ ସେରୋଟୋନିକ ରିଅପଟେକ ଇନହିବିଟର (selective serotonin reuptake inhibitors or SSRIs), ମୁଡଷ୍ଟାବିଲାଇଜର (mood stabilizers), ଆଣ୍ଟିଡିପ୍ରେସାଣ୍ଟ (antidepressants) ସହ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଦେବାରୁ ଭଲ ଉପକାର ମିଳୁଛି ।
ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର ବ୍ୟବହାରିକ ଥେରାପି (behavioral therapy) ଓ ବେଳେବେଳେ ସିଲେକ୍ଟିଭ ସେରୋଟୋନିନ ଇନହିବିଟର ଔଷଧ ଦିଆଯାଇ ଓସିଡି ରୋଗର ଚିକିତ୍ସା କରାଯାଏ । ଯେଉଁ କାରଣ ଯୋଗୁ ରୋଗ ହୋଇଥିବା ଜଣାଯାଏ ସେହି କାରଣମାନଙ୍କଠାରୁ ରୋଗୀକୁ ଦୂରରେ ରଖାଯାଏ ଓ ପୁନଃ ପୁନଃ କରୁଥିବା କାମକୁ କରିବାକୁ ଦିଆଯାଏ ନାହିଁ । କ୍ଵେସିଆପାଇନ ଭଳି ଆଟିପିକାଲ ଆଣ୍ଟିସାଇକୋଟିକ ଔଷଧ ଏସଏସଆରସି ସହିତ ମିଶେଇ ଦେଲେ ପ୍ରତିରୋଧକାରୀ ରୋଗରେ ଉପକାର ମିଳେ କିନ୍ତୁ ଏହାର ଅଧିକ ପାର୍ଶ୍ଵପ୍ରତିକ୍ରିୟା ଥାଏ । ଚିକିତ୍ସା ନ କଲେ ରୋଗ ବର୍ଷ ବର୍ଷ ଧରି ରହିଥାଏ ।
ଓଆରଟି ଓଆରଟି ବା ଓରାଲ ରିହାଇଡ୍ରେସନ ଥେରାପି ବା ଓଆରଏସ (ଇଂରାଜୀ ଭାଷାରେ Oral rehydration therapy ବା ORT ବା oral rehydration solution ବା ORS) ଏକ ପ୍ରକାର ତରଳ ପଦାର୍ଥ ପ୍ରତିସ୍ଥାପନ () ଯାହା ନିର୍ଜଳନର () ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ବିଶେଷତଃ ତରଳ ଝାଡ଼ା ରୋଗରେ । ଏଥିରେ ପାନୀୟ ଜଳରେ କିଛି ପରିମାଣରେ ଶର୍କରା ଓ ଲୁଣ ଥାଏ । ଏହା ଏକ ନାଜୋଗ୍ୟାସ୍ଟ୍ରିକ ଟ୍ୟୁବ () ମାଧ୍ୟମରେ ଦିଆଯାଇପାରେ ।
ଫାଇବ୍ରୋମ୍ୟାଲ୍‌ଜିଆ ଫାଇବ୍ରୋମ୍ୟାଲ୍‌ଜିଆ ରୋଗର ଚିକିତ୍ସା କଷ୍ଟସାଧ୍ୟ । ସୁନିଦ୍ରା, ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସୁପାରିସ୍ କରାଯାଏ । ଜ୍ଞାନାତ୍ମକ ବ୍ୟବ‌ହାରିକ ଥେରାପିରେ (Cognitive behavioral therapy) ସାହାଯ୍ୟ ମିଳେ । ଔଷଧ ମଧ୍ୟରେ ଡୁଲୋକ୍‌ସେଟିନ୍, ମିଲ୍‌ନାସିପ୍ରାନ୍, ବା ପ୍ରିଗାବାଲିନ ବ୍ୟବ‌ହାର କରାଯାଇପାରେ ଅଫିମାତ୍ମକ ଯନ୍ତ୍ରଣାନିବାରକ ଔଷଧ କିଛି କାମ କରୁଥିବା ପ୍ରମାଣ ମିଳିନାହିଁ । ଅନୁପୂରକ ଖାଦ୍ୟର ଉପକାରୀତା ମଧ୍ୟ ପ୍ରମାଣିତ ହୋଇନାହିଁ । ଫାଇବ୍ରୋମ୍ୟାଲ୍‌ଜିଆ ଦୀର୍ଘସ୍ଥାୟୀ ହେଲେ ମଧ୍ୟ ଏହା ତନ୍ତୁନଷ୍ଟକାରୀ ନୁହେଁ ବା ପ୍ରାଣ‌ଘାତକ ନୁହେଁ ।
ଅମ୍ଳଜାନ ଚିକିତ୍ସା ଅମ୍ଳଜାନ ଚିକିତ୍ସା (ଇଂରାଜୀ ଭାଷାରେ Oxygen therapy, ଅନ୍ୟ ନାମ ଅମ୍ଳଜାନ ପରିପୂରକ/ ସପ୍ଲିମେଣ୍ଟାଲ ଅକ୍ସିଜେନ) ଏକ ପ୍ରକାର ବ୍ୟବସ୍ଥା ଯେଉଁଥିରେ ଅମ୍ଳଜାନକୁ () କେତେକ ରୋଗର ଡାକ୍ତରୀ ଚିକିତ୍ସାରେ () ବ୍ୟବ‌ହାର କରାଯାଏ । ଏହି ରୋଗ‌ଗୁଡ଼ିକର ନାମ ହାଇପୋକ୍‌ସିଆ (), କାର୍ବନ ମୋନୋକ୍‌ସାଇଡ ବିଷକ୍ରିୟା (), କ୍ଲସ୍ଟର ମୁଣ୍ଡବଥା (s) ଓ ନାସା-ନିଶ୍ଚେତକ ଦେବା ସମୟରେ ଯଥେଷ୍ଟ ଅମ୍ଲଜାନ ନିମନ୍ତେ ଏହା ଦିଆଯାଏ । ସିଓପିଡି ଓ ସିସ୍ଟିକ୍ ଫାଇବ୍ରୋସିସ୍ ରୋଗମାନଙ୍କରେ ଦୀର୍ଘକାଳ ନିମନ୍ତେ ଏହା ଦିଆଯାଏ । ଅନେକ ଉପାୟରେ ଅମ୍ଳଜାନ ଦିଆଯାଏ ଯେପରିକି ନାଜାଲ କାନୁଲା (), ରେସ୍ପିରେଟର () ଓ ହାଇପରବାରିକ ଚାମ୍ବର ()।