Top 10 similar words or synonyms for reaction

agents    0.949088

enzymes    0.948393

diabetes    0.945156

anti    0.938358

nonsteroidal    0.937306

blocker    0.936383

diarrhea    0.936299

difficile    0.934760

iron    0.929926

overdose    0.929276

Top 30 analogous words or synonyms for reaction

Article Example
ରବର୍ଟ ହିଲ୍ ୧୯୯୨ ସେ Cambridgeର ଜିବରସାୟନବିଦ୍ ବିଭାଗରେ ଯୋଗ ଦେଲେ । ସେ ସେଥି ସିଧା hemoglobin ଉପରେ ଗବେଷଣା ଆରମ୍ବ କଲେ । ୧୯୩୨ରେ ସେ ଉଦ୍ଭିଦ ଜିବରସାୟନବିଦ୍ ଓ photosynthesis ଏବଂ the oxygen evolution of chloroplasts ଉପରେ କାମ ଆରମ୍ବ କଲେ ଓ ଉଦ୍ଭାବନ କଲେ Hill reaction
ରବର୍ଟ ହିଲ୍ ରବର୍ଟ ହିଲ୍ (ଜନ୍ମ:୨ ଅପ୍ରେଲ ୧୮୯୯)ତାଙ୍କର ଅନ୍ୟ ନାମ ହେଲା ରବିନ୍ ହିଲ୍ ସେ ଜଣେ ବ୍ରିଟେନ୍ର ଉଦ୍ଭିଦ ଜିବରସାୟନବିଦ୍ ଥିଲେ । ଯିଏ ୧୯୩୯ରେ ପ୍ରମାଣ କରିଥିଲେ କି 'Hill reaction' of photosynthesis, ପ୍ରମାଣ କରିଥିଲା କି oxygen ବାହାରେ the light requiring steps of photosynthesisରେ ଓ ତାଙ୍କର ବାହୁତ ଅବଦାନ ଅଛି Z-scheme ଏବଂ oxygenic photosynthesis ଉପରେ ।
ମ୍ୟାଲେରିଆ ଅଧିକାଂଶ ସ୍ଥାନରେ ଲାବୋରେଟୋରି ନ ଥାଏ । ତେଣୁ କିଛି ଦିନ ଜ୍ଵର ଭୋଗୁଥିବା ରୋଗୀକୁ ମ୍ୟାଲେରିଆ ଔଷଧ ସେବନ ନିମନ୍ତେ ଦିଆଯାଏ । ଏହାଦ୍ଵାରା ରୋଗ ପରିସଂଖ୍ୟନ ଅଯଥାରେ ବୃଦ୍ଧି ପାଏ ଓ ଔଷଧ ପ୍ରତିରୋଧ ବୃଦ୍ଧି ହୁଏ । ଏହାଦ୍ଵାରା ଚିକିତ୍ସା ପଦ୍ଧତି ଉପରେ ବିଶ୍ଵାସ ତୁଟିଯାଏ କିନ୍ତୁ ଏହ ଏକ୍ ଉପାୟ ବିହୀନ ସମସ୍ୟା । ଅଧୁନା ପଲିମରେଜ ଚେନ ରିଆକ୍ସନ( polymerase chain reaction)ପରୀକ୍ଷା କରି ନିର୍ଣ୍ଣୟ କରିବା ଚେଷ୍ଟା ଚାଲିଛି ।
ଉଦ୍‌ଜାନ Hydrogen gas, H2, was first artificially produced and formally described by T. Von Hohenheim (also known as Paracelsus, 1493 - 1541) via the mixing of metals with strong acids. He was unaware that the flammable gas produced by this chemical reaction was a new chemical element. In 1671, Robert Boyle rediscovered and described the reaction between iron filings and dilute acids, which results in the production of hydrogen gas. In 1766, Henry Cavendish was the first to recognize hydrogen gas as a discrete substance, by identifying the gas from a metal-acid reaction as "inflammable air" and further finding that the gas produces water when burned. Cavendish had stumbled on hydrogen when experimenting with acids and mercury. Although he wrongly assumed that hydrogen was a liberated component of the mercury rather than the acid, he was still able to accurately describe several key properties of hydrogen. He is usually given credit for its discovery as an element. In 1783, Antoine Lavoisier gave the element the name of hydrogen when he (with Laplace) reproduced Cavendish's finding that water is produced when hydrogen is burned. Lavoisier's name for the gas won out.
ୟଜ ୟଜ ସଂକ୍ରମିତ ଲୋକର ଲିଜନରୁ ନିର୍ଗତ ତରଳପଦାର୍ଥ ସ‌ହ ସିଧା ସଂସ୍ପର୍ଷରେ ଆସିଲେ ଏହି ରୋଗ ଦିଏଁ । ଏହା ଏକ ଅଯୌନିକ ରୋଗ । ଏହା ପିଲାମାନଙ୍କୁ ଅଧିକ ଧରେ, ସାଥୀ ହୋଇ ଖେଳିବା ସମୟରେ ବ୍ୟାପେ । ଅନ୍ୟ ସମ୍ପର୍କିତ ରୋଗମାନଙ୍କର ନାମ ବେଜେଲ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ଏଣ୍ଡେମିକମ, ଇଂରାଜୀରେ"Treponema pallidum endemicum"), ପିଣ୍ଟା (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ କାରାଟିଅମ ଇଂରାଜୀରେ "Treponema pallidum carateum") ଓ ସିଫିଲିସ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ପାଲିଡମ ଇଂରାଜୀରେ "Treponema pallidum pallidum") । ଏହାର ଆକୃତି ଓ ଲକ୍ଷଣ ଦେଖିବା ପରେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ଆଣ୍ଟିବଡି ପରୀକ୍ଷା ଉପକାରୀ ହୋଇପାରେ କିନ୍ତୁ ପୂର୍ବତନ ଓ ଏବେକାର ରୋଗ ଫରକ ଜଣେଇ ପାରେନାହିଁ । ପଲିମରେଜ ଚେନ ରିଆକ୍‌ସନ (Polymerase chain reaction ବା PCR) ଏହାର ସଠିକ ନିର୍ଣ୍ଣୟାତ୍ମକ ପରୀକ୍ଷା ।