Top 10 similar words or synonyms for ଏଲ

ଓର    0.771929

ଇଜ    0.760344

ଓମ    0.749958

ଆଇ    0.746861

ଏର    0.742365

ଫର    0.741843

ଓନ    0.741175

ଆଇପ    0.734869

ଏଣ    0.724689

ଏଫ    0.722437

Top 30 analogous words or synonyms for ଏଲ

Article Example
ଏଲ ସାଲଭାଡୋର ଏଲ ସାଲଭାଡୋର ମଧ୍ୟ ଆମେରିକାରେ ଥିବା ଏକ ଦେଶ।
ଏଲ ଆଣ୍ଟେନୋ ଗ୍ରାଣ୍ଡ ସ୍ପ୍ଲେଣ୍ଡିଡ ବାରିଓ ନୋର୍ଟେର ,୧୮୬୦ Santa Fe Avenue ରେ ଅବସ୍ଥିତ ଏହି କୋଠାର ନକାସା ଆର୍କିଟେକ୍ଟ Peró and Torres Armengol ଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା। କୋଠାର ନକାସି ଇଟାଲିୟ କଳାକାର ନାଜାରେନୋ ଓର୍ଲାଣ୍ଡିଙ୍କ ଦ୍ଵାରା କରାଯାଇଥିଲା। ଏହି କୋଠାଟି ପ୍ରଥମେ "ଟେଆଟ୍ରୋ ଗ୍ରାଣ୍ଡ ସ୍ପ୍ଲେଣ୍ଡିଡ" ନାମକ ଏକ ଥିଏଟର ପାଇଁ ତିଆରି ହୋଇଥିଲା।
କେ. ଏଲ. ରାହୁଲ କୂମର ଲୋକେଶ ରାହୁଲ  ( ଜନ୍ମ ୧୮ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ୨୦୧୦ ୧୯ ବର୍ଷରୁ ତଳ ବିଶ୍ଵ କପରେ ଖେଳିଥିଲେ । ୨୦୧୪ -୧୫ରେ ଅନ୍ତର୍ଜାତିକ ଖେଳକୁ ଆସିଥିବା ରାହୁଲ ସମସ୍ତ ୩ ପ୍ରକାର ଫର୍ମାଟରେ ଶତକ କରିଥିବା ଖେଳାଳି । ସେ ଏକଦିବାସୀୟ ଅନ୍ତର୍ଜାତିକ ମେଚରେ ପଦାର୍ପଣରେ ଶତକ ଅର୍ଜନ କରିଥିବା ପ୍ରଥମ ଭାରତୀୟ । T୨୦ରେ ତାଙ୍କର ୪୬ ବଲରେ ୧୦୦ ରନ ବିଶ୍ଵର ଦ୍ଵିତୀୟ ଦ୍ରୁତତମ ଶତକ । ପୁଣି ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ତାଙ୍କର ୫୧ ବଲରେ ୧୧୦ ଅବିଜିତ ସ୍କୋର ଏକ ମାଇଲ ଷ୍ଟୋନ କୁହାଯାଏ । ୩ଟି ଯାକ ଫର୍ମାଟ ପ୍ରଥମ ଶତକ  ସେ କେବଳ ବାଉଣ୍ଡରୀରେ କରିଥିଲେ ।  
କେ. ଏଲ. ରାହୁଲ ୨୦୧୦-୧୧ରେ ରାହୁଲ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ଆଇପିଏଲରେ ବାଙ୍ଗାଲୋର ପାଇଁ ୨୦୧୩ରେ ଖେଳିଲେ । ୨୦୧୪-୧୫ ଦୁଲିପ ଟ୍ରଫିରେ ତାଙ୍କର ୨୩୩ ବଲରେ ୧୮୫ ରନ  ଓ ତା ପରେ ୧୫୨ ବଲରେ ୧୩୦ ରନ କରି ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ରଣଜୀ ଟ୍ରଫିରେ ସେ ଉତ୍ତର ପ୍ରଦେଶ ବିପକ୍ଷୀରେ ୪୪୮ ବଲରେ ୩୩୭ ରନ କରିଥିଲେ । 
ଏଲ ଆଣ୍ଟେନୋ ଗ୍ରାଣ୍ଡ ସ୍ପ୍ଲେଣ୍ଡିଡ ଏଲ ଆଣ୍ଟେନୋ ଗ୍ରାଣ୍ଡ ସ୍ପ୍ଲେଣ୍ଡିଡ ବୁଏନ୍ସ ଏଆରସ, ଆର୍ଜେଣ୍ଟିନାର ଏକ ପ୍ରମୁଖ ବହି ଦୋକାନ। ୨୦୦୮ ମସିହାରେ,ଦି ଗାରଜିୟନ ("The Guardian)  "ଖବରକାଗଜ ଏହାକୁ ବିଶ୍ଵ ଦୁତୀୟ ସୁନ୍ଦର ବହି ଦୋକାନ ବଲି ଘୋଷଣା କରିଥିଲା।