Top 10 similar words or synonyms for ଅଫ

ଇନଷ    0.838530

ଫର    0.809207

ଇମସ    0.793794

ଓର    0.775323

ଇଣ    0.772063

ଏଟ    0.764835

ଏୟ    0.764798

ଡସ    0.752465

ଭରସ    0.751308

ଟରନ    0.748137

Top 30 analogous words or synonyms for ଅଫ

Article Example
ଟେଟ୍ରାଲୋଜି ଅଫ ଫ୍ୟାଲଟ ଏହି ରୋଗରେ ଜୀବନର ପ୍ରଥମ ବର୍ଷରେ ଓପନ ହାର୍ଟ ଅପରେଶନ () କରାଯାଏ । ଶିଶୁର ଲକ୍ଷଣ ଓ ତୃଟିର ଆକାର ଉପରେ ଅପରେଶନ ନିର୍ଭର କରେ । ଏହି ଅପରେଶନରେ ପଲମୋନାରି ଭଲଭର ଆକାର ବଡ଼ କରାଯାଏ ଓ ଭେଣ୍ଟ୍ରିକୁଲାର ସେପ୍ଟାଲ ତୃଟି ମରାମତ କରାଯାଏ । ଛୋଟ ଶିଶୁ ହୋଇଥିଲେ ଅସ୍ଥାୟୀ ଅପରେଶନ କରି ଶିଶୁ ବଡ଼ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ । ଅଧିକାଂଶ ରୋଗୀ ଯୁବାବସ୍ଥା ପର୍ଯ୍ୟନ୍ତ ବଞ୍ଚିରହନ୍ତି । ଆରିଦମିଆ () ଓ ପଲମୋନାରି ରିଗର୍ଜିଟେସନ () ଭଳି ଦୀର୍ଘସ୍ଥାୟୀ ସମସ୍ୟା ରହିପାରେ ।
ନ୍ୟାସନାଲ ମିଉଜିଅମ ଅଫ ଆନ୍ଥ୍ରୋପୋଲୋଜି ୧୯୬୪ ମସିହାରେ ଏହା ପେଡ୍ରୋ ରାମିରେଜ ଭାକୁଏଜ, ଜର୍ଜ କାମ୍ପୁଜାନୋ ଏବଂ ରାଫେଲ ମିଜାରେଜଙ୍କଦ୍ୱାରା ଅବସ୍ଥାପିତ ହୋଇଥିଲା । ଏହାର ଗ୍ୟାଲେରୀ ବାହାରେ ଏକ ବିଶାଳ ପ୍ରଦର୍ଶନୀ ହଲ ଅଗଣାଓ ପୋଖରୀ ଚାରିପଟେ ବେଢ଼ି ରହିଛି । ଅଗଣା ମଝିରେ କଙ୍କ୍ରିଟ ଛତାଟିଏ ଏକ ପତଳା ସ୍ତମ୍ଭ (ସ୍ପାନିଶ ଭାଷାରେ "ଏଲ ପାରାଗୁଆସ" ଅଥବା "el paraguas" ନାମରେ ଜଣା) ଉପରେ ରହିଛି । around which splashes an artificial cascade. The halls are ringed by gardens, many of which contain outdoor exhibits. The museum has 23 rooms for exhibits and covers an area of 79,700 square meters (almost 8 hectares) or 857,890 square feet (almost 20 acres).
ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ଏହି ଫାଉଣ୍ଡେସନ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ଜାତିସଙ୍ଘ ଅର୍ଥନୈତିକ ଓ ସାମାଜିକ ପରିଷଦ(ECOSOC) ପାଇଁ ସ୍ବତନ୍ତ୍ର ପରାମର୍ଶଦାତା ଭାବେ କାର୍ଯ୍ୟକରୁଛି । ରବି ଶଂକର ସ୍ଥାପନା କରିଥିବା ଦ ଇଣ୍ଟରନାସନାଲ ଆସୋସିଏସନ ଫର ହ୍ୟୁମାନ ଭଲ୍ୟୁଜ ଏକ ସହଯୋଗୀ ଏନଜିଓ ଯାହା ମାନବିକ ମୂଲ୍ୟବୋଧକୁ ତୃଣମୂଳ ସ୍ତରରୁ ଉନ୍ନତ କରିବାକୁ ଦୃଷ୍ଟି ଦିଏ ।
ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ ଭୁବନେଶ୍ଵରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ । ୧୯୯୫ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ମହାବିଦ୍ୟାଳୟଟି ରାଉରକେଲା ସ୍ଥିତ ବି.ପି.ୟୁ.ଟିଦ୍ଵାରା ଅନୁବନ୍ଧିତ ।
କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ, ବି.ପି.ୟୁ.ଟିଦ୍ଵାରା ଅନୁବନ୍ଧିତ ଏକ କଲେଜ । ଭୁବନେଶ୍ଵର ଠାରୁ ୩୫ କିଲୋମିଟର ଦୂରରେ ଦଳେଇପୁଟ ଗାଁ ନିକଟରେ ଏହା ଅବସ୍ଥିତ । ସମ୍ବାଦର "ଆମ ଓଡ଼ିଶା ଚାରିଟେବଲ ଟ୍ରଷ୍ଟ୍" ତରଫରୁ ଏହି କଲେଜଟି ପ୍ରତିଷ୍ଠା କରା ଯାଇଛି।