Top 10 similar words or synonyms for ଫର

ଇଜ    0.909841

ଇଭ    0.888771

ଟସ    0.837978

ଏର    0.819716

ଓର    0.816262

ସଟ    0.809723

ଅଫ    0.809207

ଲଡ    0.803838

ଇଫ    0.803699

ଏଜ    0.799649

Top 30 analogous words or synonyms for ଫର

Article Example
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ) ଭାରତୀୟ ଭାଷାସମୁହକୁ ପ୍ରଚାର କରିବା ପାଇଁ ଉଇକିମିଡ଼ିଆ ଫାଉଣ୍ଡେସନ ସିଆଇଏସକୁ ଏକ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଇଂରାଜୀକୁ ମିଶାଇ ଇଣ୍ଡିକ ଭାଷାରେ ଉଇକିପିଡ଼ିଆ ହେଉଛି ଉଇକିମିଡ଼ିଆର ଖୋଲା ଭାଷା ଜ୍ଞାନକୋଷ ପ୍ରକଳ୍ପ । ଏହି ମଞ୍ଜୁରି ଉଇକିମିଡିଆର 'ଖୋଲା ଜ୍ଞାନକୋଷ'କୁ ଭାରତରେ ବ୍ୟାପକ ପ୍ରସାରର ମଧ୍ୟ ଲକ୍ଷ୍ୟ ରଖିଛି । ଦୁଇ ବର୍ଷିଆ ପ୍ରକଳ୍ପର ପ୍ରଥମ ବର୍ଷ ପାଇଁ ଭାରତୀୟ ମୂଦ୍ରାରେ ୧,୧୦,୦୦,୦୦୦ ଟଙ୍କା (($200,000 ଆମେରିକୀୟ ଡଲାର)) ଅନୁଦାନ ପାଇଛି ।
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ) ଏହା ଏକ ଅଣ-ଲାଭକାରୀ ସଂସ୍ଥା । ଏହା ମତ ସାବ୍ୟସ୍ତ କରିବାର ଅଧିକାର, ଗୋପନୀୟତା, ବିବିଧକ୍ଷମଙ୍କ ପାଇଁ ଆବଶ୍ୟକୀୟ ଉପଲବ୍ଧି, ଶିକ୍ଷା ଅଧିକାର, ଏବଂ ବୌଦ୍ଧିକ ସମ୍ପଦ ଅଧିକାର ଏବଂ ମୁକ୍ତ ବ୍ୟବହାରର ଅଧିକାର(ଖୋଲା ତଥ୍ୟ, ମାଗଣା/ମୁକ୍ତ ସପ୍ଟୱେର, ମୁକ୍ତ ମାନକ, ବିଦ୍ବାନଙ୍କ ସାହିତ୍ୟକୃତିର ମୁକ୍ତ ପଠନ, ମୁକ୍ତ ଶିକ୍ଷାଉତ୍ସ ଏବଂ ମୁକ୍ତ ଭିଡ଼ିଓ) ଆଦିର ନୀତିନିୟମ ସଂକ୍ରାନ୍ତୀୟ ମାମଲା ଉପରେ କାର୍ଯ୍ୟ କରେ ଏବଂ ଶିକ୍ଷା ଗବେଷଣା ସାଂଖିକ ମାଧ୍ୟମ ପ୍ରଯୁକ୍ତିବିଦ୍ୟା ଦ୍ବାରା ସମାଜିକ ସଂସ୍କାର ଉପରେ ମଧ୍ୟ କାର୍ଯ୍ୟ କରେ ।
ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ ଇଙ୍ଗ୍ରିଡ଼ ନିଉକିର୍କ ଓ ସହଯୋଗୀ ପ୍ରାଣୀ ନ୍ୟାୟ କର୍ମୀ ଆଲେକ୍ସ ପାଚେକୋଙ୍କ ଦେଇ ମାର୍ଚ ୧୯୮୦ରେ ପ୍ରତିଷ୍ଠିତ ଏହି ସଙ୍ଗଠନ ୧୯୮୧ରେ ସିଲଭର ସ୍ପ୍ରିଙ୍ଗ ମଙ୍କିଜ ଘଟଣାରେ ଲୋକଲୋଚନକୁ ଆସିଥିଲା । । ଏହି ଘଟଣା ଏକ ଜନସାଧାରଣ ବିବାଦ ଥିଲା ଯେଉଁଥିରେ ୧୭ଟି ମାକାକୁ ମାଙ୍କଡ଼ଙ୍କ ଉପରେ ଇନଷ୍ଟିଚୁଟ ଅଫ ବିହେଭରିଆଲ ରିସର୍ଚ (Institute of Behavioral Research), ସିଲଭର ସ୍ପ୍ରିଙ୍ଗ, ମେରିଲାଣ୍ଡଠାରେ ପରଖ ପାଇଉନ ବ୍ୟବହାର କରଯାଇଥିଲା । ଏହି ବିଚାର ୧୦ ବର୍ଷ କାଳ ଚାଲିଥିଲା, ଯେଉଁଥିରେ ପ୍ରଥମ ଥର ଆମେରିକାରେ ଏକ ପ୍ରାଣୀ ପରୀକ୍ଷାଗାରରେ ପୋଲିସ ଅଟକ ପଡ଼ିଥିଲା । ୧୯୮୫ରେ ଏହି ଦେଶର ପ୍ରାଣୀ କଲ୍ୟାଣ ନୀତିରେ ଏକ ଭାଗ ଯୋଡ଼ାଯାଇଥିଲା, ଯାହା ପରେ PETA ଏକ ଜାଗତିକ ସଙ୍ଗଠନ ରୂପେ ପରିଗଣିତ ହୋଇଥିଲା । ତାହାପରେ, ଏହାର ଅଭିଯାନ ଓ ଗୋପନ ତଦନ୍ତରେ ଏହା ମୂଳ ଚାରୋଟି ବିଷୟ ଉପରେ ଧ୍ୟାନ ଦେଇଥାଏ—କାରଖାନା ଚାଷକୁ ବିରୋଧ, ଲୋମ ଚାଷ, ପଶୁ ପରଖ, ଓ ପଶୁମାନଙ୍କୁ ମନୋରଞ୍ଜନରେ ବ୍ୟବହାର—ଯଦିଓ ଏହା ମାଛଧରା, କ୍ଷତିକାରୀ ଭାବରେ ଚିହ୍ନିତ ପଶୁମରା, ଅଗଣାରେ ଶିକୁଳିରେ ବାନ୍ଧି କୁକୁର ପାଳିବା, କୁକୁଡ଼ା ଲଢ଼େଇ, କୁକୁର ଲଢ଼େଇ, ଓ ଷଣ୍ଢ ଲଢ଼େଇ ଆଦିକୁ ମଧ୍ୟ ବିରୋଧ କରିଥାଏ ।
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ) ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (CIS) ବେଙ୍ଗାଳୁରୁରେ ଥିବା ଏକ ବହୁମୁଖୀ ଗବେଷଣା ଓ ଓକିଲାତି ସଙ୍ଗଠନ ।
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ) ସିଆଇଏସ ଇଣ୍ଟରନେଟ ଏବଂ ସମାଜରେ ସାଂଖିକ (ଡିଜିଟାଲ) ବହୁଳାବାଦ, ସର୍ବଜନୀନ ଉତ୍ତରଦାୟୀତ୍ବ ଏବଂ ଶିକ୍ଷାଶାସ୍ତ୍ର ପ୍ରଚଳନ ଉପରେ କାର୍ଯ୍ୟ କରେ ।