Top 10 similar words or synonyms for report

documentation    0.985729

ozone    0.984354

turkish    0.983364

trust    0.982672

spanish    0.982334

plan    0.982010

database    0.981811

travel    0.981411

alaska    0.981402

search    0.981160

Top 30 analogous words or synonyms for report

Article Example
ଓଡ଼ିଆ ଉଇକିପିଡ଼ିଆ Wikipedia Report Card: "summaries for Oriya"
କଣିକା ପଦାର୍ଥ ବିଜ୍ଞାନ In May 2014, the Particle Physics Project Prioritization Panel released its report on particle physics funding priorities for the United States over the next decade. This report emphasized continued U.S. participation in the LHC and ILC, and expansion of the Long Baseline Neutrino Experiment, among other recommendations.
କଳିଙ୍ଗ ନଗର The area to be developed into a modern city with Rs. 66,139 crore. KNDA has come out with a report on the development model.At present, industries in the area provided direct employment to 23,000 persons.Five major industries are under construction and they will come up by 2015.
ସଂସୃତି ରେ ୱିକିପିଡିଆ ଜୁଲାଇ ,2006ରେ "The Colbert Report" ନାମକ ଏକ ହାସ୍ୟ ବ୍ୟଙ୍ଗାତ୍ମକ ଟିଭି ସିରିୟାଲରେ ଅଭିନେତା କଲବର୍ଟ ଏକ ଶବ୍ଦ " Wikiality" ,କୁ  wiki ଓ realityର ସମ୍ମିଶ୍ରଣ ବୋଲି ଆଖ୍ୟା ଦେଇଥିଲେ ଯାହା ଖୁବ ଆଦୃତ ହେଇଥିଲା ।  "ଆପଣ ଦେଖିଥିବେ , ଯେ କୌଣଶୀ ବ୍ୟବହାରକର୍ତା ଯେ କୌଣଶୀ ଅବଦାନକୁ ବଦଳାଇ ଦେଇ ପାରିବେ ଯଦି ବେଶ  କିଛି ଲୋକ ତାଙ୍କ ସହ ସହମତ ହେଇଯିବେ , ଏହା ସତ୍ୟରେ ପରିଣତ ହେଇଯିବ ... ଯଦି ସମସ୍ତ ମାନବୀୟ ଜ୍ଞାନ ସେହି ହିସାବରେ ଚାଳନ୍ତା ।ହଁ , ତାହା ହେଇପାରିବ " wikiality"ଦ୍ଵାରା । ମୁଁ ବାସ୍ତବିକତାର ପ୍ରଶଂଶକ ନୁହେଁ ବା ଜ୍ଞାନକୋଷର ମଧ୍ୟ ନୁହେଁ । ବ୍ରିଟାନିକା ଜ୍ଞାନକୋଷ କିଏ ମତେ ଜାହିଦେବାକୁ ଯେ ଜର୍ଜ ୱାଶିଂଟନଙ୍କ କ୍ରୀତଦାସ ଥିଲେ ବୋଲି ? ଯଦି ମୁଁ ସେଠାରେ କହିବାକୁ ଚାହେଁ ଯେ ତାହା ନୁହେଁ , ତେବେ ଏହା ମୋର ଅଧିକାର । ଏବେ ୱିକିପୀଡିୟାକୁ ଧନ୍ୟବାଦ ଯେ ଏହା ମଧ୍ୟ ଏକ ବାସ୍ତବିକତା ।  ଆମେ ଏହି ଅଧିନିୟମକୁ ସବୁ ତଥ୍ୟ କ୍ଷେତ୍ରରେ ପ୍ରୟୋଗ କରିବା ଦରକାର । ଆମେ ଅଧିକାଂଶ ଲୋକଙ୍କୁ ସମ୍ମତ କରେଇବାକୁ ହେବ ଯେ , କିଛି ତଥ୍ୟ ସତ୍ୟ ବୋଲି । ଆମେ ଯାହା କରୁଛୁ ତାହା " ଜ୍ଞାନ "କୁ ଗଣତନ୍ତ୍ରର ପରିଧି ଭିତରକୁ ଆଣୁଛୁ ।" ସ୍ଟିଫେନ କୋଲବର୍ଟଙ୍କ କହିବାନୁସାରେ " ଆମେ ସମସ୍ତେ ମିଶି ସତ୍ୟତା ସୃଷ୍ଟି କରିପାରିବା ଯଉଥିରେ ଆମେ ସମସ୍ତେ ସହମତି ଦେଇଥିବା " । କୌତୁକରେ ସେ ଏହା ମଧ୍ୟ କହିଥିଲେ " ମୁଁ ୱିକିପିଡିଆକୁ ଭଲ ପାଏ ... ଯେ କୌଣଶୀ ସାଇଟରେ ଲୁଥେରାନଙ୍କ ଠାରୁ ବେଶି ସତ୍ୟତାର ତଥ୍ୟ ଥାଏ  । "  ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ "ପ୍ରସାରଣ ମାଧ୍ୟମରେ ବାରମ୍ବାର ଉଲ୍ଲେଖ ହେଲେ ଲୋକେ ତାକୁ ସତ୍ୟ ବୋଲି ବିବେଚନା କରନ୍ତି କି ?" ବୋଲି ।  କିଛି ଅଲେଖ୍ୟରେ ପୁନଃ ତର୍ଜମା  କରିବାକୁ ବାଇସେୟିକ ତଥ୍ୟା ମିଳୁନଥିବା ପରିପେକ୍ଷୀରେ ସେ ଏହା କହିଥିଲେ ।