Top 10 similar words or synonyms for ଟସ

ଫର    0.837978

ଏଣ    0.824855

ସଟ    0.821572

ଏର    0.815522

ଇଜ    0.813743

ଆଟ    0.805882

ଓନ    0.786184

ଉଟ    0.770673

ନଲ    0.769113

ଏଡ    0.763939

Top 30 analogous words or synonyms for ଟସ

Article Example
୨୦୦୭ ICC ବିଶ୍ଵ T୨୦ କପ ଗ୍ରୁପ ସ୍ତରରେ ଭେଟି ଥିବା ଭାରତ ଓ ପାକିସ୍ତାନ ପୁଣି ଫାଇନାଲରେ ମୁକାବିଲାରେ ଉପନୀତ ହେଇଥିଲେ । ଭାରତ ଟସ ଜିତି ପ୍ରଥମେ ବେଟିଙ୍ଗ କଲା ଓ ଗୌତମ ଗମ୍ଭୀରଙ୍କ ୫୪ ବଳରେ ୭୫ ରନ ବଳରେ ୨୦ ଓଭରରେ ୧୫୭/୫ କରିପାରିଲା । ଉତ୍ତରରେ ପାକିସ୍ତାନ ୨୪ ବଳରେ ୫୪ ରଣ ଦରକାର କରୁଥିବା ସମୟରେ ମିସବା ଉଲ ହକ ହରଭାଜନଙ୍କ ଓଭରରେ ଲଗା ଲାଗ ୩ଟି ଛକା ମାରିବା ଫଳରେ ବିଜଯର ଦ୍ଵାର ଦେଶକୁ ପହଞ୍ଚି ଯାଇଥିଲା । କିନ୍ତୁ ପରବର୍ତୀ ବଲରେ ସେ ଉପରକୁ ବଳ ଉଠେଇ ଦେବା ଫଳରେ ଶ୍ରୀସନ୍ଥଙ୍କଦ୍ଵାରା ଧାରା ପଡି ଆଉଟ  ହେଇଥିଲେ ଓ ପାକିସ୍ତାନ ୧୫୨ ରନରେ ସମସ୍ତ ୱିକେଟ ହରେଇଥିଲା । ଇରଫାନ ପଠାନ ଏହି ଫାଇନାଲରେ men of the match ପୁରସ୍କାର ପ୍ରାପ୍ତ ହେଇଥିଲେ । ସେ ଫାଇନାଲରେ ୧୬ ରଣ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ପାକିସ୍ତାନର ସହିଦ ଆଫ୍ରିଦୀ men of the series ପୁରସ୍କାର ଜିତିଥିଲେ ।