Top 10 similar words or synonyms for association

digital    0.984509

services    0.982726

us    0.982232

european    0.981702

free    0.980577

including    0.980008

alaska    0.979123

british    0.978973

foundation    0.978878

napoleon    0.978795

Top 30 analogous words or synonyms for association

Article Example
ନୋଭାକ୍ ଜାକୋଭିକ ନୋଭାକ୍ ଜାକୋଭିକ (; ; ୨୨ ମେ ୧୯୮୭ରେ ଜନ୍ମ) ଜଣେ ପେଶାଦାର ସର୍ବୀୟ ଟେନିସ ଖେଳାଳି । ସେ ଟେନିସ ଖେଳାଳିମାନଙ୍କ ସଂଘ (Association of Tennis Professionals)ଦ୍ଵାରା ୧-ନମ୍ବର ବିବେଚିତ ହୋଇଛନ୍ତି ।
ଅସ୍ଥି ଭଗ୍ନ ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହାଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।
ନନ୍ଦନକାନନ ଜୀବ ଉଦ୍ୟାନ ନନ୍ଦନକାନନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଥିବା ଚିଡ଼ିଆଖାନା । ଏହା ମୋଟ ୪୦୦ ହେକ୍ଟର ଜମି(୯୦୦ ଏକର)ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗିଚା ରହିଅଛି । ୧୯୬୦ ମସିହାରେ ଏହା ଆରମ୍ଭ କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲ। । ନନ୍ଦନକାନନର ଅର୍ଥ ସ୍ଵର୍ଗର ବଗିଚା ଏହା ଏସିଆର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ । World Association of Zoos and Aquariums (WAZA)ର ସଦସ୍ୟତା ହାସଲ କରିବାରେ ଏହି ଚିଡ଼ିଆଖାନା ଭାରତରେ ପ୍ରଥମ ।
ଦୁର୍ଗାବତୀ ଦେବୀ ଦୁର୍ଗାବତୀ ଦେବୀ (ଦୁର୍ଗା ଭାଉଜ) (୭ ଅକ୍ଟୋବର ୧୯୦୭ – ୧୫ ଅକ୍ଟୋବର ୧୯୯୯) ଜଣେ ଭାରତୀୟ ଆନ୍ଦୋଳନ‌କାରି ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ବ୍ରିଟିଶ ରାଜ ସମୟରେ ଅସ୍ତ୍ର ସ‌ହିତ ଆନ୍ଦୋଳନ କରିଥିବା ବା ଅହିଂସାତ୍ମକ ଆନ୍ଦୋଳନ କରିଥିବା ମହିଳାଙ୍କ ମଧ୍ୟରୁ ଜଣେ। ସେ ସୌଣ୍ଡାର୍ସ ହତ୍ୟାକାଣ୍ଡ ପରେ ଟ୍ରେନ ଯୋଗେ ଭଗତ ସିଂହଙ୍କୁ ପଳାୟନ କରିବାରେ ସ‌ହାୟତା କରିଥିଲେ। ସେ Hindustan Socialist Republican Association (HSRA)ର ସଦସ୍ୟ ଭଗବତି ଚରଣ ବୋରାଙ୍କ ପତ୍ନୀ ଥିଲେ ଓ ସେଥିଲେ HSRAର ଅନ୍ୟ ସଦସ୍ୟ ମାନେ ତାଙ୍କୁ ଭାଉଜ ଭାବେ ଡାକୁଥିଲେ।
ସୂଚନା ଡିଜାଇନ ୧୦୭୦ ଦଶକରେ  ବହୁମୂଖୀ ଶିକ୍ଷଣ ପଦ୍ଧତି ସମୂହ ହିସାବରେ ଏହି ସୂଚନା ଡିଜାଇନର ଉଦ୍ଭବ ହେଇଥିଲା । କିଛି ଗ୍ରାଫିକ ଡିଜାଇନର ଏହି ନାମ ଗ୍ରହଣ କରି Information Desaign Journalନାମକ ଏକ ପ୍ରକାଶନ ୧୯୭୯ରେ ବାହାର କରିଥିଲେ । ପରେ ସୂଚନା ଡିଜାଇନ  ଉପରେ ଅନ୍ତର୍ଜାତିକ ସୂଚନା ଡିଜାଇନ ପ୍ରତିଷ୍ଠାନ (IIID)  ୧୯୮୭ରେ ପ୍ରତିଷ୍ଠିତ ହେଇଥିଲା । ଏହା ସହ Information Desaig Association  ମଧ୍ୟ ୧୯୯୧.ରେ ପ୍ରତିଷ୍ଠିତ ହେଲା । ତତ୍ ପୂର୍ବରୁ ଏଡୱାର୍ଡ ଟୁଫଟେ  "The Visual Display of Quantitative Information". ନାମକ ପୁସ୍ତକ ପ୍ରକାଶନ ୧୯୮୨ ମସିହାରେ କରିଥିଲେ । ଏହି ପରିପେକ୍ଷୀ ରେ " information graphics" ଶବ୍ଦର ବ୍ୟବହାର ଆରମ୍ଭ ହେଇଥିଲା ।