Top 10 similar words or synonyms for inflammatory

bowel    0.961355

pelvic    0.912310

anti    0.910087

transcriptase    0.902739

ଇନଫ    0.899896

ulcer    0.894390

nonsteroidal    0.893576

syndrome    0.893088

disease    0.892668

reverse    0.890162

Top 30 analogous words or synonyms for inflammatory

Article Example
ଲହଲାଙ୍ଗଳୀ ଶୋଥହର,ବେଦନା ସ୍ଥାପକ ଗୁଣ –ଏହାର ଭୂମିଜ କନ୍ଦ ଯଦ୍ୟପି ବିଷାକ୍ତ, ଏଥିରେ ଯଥେଷ୍ଟ ପରିମାଣରେ ଶୋଥହର(anti-inflammatory), ବେଦନସ୍ଥାପକ (analgesic) ଏବଂ ଜ୍ଵରଘ୍ନ (febrifuge) ଗୁଣ ନିହିତ ରହିଛି ।
ପେଲଭିସ ପ୍ରଦାହ ରୋଗ ପେଲଭିସ ପ୍ରଦାହ ରୋଗ ବା ସଂକ୍ଷେପରେ ପି.ଆଇ.ଡି. (ଇଂରାଜୀରେ Pelvic inflammatory disease or pelvic inflammatory disorder or PID) ମହିଳା ପ୍ରଜନନ ଅଙ୍ଗଶ୍ରେଣୀର ଉପର ଭାଗ ଯଥା ଜରାୟୁ, ଫାଲୋପିଆନ ଟ୍ୟୁବ ଓ ଓଭାରି ଇତ୍ୟାଦିର ସଂକ୍ରମଣକୁ କୁହାଯାଏ । ଅଧିକାଂଶ ସମୟରେ ଏହି ରୋଗ ଲକ୍ଷଣ ବିହୀନ ଥାଏ । ଯେତେବେଳେ ଲକ୍ଷଣ ଓ ଚିହ୍ନ ବାହାରିବା ବେଳେ ତଳି ପେଟରେ ଯନ୍ତ୍ରଣା, ଯୋନୀପଥ ବିସର୍ଜନ (vaginal discharge), ଜ୍ୱର, ପରିସ୍ରା କଲାବେଳେ କଷ୍ଟ, ଯୌନ ସମ୍ଭୋଗ ବେଳେ କଷ୍ଟ ଓ ଅନିୟମିତ ଋତୁସ୍ରାବ ହୁଏ । ପି.ଆଇ.ଡି. ରୋଗ ଚିକିତ୍ସିତ ନ ହେଲେ କ୍ରନିକ ପେଲଭିସ ଯନ୍ତ୍ରଣା, ବନ୍ଧ୍ୟା ଦୋଷ, ଅସ୍ଥାନିକ ଗର୍ଭ, ଓ କର୍କଟ ଇତ୍ୟାଦି ରୋଗ ଜଟୀଳତା ଆକାରରେ ହୁଏ ।
ମିଳିମିଳା ଟିକା ଏହି ଟିକା ବିପଦଶୂନ୍ୟ ଅଟେ ଏପରିକି ଏଚ.ଆଇ.ଭି. ସଂକ୍ରମଣ ଥିଲେ ମଧ୍ୟ । ପାର୍ଶ୍ୱପ୍ରତିକ୍ରିୟା ଅତି ସାଧାରଣ ଓ ସାମାନ୍ୟ । ଟିକା ନେବା ପରେ ସାମାନ୍ୟ ଜ୍ୱର ଓ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏକ ଲକ୍ଷ ଲୋକରେ ଜଣକୁ ଆନାଫାଇଲାକ୍‌ସିସ ହୁଏ । ଗୁଲେନ-ବାରି ସିଣ୍ଡ୍ରୋମ, ଅଟିଜ୍ମ ଓ ପ୍ରଦାହିତ ଖାଦ୍ୟନଳୀ ରୋଗ(inflammatory bowel disease) ବଢ଼ିଯାଏ ନାହିଁ ।
ମାୟୋକାର୍ଡ଼ାଇଟିସ ମାୟୋକାର୍ଡ଼ାଇଟିସ ବା ଇନଫ୍ଲାମେଟରି କାର୍ଡ଼ିଓମାୟୋପାଥି (ଇଂରାଜୀ ଭାଷାରେ Myocarditis ବା inflammatory cardiomyopathy) ରୋଗ କୁହାଯାଏ ଯେତେବେଳେ ହୃତ୍‌ପିଣ୍ଡ ମାଂସପେଶୀର ପ୍ରଦାହ () ହୁଏ । ଏହାର ଲକ୍ଷଣ: ଅଣନିଶ୍ୱାସୀ (), ଛାତି ଯନ୍ତ୍ରଣା, ବ୍ୟାୟାମ ଅକ୍ଷମତା ଓ ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି । ଏହି ସମସ୍ୟା କିଛି ଘଣ୍ଟାରୁ କିଛି ମାସ ପର୍ଯ୍ୟନ୍ତ ରହେ । ରୋଗ ଜଟିଳ ହେଲେ ଡାଇଲେଟେଡ କାର୍ଡ଼ିଓମାୟୋପାଥି () ହୋଇ ହୃଦ୍‌ପାତ ହୁଏ ବା ହୃଦ୍‌ରୋଧ ହୁଏ ।
ବାତରକ୍ତ ଏନଏସଏଆଇଡି (nonsteroidal anti-inflammatory drugs), ସ୍ଟିରଏଡ ବା କଲଚିସିନ ଔଷଧ ଦେଲେ ଲକ୍ଷଣରେ ଉନ୍ନତି ହୁଏ । ଥରେ ତୀବ୍ର ଆକ୍ରମଣ କମିଗଲେ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ ସ‌ହିତ ୟୁରିକ ଏସିଡ ସ୍ତର କମିଯାଏ ଓ ବାରମ୍ବାର ଆକ୍ରମଣ ହେଉଥିଲେ ଆଲୋପ୍ୟୁରିନଲ ବା ପ୍ରୋବେନେସିଡ ଔଷଧ ଦେଇ ଦୀର୍ଘକାଳୀନ ପ୍ରତିଷେଧ କରିବା ସମ୍ଭବ ହୁଏ । ଭିଟାମିନ ସି ଓ ନିମ୍ନ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇଲେ ଏହି ରୋଗ ପ୍ରତିରୋଧ ହୋଇପାରେ ।