Top 10 similar words or synonyms for bowel

inflammatory    0.961355

urinary    0.927106

anti    0.922322

tract    0.914972

nonsteroidal    0.914940

enzymes    0.912953

syndrome    0.910319

reaction    0.902115

ulcer    0.901877

thrombosis    0.901582

Top 30 analogous words or synonyms for bowel

Article Example
ବାଇପେରାଇଡେନ ବାଇପେରାଇଡେନର ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଷ୍ଟି (), ଶୁଷ୍କ ପାଟି, ନିଦ୍ରାହୀନତା, କୋଷ୍ଠକାଠିନ୍ୟ () ଓ ଦ୍ୱନ୍ଦ୍ୱ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଖାଦ୍ୟନଳୀ ଅବରୋଧ (bowel obstruction) ବା ଗ୍ଲକୋମା (glaucoma) ରୋଗ ଥିଲେ ଏହା ଦିଆଯାଏନାହିଁ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାରର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ବାଇପେରାଇଡେନ, ଆଣ୍ଟିକୋଲିନର୍ଜିକ () ଶ୍ରେଣୀର ଏକ ଔଷଧ ।
ରଞ୍ଜନରଶ୍ମି ଅସ୍ଥି ଓ ନରମ ଅଙ୍ଗମାନଙ୍କ ଛବି ପ୍ଲେଟରେ ଦେଖାଯାଏ । ଫୁସଫୁସ ରୋଗ ଯଥା ନିମୋନିଆ, ଫୁସଫୁସ କର୍କଟ, ପଲ୍‌ମୋନାରି ଇଡିମା ( pulmonary edema) ଇତ୍ୟାଦି ଏହାଦ୍ଵାରା ଜାଣିହୁଏ । ପେଟ ରୋଗ ମଧ୍ୟରେ ଅନ୍ତନଳୀ ବାଧା (bowel or intestinal obstruction),
ଜଠରାନ୍ତ୍ର ଛିଦ୍ର ଜଠରାନ୍ତ୍ର ଛିଦ୍ର (ଇଂରାଜୀ ଭାଷାରେ Gastrointestinal perforation ବା ruptured bowel) ନାମ ଦିଆଯାଏ ଯେତେବେଳେ ଜଠରାନ୍ତ୍ରର କାନ୍ଥରେ () ଛିଦ୍ର ହୋଇଯାଏ । ଜଠରାନ୍ତ୍ର ମଧ୍ୟରେ ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର ଅନ୍ତର୍ଭୁକ୍ତ । ଏ ରୋଗରେ ଉଦରରେ ସାଂଘାତିକ ଯନ୍ତ୍ରଣା ଓ ଦରଜ ହୁଏ । ପାକସ୍ଥଳୀ ବା ଗ୍ରହଣୀରେ () ଛିଦ୍ର ଥିଲେ ହଠାତ ଯନ୍ତ୍ରଣା ହୁଏ କିନ୍ତୁ ବୃହଦନ୍ତ୍ରରେ ଛିଦ୍ର ଥିଲେ ଧୀରେ ଧୀରେ ଯନ୍ତ୍ରଣା ବୃଦ୍ଧି ହୁଏ । ଏହି ଯନ୍ତ୍ରଣା ଲାଗିରହେ । ସେପ୍ସିସ (), ଦୃତ ହୃଦଗତି ହାର, ଦୃତ ଶ୍ୱାସକ୍ରିୟା ହାର, ଜ୍ୱର ଓ ଦ୍ୱିଧା () ହୁଏ ।
ସର୍ଟ ବାୱେଲ ସିଣ୍ଡ୍ରୋମ ସର୍ଟ ବାୱେଲ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Short bowel syndrome ବା SBS ବା short gut) ଏକ ବେମାରୀ ଯେଉଁଥିରେ କାର୍ଯ୍ୟକ୍ଷମ କ୍ଷୁଦ୍ରାନ୍ତ୍ରର ଅଭାବ ଯୋଗୁ କୁପରିଶୋଷଣ/ମାଲ‌ଆବସର୍ପସନ () ହୁଏ । ଏହାର ମୂଖ୍ୟ ଲକ୍ଷଣ ତରଳ ଝାଡ଼ା ହେବା ଫଳରେ ନିର୍ଜଳନ (), ଅପ‌ପୁଷ୍ଟି () ଓ ଓଜନ ହାନୀ () ହୁଏ । ଅନ୍ୟ ଲକ୍ଷଣ ମଧ୍ୟରେ ପେଟ ଭର୍ତ୍ତି ଥିବା ଲାଗେ, ଛାତି ଜ୍ୱାଳା (‌), ଥକ୍କା ଅନୁଭବ, ଲାକ୍ଟୋଜ ଇନଟୋଲେରାନ୍ସ () ଓ ଦୁର୍ଗନ୍ଧ‌ଯୁକ୍ତ ମଳ ଇତ୍ୟାଦି ଦେଖାଯାଏ । ରୋଗ ଜଟିଳ ହେଲେ ଆନିମିଆ ଓ ବୃକ୍‌କ ପଥର ରୋଗ ହୋଇପାରେ ।
ମିଳିମିଳା ଟିକା ଏହି ଟିକା ବିପଦଶୂନ୍ୟ ଅଟେ ଏପରିକି ଏଚ.ଆଇ.ଭି. ସଂକ୍ରମଣ ଥିଲେ ମଧ୍ୟ । ପାର୍ଶ୍ୱପ୍ରତିକ୍ରିୟା ଅତି ସାଧାରଣ ଓ ସାମାନ୍ୟ । ଟିକା ନେବା ପରେ ସାମାନ୍ୟ ଜ୍ୱର ଓ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏକ ଲକ୍ଷ ଲୋକରେ ଜଣକୁ ଆନାଫାଇଲାକ୍‌ସିସ ହୁଏ । ଗୁଲେନ-ବାରି ସିଣ୍ଡ୍ରୋମ, ଅଟିଜ୍ମ ଓ ପ୍ରଦାହିତ ଖାଦ୍ୟନଳୀ ରୋଗ(inflammatory bowel disease) ବଢ଼ିଯାଏ ନାହିଁ ।