Top 10 similar words or synonyms for anxiety

breakdown    0.765500

cells    0.763238

panic    0.762326

disorder    0.761524

red    0.760904

ପନଦ    0.758921

contact    0.751769

hemorrhagic    0.750220

lipid    0.743078

concentration    0.739912

Top 30 analogous words or synonyms for anxiety

Article Example
ଆମିଟ୍ରିପ୍ଟିଲିନ ଆମିଟ୍ରିପ୍ଟିଲିନ, ବିକ୍ରୟ ନାମ ଏଲାଭିଲ ଏକ ଔଷଧ ଯାହା ଅନେକ ପ୍ରକାର ମାନସିକ ରୋଗରେ ଦିଆଯାଏ । ମୂଖ୍ୟ ଅବସାଦ ରୋଗ (major depressive disorder), ଉତ୍କଣ୍ଠା ରୋଗ (anxiety disorder), ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ରୋଗ (attention deficit hyperactivity disorder) ଓ ବାଇପୋଲାର ଡିଜଅର୍ଡ଼ର ଇତ୍ୟାଦି ରୋଗରେ ଏହା ଦିଆଯାଏ । ଏହା ଅଧକପାଳିର ପ୍ରତିଷେଧ, ନୁରୋପାଥିକ ଯନ୍ତ୍ରଣା ଯେପରିକି ଫାଇବ୍ରୋମ୍ୟାଲଜିଆ, ପୋଷ୍ଟଥର୍ପେଟିକ ନିଉରାଲଜିଆ ଓ ନିଦ୍ରାହୀନତାର (insomnia) ଚିକିତ୍ସା କରିବାକୁ ଦିଆଯାଏ । ଏହା ପାଟିରେ ଦିଆଯାଏ ।
ଅଧକପାଳି କେଉଁ କାରଣରୁ ଅଧକପାଳି ହୁଏ ତାହା ଜଣାଯାଇ ନାହିଁ । ଯାହା ବିଶ୍ଵାସ କରାଯାଉଛି, ପରିବେଶ ଓ ଜେନେଟିକର ପ୍ରଭାବ ଯୋଗୁ ଏହି ରୋଗ ହୁଏ । ସମୁଦାୟ ରୋଗୀଙ୍କ ସଂଖ୍ୟାର ୨/୩ ଅଂଶ ପରିବାରରେ ଚାଲିଥାଏ, କ୍ଵଚିତ୍ ଏହା ଏକକ ଜିନ୍ ତୃଟି ଯୋଗୁ ହୁଏ । ଏକଦା ଏହି ରୋଗ ଅତି ବୁଦ୍ଧିମାନ ଲୋକଙ୍କର ହୁଏ ବୋଲି ବିଶ୍ଵାସ କରାଯାଉଥିଲା, କିନ୍ତୁ ଏହା ସତ୍ୟ ବୋଲି ଜଣାଯାଉ ନାହିଁ । କେତେକ ମାନସିକ ଅବସ୍ଥା ଟ୍ରିଗର ଭଳି କାମ କରେ, ଯେପରିକି ଅବସାଦ (depression), ଉତ୍କଣ୍ଠା (anxiety) ଓ ବାଇପୋଲାର ଡିଜ୍ଅର୍ଡର (bipolar disorder), ଯାହା ଯୋଗୁ ଏହି ରୋଗ ଆରମ୍ଭ ହୁଏ ।
ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର ଏହି ରୋଗର କାରଣ ଅଦ୍ୟାବଧି ଜଣାଯାଇ ନାହିଁ । ଆଇଡେଣ୍ଟିକାଲ ଯମଜ ପିଲାଙ୍କର ନନ୍ ଆଇଡେଣ୍ଟିକାଲ ଯମଜ ପିଲାଙ୍କ ଅପେକ୍ଷା ଏହି ରୋଗ ଅଧିକ ହେଉଥିବାରୁ ଜେନେଟକ ପ୍ରଭାବ ଥିବା ସନ୍ଦେହ କରାଯାଏ । ସଙ୍କଟ କାରକମାନଙ୍କର ନାମ:- ଚାଇଲ୍ଡ ଆବ୍ୟସ ବା ଶିଶୁ ଅତ୍ୟାଚାରର ଇତିହାସ କିମ୍ବା ଅନ୍ୟାନ୍ୟ ମାନସିକ ଚାପ ଏହି ରୋଗ ହେବାରେ ସ‌ହାୟକ ହୁଏ । ସଂକ୍ରମଣ ପରେ କେତେକ କେଶ ହେବା ଉଲ୍ଲେଖ ରହିଛି । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ କିନ୍ତୁ ତା ପୂର୍ବରୁ ଅନ୍ୟାନ୍ୟ ମେଡିକାଲ କାରଣ ବା ଔଷଧ ଖାଇଥିବା କଥା ଖୋଜି ବିଦାୟ କରିବାକୁ ପଡ଼େ । ଏହାର ଭୟାବ‌ହତା ବା ଗମ୍ଭୀରତାର ମାନ ଜାଣିବାକୁ ୟେଲ-ବ୍ରୌନ ଅବସେସିଭ କମ୍ପଲସିଭ ସ୍କେଲ ବ୍ୟବ‌ହାର କରାଯାଏ । ଏକା ପ୍ରକାର ଲକ୍ଷଣ ଥିବା ରୋଗମାନଙ୍କର ନାମ:- ଉତ୍କଣ୍ଠା ଡିଜଅର୍ଡ଼ର (anxiety disorder), ମେଜର ଡିପ୍ରେସିଭ ଡିଜଅର୍ଡ଼ର, ଖାଇବା ଡିଜ୍ଅର୍ଡ଼ର, ଟିକ ଡିଜ୍ଅର୍ଡ଼ର ଓ ଅବସେସିଭ-କମ୍ପଲସିଭ ପର୍ସନାଲିଟି ଡିଜଅର୍ଡ଼ର.