Top 10 similar words or synonyms for services

european    0.984580

us    0.982837

public    0.982755

association    0.982726

country    0.981665

database    0.980482

field    0.980476

digital    0.978617

pollock    0.977924

alaska    0.975866

Top 30 analogous words or synonyms for services

Article Example
ଏୟାର ଇଣ୍ଡିଆ Air India's ground services became the first ground service provider to acquire ଆଇସଓ ୯୦୦୨ ସାର୍ଟିଫିକେଟ ୩୧ ଜାନୁୟାରୀ ୨୦୦୧।
ଗୁଗଲ ବ୍ୟବସିୟିକ ସଫ୍ଟୱେର ଗୁଡିକ ମଧ୍ୟରୁ Google apps ଅନ୍ୟତମ । ଯେଉଁଠିକି କମ୍ପାନୀ ମାନେ ନିଜସ୍ୱ ନାମରେ ମେଲ୍, Google Doc ଏବଂ ବାଣିଜ୍ୟ ଜନିତ ସଫ୍ଟୱେର ବ୍ୟବହାର କରି ପାରିବେ under the name Google Postini Services.।
ଦ୍ରବ୍ୟ ଏବଂ ସେବା କର ଦ୍ରବ୍ୟ ଏବଂ ସେବା କର (GOODS & SERVICES TAX - GST)(ଜିଏସଟି)ଦେଶରେ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଉଦ୍ୟମ । ଏହି ବିଲ ୬ ମଇ ୨୦୧୫ରେ ଲୋକ ସଭାରେ ପାରିତ ହୋଇଥିଲା। ୩ ଅଗଷ୍ଟ ୨୦୧୬ରେ ରାଜ୍ୟସଭାରେ ପାରିତ ହୋଇ ଏହା ଆଇନରେ ପରିଣତ ହୋଇଥିଲା ।
ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ (ଇଂରାଜୀ: The Odisha Right to Public Services Act, 2012) ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକ ମାନଙ୍କୁ ଲୋକ ସେବା ତଥା ତତ୍‌ସମ୍ବନ୍ଧିତ ଆନୁଷଙ୍ଗିକ ସେବା ଯୋଗାଇଦେବା ନିମିତ୍ତ ଓଡ଼ିଶା ବିଧାନ ସଭାଦ୍ଵାରା ପାରିତ ଏକ ଅଧିନିୟମ ।
କଳିଙ୍ଗ ନଗର Kalinganagar is a top rated fastest growing town among India's other developed cities.Kalinganagar ranked higher according to criteria reflecting it's presence on economy and industrial growth on similar lists as published by other entities.The town is a major center for banking and finance, retailing, steel, coal, iron, cromite mines trade, transportation, real estate, as well as traditional advertising, legal services, accountancy, insurance, theater, fashion, and the arts in the India.
କଳିଙ୍ଗ ନଗର The hospital would also be well equipped with round-the-clock service, pathology laboratory, OPD, an outdoor complex, paramedical staff and specialist doctors in Medicine, Paediatrics, Surgery and O&G. The ceremonial puja for this hospital has already been performed at Maniapatla. Mr. Hridayeshwar Jha, Vice President, Odisha Project of Tata Steel, graced this occasion. The hospital intends to plan health services like rural health check-up programmes, health camps during epidemics and awareness building activities for people once it is functional.
