Top 10 similar words or synonyms for ଓର

ଫର    0.816262

ଓଲ    0.807299

ଇଫ    0.801573

ଓମ    0.798248

ଇଜ    0.784870

ଅଫ    0.775323

ଏଲ    0.771929

ଡସ    0.764536

ଏର    0.757738

ଇନଷ    0.740790

Top 30 analogous words or synonyms for ଓର

Article Example
କଟକ କଟକର କିଛି ମୁଖ୍ୟ ବଜାର ଓର ଏହାର ବିଶେଷତା ହେଲା
ଧାମରା ବନ୍ଦର ଏହି ବନ୍ଦରର ୧୩ଟି ବର୍ଥ ରହିବ ଓ ଏହାର କ୍ଷମତା ବାର୍ଷିକ ୮୩ ନିୟୁତ ଟନ୍ ହେବ। ପ୍ରାଥମିକ ସ୍ତରରେ ଜାଳେଣି କୋଇଲା, ବାଷ୍ପ କୋଇଲା, ତାପଜ କୋଇଲା ଓ ଚୂନ ପଥର ଆମଦାନୀପାଇଁ ଓ ମିଶ୍ରିତ ଲୌହଧାତୁ ଏବଂ ଇସ୍ପାତ ରପ୍ତାନୀପାଇଁ, ୩୫୦ ମିଟର ବିଶିଷ୍ଟ ଦୁଇଟି ବର୍ଥ ତିଆରି କରା ଯାଇଛି ଯାହା ମାଲ ନେବା ଆଣିବାକୁ ସଫଳ ଭାବରେ ତୁଲାଇ ପାରିବ। ପ୍ରାଥମିକ କ୍ଷମତା ୧୫.୨୫ ନିୟୁତ ଟନ୍ କୋଇଲା ଓ ଚୂନ ପଥରରର ଆମଦାନୀ ତଥା ୯.୭୫ ନିୟୁତ ଟନ୍​ର ଲୌହ ଓର ଓ ଇସ୍ପାତର ରପ୍ତାନୀକୁ ସମ୍ଭାଳି ପାରିବ। ଏଥିପାଇଁ ୧୮କି.ମି.ର ଏକ ସାମୁଦ୍ରିକ ପ୍ରଣାଳୀ ରହିବ।
ଓଡ଼ିଶା "ଓଡ଼ିଶା" ଶବ୍ଦଟି ମୂଳ ଶବ୍ଦ ଓର/ଉର ବା "ଓଡ୍ର, ଉଡ୍ର ଦେଶ"ରୁ, "ସୁମେରୀୟ", "ଓଡ୍ର ବିଷୟ" ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି । ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସ' ବୋଲି ନାମିତ କରିଛନ୍ତି ।
ଜଗନ୍ନାଥବଲ୍ଲଭ ମଠ ଶ୍ରୀମନ୍ଦିରରେ ଦୈନିକ ଅବକାଶ ସମୟରେ ମଶାଲ, ବଲ୍ଲଭ ସମୟରେ ବଲ୍ଲଭ ଓ ବଡ଼ସିଂହାର ବେଶ ପାଇଁ ତିଳକଝୁମ୍ପା ଏହି ମଠ ଯୋଗାଏ । 'ବଣଭୋଜି ବେଶ' ପାଇଁ ପିଙ୍ଗଳ, 'କାଳୀୟଦଳନ' ଓ 'ପ୍ରଳମ୍ୱାସୁରବଧ ବେଶରେ ଶ୍ରୀହସ୍ତ କୋରା, ଦୟଣାଚୋରି ନୀତିରେ ଦୟଣା, ବେଣ୍ଟ ନୀତିରେ ପଇଡ଼, ଚନ୍ଦନଯାତ୍ରା ଓ ଚାପରେ କର୍ପୂର ଓ ମଶାଲ ଯୋଗାଇବା ଏହି ମଠର ଦାୟିତ୍ୱ । ଶ୍ରୀମନ୍ଦିରରୁ ମଠର ମହାବୀରଙ୍କ ପାଇଁ ପ୍ରତିଦିନ ଶ୍ରୀଜୀଉଙ୍କର 'କରପଲ୍ଲବ' ପଠାଯାଏ । ମଠର ମହନ୍ତ ଶ୍ରୀମନ୍ଦିରରେ ଚାମର ସେବା କରିପାରିବେ । ଏବେ ମହନ୍ତ କେହି ନାହାନ୍ତି । ପୂର୍ବେ ମହନ୍ତଙ୍କୁ ଦୟଣା ଚୋରି ନୀତିରେ ପାଗ, ଶିରୋପା ଓର ଦଉଡ଼ି ପ୍ରାପ୍ୟ ଶ୍ରୀମନ୍ଦିରରୁ ମିଳୁଥିଲା । ବର୍ତ୍ତମାନ ମଠର ଟ୍ରଷ୍ଟିଙ୍କୁ ଦୟଣାଚୋରି ନୀତି ପାଇଁ ଖଣ୍ଡୁଅା ପ୍ରଦାନ କରାଯାଉଛି । ପହିଲି ଭୋଗ (ଧନୁ ମାସ) ସମୟରେ ଓ କେତେକ ନିର୍ଦ୍ଧିଷ୍ଟ ପର୍ବ ଦିନମାନଙ୍କରେ ଶ୍ରୀମନ୍ଦିରର କୋଠଭୋଗରୁ ଖେଇ ଏହି ମଠକୁ ପ୍ରଦାନ କରାଯାଏ ।