Top 10 similar words or synonyms for foundation

korean    0.984880

digital    0.980834

archives    0.979624

trust    0.979059

report    0.978904

association    0.978878

guide    0.978800

yoga    0.977282

alaska    0.976144

uk    0.975867

Top 30 analogous words or synonyms for foundation

Article Example
ପୂଜା ବେଦୀ The Grassroots Foundation ନାମକ ଏକ ବେସରକାରୀ ସେବ ସଂସ୍ଥାର ମୁଖ୍ୟ ହେଉଛନ୍ତି ପୂଜା । ଏହି ସଂସ୍ଥାର ପ୍ରମୁଖ କାର୍ଯ୍ୟ ହେଉଛି ଉନ୍ନତିମୂଳକ କାର୍ଯ୍ୟକ୍ରମ, ଶିକ୍ଷା, କୃଷିରେ ଉନ୍ନତି ଏବଂ ଜଳ ଅମଳ ଇତ୍ୟାଦି ।
ଆଧାରଶିଳା ଆଧାରଶିଲା(English: The Foundation Stone) ଏକ 1982ରେ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅଶୋକ ଆହୁଯାଙ୍କଦ୍ଵାରା ଲିଖିତ , ନିର୍ଦେଶିତ ଓ ନିର୍ମିତ ହେଇଥିଲା । ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ  ଓ ଅନିତା କନୱର ଅଭିନୟ କରିଥିଲେ । 
ଲୁଆ (ପ୍ରୋଗ୍ରାମିଂ ଭାଷା) Tables are the most important data structure (and, by design, the only built-in composite data type) in Lua, and are the foundation of all user-created types. They are conceptually similar to associative arrays in PHP, dictionaries in Python and Hashes in Ruby or Perl.
ବିଶ୍ଵ ଘରଚଟିଆ ଦିବସ ସହରୀକରଣ ତଥା ମନୁଷ୍ୟର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଯୋଗୁଁ ଘରଚଟିଆଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଘରଚଟିଆ ତଥା ଅନ୍ୟାନ୍ୟ ବିଲୁପ୍ତପ୍ରାୟ ସାଧାରଣ ପକ୍ଷୀମାନଙ୍କର ସୁରକ୍ଷା ନିମନ୍ତେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ଵ ଘରଚଟିଆ ଦିବସ ପାଳନ ଉଦ୍ଦିଷ୍ଟ । ଭାରତର Nature Forever Society ତଥା ଫ୍ରାନ୍‌ସସ୍ଥିତ Eco-Sys Action Foundation ତଥା ବିଶ୍ଵର ଅନ୍ୟାନ୍ୟ ସଂଗଠନ ମାନଙ୍କର ସହଯୋଗରେ ଏହି ଅଭିନବ ପ୍ରଚେଷ୍ଟା ୨୦୧୦ ମସିହାରୁ କରାଯାଇଛି ।
ଆନି ବେସାନ୍ତ ପାଖାପାଖି କୋଡ଼ିଏ ବର୍ଷ ପରେ ୧୯୨୯ ମସିହା ବେଳକୁ କୃଷ୍ଣମୂର୍ତ୍ତୀ "ବିଶ୍ୱ ଶିକ୍ଷକ ପ୍ରକଳ୍ପ" ପ୍ରତି ବୀତସ୍ପୃହ ହୋଇ ପଡ଼ିଥିଲେ। ସେ ବିଶ୍ୱ ଶିକ୍ଷକ ପ୍ରକଳ୍ପରେ ସ‌ହଯୋଗ କରିବା ପାଇଁ ଗଠିତ ହୋଇଥିବା ଏକ ସଂସ୍ଥା Order of the Star in the Eastକୁ ବନ୍ଦ କରି ଦେଇଥିଲେ ଏବଂ ଘଟଣା କ୍ରମରେ ସେ ବ୍ରହ୍ମ‌ବିଦ୍ୟା ସମାଜ ତ‌ଥା ବ୍ରହ୍ମ‌ବିଦ୍ୟାକୁ ମଧ୍ୟ ତ୍ୟାଗ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଜଣେ ସ୍ୱାଧୀନ ବକ୍ତା ତ‌ଥା ମନସ୍ତ‌ତ୍ତ୍ୱ, ଦର୍ଶନ ଏବଂ ଆଧ୍ୟାତ୍ମ୍ୟ ଉପରେ ସ୍ୱାଧୀନ ବିଚାର ସମ୍ପନ୍ନ ବ୍ୟକ୍ତି ଭାବରେ ପରିଚିତ ହୋଇଥିଲେ। ନିଜର ବାକି ଜୀବନକୁ ସେ ବିଶ୍ୱ ଭ୍ରମଣରେ ଅତିବାହିତ କରିଥିଲେ। ତେବେ କୃଷ୍ଣମୂର୍ତ୍ତୀ ଏବଂ ବେସାନ୍ତଙ୍କର ପରସ୍ପର ପ୍ରତି ସମ୍ମାନ ଏବଂ ଭଲପାଇବା କେବେ ବି ଊଣା ହୋଇ ନ ଥିଲା। କୃଷ୍ଣମୂର୍ତ୍ତୀ ବ୍ରହ୍ମ‌ବିଦ୍ୟା ତ୍ୟାଗ କରିବା ପରେ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବେସାନ୍ତ ବ୍ରହ୍ମ‌ବିଦ୍ୟା ସମାଜର ଜମି ନିକଟରେ ୬ ଏକର (୨.୪ ହେକ୍ଟର) ଜାଗା କିଣିଥିଲେ। ପରବର୍ତ୍ତୀ ସମୟରେ ଏହି ଜମି ଉପରେ କୃଷ୍ଣମୂର୍ତ୍ତୀ ଫାଉଣ୍ଡେସନ୍ (Krishnamurti Foundation India)ର ମୁଖ୍ୟାଳୟ ଗଢ଼ି ଉଠିଥିଲା।