Top 10 similar words or synonyms for ଏଟ

ଭରସ    0.843300

ଇନଷ    0.787568

ଅଫ    0.764835

ଓନ    0.759891

ଏଫ    0.759312

ଫର    0.757522

ଇମସ    0.748825

ଲଫ    0.743761

ଇଭ    0.741431

ଇଫ    0.739229

Top 30 analogous words or synonyms for ଏଟ

Article Example
କୁଷ୍ଠ ଚର୍ମ ଓ ନାକ ଝିଲ୍ଲୀରୁ ଜୀବାଣୁ ଯାଇ ସଂକ୍ରମଣ କରନ୍ତି ବୋଲି ବିଶ୍ଵାସ କରାଯାଏ କିନ୍ତୁ ତାହାର ବିଶ୍ଵସନୀୟତା ସନ୍ଦେହଜନକ । ଲେପ୍ରୋମାଟସ ରୋଗୀଙ୍କ ଅନ୍ତଃ ଚର୍ମର ଡର୍ମିସ ଭିତର ସ୍ତରରେ ଅସଂଖ୍ୟ ଜୀବାଣୁ ଥିବା ଦେଖାଯାଏ, କିନ୍ତୁ ସେମାନେ ଚର୍ମର ଉପରିଭାଗକୁ ଆସିବାଟା ସନ୍ଦେହ ଜନକ । ଯଦିଓ ଛଡ଼ା ଚର୍ମ (desqamated skin) ସ୍ଥାନରେ ଜୀବାଣୁ ମିଳିଛି ତଥାପି ୧୯୬୩ ମସିହାରେ ୱେଡେଲ ଏଟ ଅଲ ଅନେକ ରୋଗୀ ତଥା ରୋଗୀ ସଂସ୍ପର୍ଷରେ ଥିବା ଲୋକମାନଙ୍କର ଚର୍ମ ପରୀକ୍ଷା କରି କୌଣସି ଜୀବାଣୁ ଦେଖିବାକୁ ପାଇନଥିଲେ । ଜବ୍ ଏଟ ଅଲ୍ ତାଙ୍କର ଏବେକାର ଅନୁଶୀଳନରେ ଚର୍ମର କେରାଟିନ ସ୍ତରରେ ଜୀବାଣୁ ଦେଖିବାକୁ ପାଇଛନ୍ତି, ଯାହା ପ୍ରମାଣ କରୁଛି ସେବାସିଅସ୍ କ୍ଷରଣ (sebaceous secretion) ସହ ଜୀବାଣୁ ରହିପାରିବେ ।
ବନ୍ଧୁତା ସମୟ ଅନୁସାରେ, ସଠିକ ନିର୍ଦ୍ଦେଶ ବଳରେ, ଧାଅନାଅ ପୀଡିତ ପିଲାମାନେ ନିଜର ଦୁର୍ବଳତା ଓ ସବଳତା ଜାଣିବା ପରେ, ବନ୍ଧୁତା ଗଢିବାକୁ ସକ୍ଷମ ହୁଅନ୍ତି । ଫ୍ରାଙ୍କେଲ ଏଟ ଆଲଙ୍କ ଅଧ୍ୟୟନରୁ ଜଣାପଡିଛି ଯେ, ଅଭିଭାବକଙ୍କ ନିର୍ଦ୍ଦେଶ ପିଲାମାନଙ୍କର ବନ୍ଧୁତା ଉନ୍ନତିରେ ସାହାଯ୍ୟ କରେ । ଅଭିଭାବକଙ୍କ ସହ ବିଦ୍ୟାଳୟର ଶିକ୍ଷକ ମଧ୍ୟ ସାମାଜିକ କଳା ଓ ଭାବର ଆଦାନ ପ୍ରଦାନ କରିବା ଶିଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି । ଧାଅନାଅ ଆକ୍ରାନ୍ତ ପିଲାଙ୍କୁ ବନ୍ଧୁତା ଗଢିବାରେ ସାହାଯ୍ୟ କରିବା ପାଇଁ ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶିକ୍ଷକ ନିଯୁକ୍ତ ହୋଇଥାଆନ୍ତି ।