Top 10 similar words or synonyms for radiation

function    0.927713

artery    0.921212

renal    0.920343

enzymes    0.913197

metals    0.912667

agents    0.912515

often    0.911669

coronary    0.911204

such    0.911079

parasitic    0.910707

Top 30 analogous words or synonyms for radiation

Article Example
ସୋଡ଼ିଅମ Half life: 2.602 years [ Gamma Radiation ]
କୁହୁଡ଼ି ଭୂପୃଷ୍ଠରେ ତାପ ବିକିରଣ ଫଳରେ ଯେଉଁ କୁହୁଡ଼ି (Fog) ସୃଷ୍ଟି ହୁଏ, ତାହାକୁ ବିକିରଣ କୁହୁଡ଼ି (Radiation Fog) କୁହାଯାଏ । ଏହି ପ୍ରକାର କୁହୁଡ଼ି (Fog) ପାଇଁ ଲମ୍ବା ଶୀତ ରାତି, ନିର୍ମଳ ଆକାଶ ଓ ଧୀର ପବନ ଆବଶ୍ୟକ ।
ଆନ୍ନା ମଣି ପ୍ରେସିଡେନ୍ସି କଲେଜରୁ ସ୍ନାତକ ହାସଲ କଲା ପରେସେ ପ୍ରଫେସର ସି. ଭି. ରମଣଙ୍କ ଅଧୀନରେ ରୁବି ଓ ହିରାର ଅପ୍ଟିକାଲ ପ୍ରପର୍ଟି ଉପରେ ଗବେଷଣା କଲେ । ସେ ପାଞ୍ଚଟି ଗବେଷଣା ପ୍ରବନ୍ଧ ଲେଖିଥିଲେ ମଧ୍ୟ ଏମ. ଏସ. ସି. ପାସ କରି ନ ଥିବାରୁ ତାଙ୍କୁ ପି. ଏଚ.ଡି. ଦିଆଯାଇ ନ ଥିଲା । ତା ପରେ ସେ ପଦାର୍ଥ ବିଜ୍ଞାନ ପଢିବାକୁ ଇଂଲଣ୍ଡ ଯାଇଥିଲେ କିନ୍ତୁ ଶେଷରେ ଇମ୍ପିରିଆଲ କଲେଜରେ ଅନ୍ତରୀକ୍ଷ ବିଦ୍ୟା ପଢିଲେ । ସେ ୧୯୪୮ ମସିହାରେ ଭାରତ ଫେରି ଆସି ପୁଣେରେ ଅନ୍ତରୀକ୍ଷ ବିଭାଗରେ ଯୋଗଦାନ କାଲେ । ଅନ୍ତରୀକ୍ଷ ଇନ୍ସ୍ତୃମେଣ୍ଟେସନ ବିଷୟରେ ଅନେକ ପ୍ରବନ୍ଧ ଲେଖିଥିଲେ । ସେ ଡେପୁଟି ଡାଇରେକ୍ଟର ପଦରୁ ଅବସର ଗ୍ରହଣ କରିଥିଲେ । ସେ ଦୁଇଟି ପୁସ୍ତକ ଲେଖିଥିଲେ: The Handbook for Solar Radiation data for India in 1980 and Solar Radiation over India in 1981 । ସେ ୧୯୮୭ ମସିହାରେ କେ. ଆର. ରାମନାଥନ ପଦକ ପାଇଥିଲେ
ପୃଥିବୀର ବାୟୁମଣ୍ଡଳ ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍‌ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବ ମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନ‌କୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।
ମାଇକ୍ରୋମିଟର The micrometre is a common unit of measurement for wavelengths of infrared radiation as well as sizes of cells and bacteria and is also commonly used in plastics manufacturing. Micrometres are the standard for grading wool (referring to the diameter of wool fibres). Any wool finer than 25 µm can be used for garments, while coarser grades are used for outerwear, rugs and carpets. A human hair is about 90 µm wide.