କ୍ଲାଉଡ଼ ଟେକ୍ନୋଲୋଜି କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ସେବା ପ୍ରୋଭାଇଡର ନିଜେ କ୍ଲାଉଡ଼ ସିଷ୍ଟମକୁ ପ୍ରଚଳିତ କରେ ଓ ନିଜର ସେବାକୁ ଅନ୍ୟମାନଙ୍କ ସହିତ ଯୋଡି ଥାଏ । କିନ୍ତୁ ସାଧାରଣତଃ ଏହାକୁ ମ୍ୟାନେଜ କରିବା ପାଇଁ ଏକ ବଡ କୋଠା ଓ ନୂତନ ଡାଟା ସେଣ୍ଟର ଦରକାର ହୁଏ । କେତେକ ଅନୁଷ୍ଠାନ କ୍ଲାଉଡ଼ କଂପ୍ୟୁଟିଂଗ୍ର ସୁବିଧାକୁ ନିଜମାନଙ୍କ ଭିତତ୍ର ସ୍ବଚାଲିତ ରଖନ୍ତି ଇଂଟର୍ନାଲ ଭାବରେ ଓ ସେହି ସେବାକୁ ବଢ଼ାଇବାକୁ ପ୍ରଚେଷ୍ଟା କରନ୍ତି କିନ୍ତୁ ସେଥିରେ ବହୁତ କମ ପରିମାଣରେ ଲାଭ ହୁଏ । ତାତ୍ପରଯ୍ୟପୂର୍ଣ କାର୍ଯ୍ୟ ସମ୍ବନ୍ଧୀୟ ଦକ୍ଷତା ଓ କ୍ଷୀପ୍ର ସୁବିଧା ପାଇବାପାଇଁ ଛୋଟ ସଂସ୍ଥା, ସର୍ଭର ଏକତ୍ରୀକରଣ ଏବଂ ଭରଚୁଆଲିଯେସନ୍ର ନିର୍ମାଣ ଚାଲୁଅଛି । Amazon.com ପ୍ରଥମ କ୍ଲାଉଡ଼ ସେବା ପ୍ରଦାନକାରୀ ଥିଲା । ଏହା ଏବେ ଆଧୁନିକତାର ସୁଅରେ ବୃଦ୍ଧି କରୁଛି । ଏହାର ସାମର୍ଥ୍ୟ ହିସାବରେ ମାତ୍ର ୧୦ ପ୍ରତିଶତ ଭାଗ ପ୍ରତିଦିନର ନେଟୱାର୍କ ଟ୍ରାଫିକକୁ ସମ୍ଭାଳି ଦେଉଅଛି ଓ ୯୦ ପ୍ରତିଶତ ଭାଗ ଅଧିକ ସର୍ଭର ଲୋଡ଼ ବେଳେ କାର୍ଯ୍ୟ ସମ୍ଭାଳି ଥାଏ । ଏହି ସେବା ୨୦୦୨ ମସିହାରେ ଅନ୍ୟମାନଙ୍କ ପାଇଁ ଖୋଲା କରିଦିଆଗଲା ଓ ସେତେବଳେ ଏହି ସେବା Amazon Web Services ନାମରେ ନିର୍ମିତ ହୋଇଥିଲା ।
ଲୋକ ଅଦାଲତ ଲୋକ ଅଦାଲତ ହେଉଛି ମାମଲାର ତ୍ଵରିତ ସମାଧାନ ପାଇଁ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାର ଏକ ବିକଳ୍ପ ପନ୍ଥା । ନ୍ୟାୟୀକ ବ୍ୟବସ୍ଥାରେ ଏହାର ଅବଦାନ ଅତୁଳନୀୟ । ଭାରତରେ ପ୍ରାଚୀନ କାଳରୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ଆଶୁ ସମାଧାନ କରୁଥିବାର ନଜିର ରହିଛି । "ଲୋକ ଅଦାଲତ" ବାସ୍ତବରେ ପୂରାତନ ଗ୍ରାମ ପଞ୍ଚାୟତର ପଞ୍ଚପରମେଶ୍ଵରଙ୍କ ଆଧାରରେ ଥିବା ବ୍ୟବସ୍ଥା ବା ଲୋକଙ୍କ ଅଦାଲତର ଏକ ପରିବର୍ତ୍ତିତ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତର ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ପି.ଏନ୍. ଭଗବତୀ ହେଉଛନ୍ତି "ଲୋକ ଅଦାଲତ" ଚିନ୍ତାଧାରାର ପ୍ରବର୍ତ୍ତକ । ତାଲୁକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବାଂ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ମାମଲାର ତ୍ଵରିତ ସମାଧାନ କରାଯାଇପାରୁଛି । ଏବେ ପ୍ରତି ମାସରେ ଲୋକ ଅଦାଲତ ଗୁଡିକ ଜରିଆରେ ବହୁ ଦେବାନୀ ତଥା ଫୌଜଦାରୀ ମାମଲାର ସମାଧାନ ଆପୋଷ ବୁଝାମଣା ମାଧ୍ୟମରେ ହୋଇପାରୁଛି । ଦେଶର ପ୍ରଥମ ଲୋକ ଅଦାଲତ ମାର୍ଚ୍ଚ୍ ୧୪, ୧୯୮୨ରେ ଗୁଜରାଟ୍‌ରେ ହୋଇଥିଲା । ତେବେ ଆଇନ ସେବା ପ୍ରାଧୀକରଣ ଆଇନ (LEGAL SERVICES AUTHORITY ACT, 1987) ମାଧ୍ୟମରେ ଏହି ବ୍ୟବସ୍ଥାକୁ ବିଧି ସମ୍ମତ କରାଯାଇଛି ।