Top 10 similar words or synonyms for hormone

ଆରଏନଏ    0.915001

agents    0.894602

blocker    0.894525

steroid    0.894054

sulfate    0.893878

salts    0.893517

reaction    0.891590

ଏନଏସଏଆଇଡ    0.889534

anti    0.887919

nerve    0.884583

Top 30 analogous words or synonyms for hormone

Article Example
ବୃକ୍‌କ ପ୍ଲାଜ୍ମା ଅସମୋଲାଲିଟି ବୃଦ୍ଧି ଘଟିଲେ ମସ୍ତିଷ୍କର ହାଇପୋଥାଲାମସ (Hypothalamus) ଜାଣିପାରେ ଓ ପୋସ୍ଟିରିଅର ପିଟୁଇଟାରି (Posterior pituitary gland) ଗ୍ରନ୍ଥି ବା ଗ୍ଲାଣ୍ଡ ସହ ସମ୍ପର୍କ ସ୍ଥାପନ କରେ ଓ ଏହି ଗ୍ରନ୍ଥିରୁ ଆଣ୍ଟିଡାଇୟୁରେଟିକ ହରମୋନ (Antidiuretic hormone) କ୍ଷରିତ କରାଏ । ଏହି ହରମୋନ ପ୍ରଭାବରେ ପରିସ୍ରାରୁ ଜଳ ଶୋଷିତ ହୁଏ ଓ ପରିସ୍ରାର କନସେଣ୍ଟ୍ରେସନ ବୃଦ୍ଧି ପ୍ରାପ୍ତ ହୁଏ ବା ପରିସ୍ରା ଗାଢ଼ ହୁଏ ।
ହସ୍ତମୈଥୁନ ଶିଶୁଟିଏ କିଶୋର ବୟସରେ ପାଦଦେବା ସମୟରୁ, ଶରୀରରୁ ଯୌନ ଉଦ୍ଦୀପକ ଜୀବରସ(Sex Hormone) ନିର୍ଗତ ହୁଏ । ହସ୍ତମୈଥୁନ କରିବାର ଇଚ୍ଛା ବଢ଼ିଯାଏ । କିଶୋରଟିଏ ରତିକ୍ରିୟା(Coitus) ଓ ଯୌନକ୍ରିୟାର ପରିତୃପ୍ତି(Orgasm) ପାଇବାକୁ ସମର୍ଥ । ମାତ୍ର ସାମାଜିକ ବାଧା ଯୋଗୁଁ କରେ ନାହିଁ । ସେ ନିଜର ଯୌନାଙ୍ଗକୁ ଉତ୍ତେଜିତ କରି ଯୌନତୃପ୍ତି ଆଣିବାକୁ ଇଚ୍ଛା କରେ । ତେବେ ଶିଶୁ ଓ କିଶୋର ମଧ୍ୟରେ ପ୍ରଭେଦ ଜାଣିବା ଦରକାର । କିଶୋରଟିଏ ହସ୍ତମୈଧୁନ କରିବା ସମୟରେ ଯୌନକ୍ରିୟାର କଳ୍ପନା କରେ । ଶିଶୁମାନେ କଳ୍ପନା କରନ୍ତି ନାହିଁ । ଏଭଳି କଳ୍ପନା କିଶୋରଟିକୁ ଯୁବକ ହେବାପରେ ଯୌନପ୍ରକ୍ରିୟା ପାଇଁ ସାହାଯ୍ୟ କରେ । ପୁରୁଷଟିଏ ନିଜର ଲିଙ୍ଗକୁ(Penis), ସ୍ତ୍ରୀଟିଏ ନିଜର ଯୋନି ଗହ୍ୱରର ସାମାନ୍ୟ ଉର୍ଦ୍ଧ୍ୱରେ ଥିବା ଯୌନ ଉଦ୍ଦୀପକ ପେଶି(Clitoris)କୁ ଉତ୍ତେଜନା ଦେଇ ଆନନ୍ଦ ପାଏ ।