Top 10 similar words or synonyms for ଓମ

ଓର    0.798248

ଓଲ    0.782307

ଇଜ    0.781229

ଲଜ    0.764963

ଇଫ    0.763099

ଫର    0.759633

ଏଲ    0.749958

ଓନ    0.749079

ଏର    0.748707

ଏଣ    0.748609

Top 30 analogous words or synonyms for ଓମ

Article Example
ଜର୍ଜ ଓମ ଓମ'ଙ୍କ ଶବ୍ଦ ନିୟମ, ଶବ୍ଦ ପ୍ରବାହୀ ନିୟମ ବା କେବଳ ଓମ'ଙ୍କ ନାମରେ ଜଣା ଏହି ନିୟମ ଅନୁସାରେ, କାନ ଏକାଧିକ ହାର୍ମୋନିକ ଶବ୍ଦତରଙ୍ଗମାନଙ୍କୁ ଏକ ସାମୁହିକ ଧ୍ୱନି ଭାବେ ଗ୍ରହଣ କରିଥାଏ । ଏହା ସମ୍ପୂର୍ଣ୍ଣ ସତ ଭାବେ ଗ୍ରହଣ କରାଯାଇନାହିଁ ।
ଜର୍ଜ ଓମ ଜର୍ଜ ସାଇମନ ଓମ‌ (; ୧୬ ମାର୍ଚ୍ଚ ୧୭୮୯ - ୬ ଜୁଲାଇ ୧୮୫୪) ଜଣେ ଜର୍ମାନ ପଦାର୍ଥ ବିଜ୍ଞାନୀ ଓ ଗାଣିତିକ ଥିଲେ । ସେ "ଓମ‌ଙ୍କ ନିୟମ" ପାଇଁ ଜଣାଶୁଣା । ଜଣେ ସ୍କୁଲ ଶିକ୍ଷକ ଭାବେ ଓମ ଆଲେସାଣ୍ଡ୍ରୋ ଭୋଲଟାଙ୍କଦ୍ୱାରା ଉଦ୍ଭାବିତ ଇଲେକ୍ଟ୍ରୋକେମିକାଲ ସେଲ ଉପରେ ଗବେଷଣା ଆରମ୍ଭ କରିଥିଲେ । ନିଜ ତିଆରି ଯନ୍ତ୍ରପାତି ବ୍ୟବହାର କରି ଓମ ଏକ ନିର୍ଦ୍ଧିଷ୍ଠ ତାପମାତ୍ରାରେ ପରିବାହୀରେ ପ୍ରବାହିତ ବିଦ୍ୟୁତ ଶକ୍ତି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟ ସହିତ ସମାନୁପାତୀ ଓ ପରିବାହୀର ପ୍ରତିରୋଧ ସହିତ ପ୍ରତିଲୋମାନୁପାତୀ ବୋଲି ଆବିଷ୍କାର କରିଥିଲେ । ଏହା ଓମ'ଙ୍କ ନିୟମ ଭାବେ ଜଣାଶୁଣା ।
ଜର୍ଜ ଓମ ଜର୍ଜ ସାଇମନ ଓମ ଏର୍ଲାଜେନର ଏକ ପ୍ରୋଟେଷ୍ଟାଣ୍ଟ ପରିବାରରେ ପିତା ଜୋହାନ ୱଲ୍ଫଗାଙ୍ଗ ଓମଙ୍କ ଔରସ୍ୟରୁ ଓ ମାତା ମାରିଆଏଲିଜାବେଥ ବେକଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଶିକ୍ଷିତ ନ ହୋଇଥିଲେ ମଧ୍ୟ ଓମଙ୍କ ପିତା ଜଣେ ସମ୍ମାନଷ୍ପଦ ବ୍ୟକ୍ତି ଥିଲେ ଯେ, ତାଙ୍କୁ ଉଚ୍ଚଶିକ୍ଷାଲାଭ ପାଇଁ ସହଯୋଗ କରିଥିଲେ । ଓମ ଦମ୍ପତ୍ତିଙ୍କର ସାତଜଣ ସନ୍ତାନଙ୍କ ମଧ୍ୟରୁ କେବଳ ତିନିଜଣ ଜୀବିତ ରହିଥିଲେ: ଜର୍ଜ ସାଇମନ, ତାଙ୍କର ସାନ ଭାଇ ମାର୍ଟିନ, ଯେ ଜଣେ ବହୁ ପ୍ରସିଦ୍ଧ ଗାଣିତିକ ହୋଇଥିଲେ ଓ ତାଙ୍କ ଭଉଣୀ ଏଲିଜାବେଥ ବାର୍ବରା । ତାଙ୍କୁ ଦଶବର୍ଷ ହୋଇଥିଲା ବେଳେ ତାଙ୍କ ମାତାଙ୍କ ଦେହାନ୍ତ ହୋଇଯାଇଥିଲା ।
ଜର୍ଜ ଓମ ଏକ ନିର୍ଦ୍ଧିଷ୍ଠ ତାପମାତ୍ରାରେ ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ଶକ୍ତି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟ ସହିତ ସମାନୁପାତୀ ଓ ପରିବାହୀର ପ୍ରତିରୋଧ ସହିତ ପ୍ରତିଲୋମାନୁପାତୀ ।
ଗୁନ୍‌ଗୁନ୍‌ ୨୦୦୪ରେ ଓମ ଶାନ୍ତି ଓମ ଚଳଚ୍ଚିତ୍ରରେ ଗୁନ୍‌ଗୁନ୍ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସାଖି ରହିଲା ଏ ସିଂହଦୁଆରରେ ପ୍ରଥମ କରି ନାୟିକା ହେବାର ସୁଯୋଗ ପାଇଥିଲେ ଗୁନ୍‌ଗୁନ୍ । ପରେ ପରେ ସେ ପୁପିନ୍ଦରଙ୍କ ସ‌ହ କିଛି ଖଟା କିଛି ମିଠାରେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।