Top 10 similar words or synonyms for concentration

lenses    0.882392

either    0.868913

contact    0.867079

explaining    0.866359

arm    0.864328

graves    0.861317

very    0.861239

round    0.860401

block    0.859300

quality    0.859258

Top 30 analogous words or synonyms for concentration

Article Example
ବୋଷ-ଆଇନ୍‌ଷ୍ଟାଇନ୍ ପରିସଂଖ୍ୟାନ ଏଠାରେ N ହେଉଛି କଣିକାମାନଙ୍କର ସର୍ବମୋଟ ସଂଖ୍ୟା, V ହେଉଛି ଘନଫଳ ଓ ପ୍ରମାତ୍ର ସଂକେନ୍ଦ୍ରଣ (Quantum Concentration) । କଣିକାମାନଙ୍କ ମଧ୍ୟରେ ଦୂରତା ତାପୀୟ ଡି ବ୍ରୋଗଲି ତରଙ୍ଗଦୈର୍ଘ୍ୟ (ଈଂରାଜୀରେ Thermal de Broglie Wavelength) ସହିତ ସମାନ ହେଲେ ସେମାନଙ୍କ ତରଙ୍ଗଫଳ ପରସ୍ପର ଉପରେ ଅଧିବ୍ୟାପ୍ତ ହୁଅନ୍ତି ନାହିଁ ଓ ପ୍ରମାତ୍ର ସଂକେନ୍ଦ୍ରଣ ପ୍ରଭାବ ସୃଷ୍ଟି ହୁଏ ।
କାନନାଦ କାନନାଦ (ଇଂରାଜୀ ଭାଷାରେ Tinnitus, or ) ସଂଜ୍ଞା: କୌଣସି ବାହ୍ୟ ଶବ୍ଦ ନ ଥାଇ କାନ‌କୁ ଶୁଣାଯାଉଥିବା ଶବ୍ଦ ବା ଧ୍ୱନୀକୁ କାନନାଦ କୁହାଯାଏ । ଝିଁ ଝିଁ, ଟିକ ଟିକ, ହିସ୍ (ସାପର ସ୍ୱନ) ବା ଗର୍ଜନ ଭଳି ବିଭିନ୍ନ ଶବ୍ଦ କାନ‌କୁ ଶୁଣାଯାଏ । ଅସ୍ପଷ୍ଟ କଥା ଓ ସଙ୍ଗୀତ ସ୍ୱନ ମଧ୍ୟ କ୍ୱଚିତ ଶୁଣାଯାଏ । ଗୋଟିଏ ବା ଦୁଇ କାନରେ ଶୁଣାଯାଉଥିବା ସ୍ୱର କୋମଳ ହୋଇପାରେ ବା ଉଚ୍ଚ ସ୍ୱର ହୋଇପାରେ; ସଙ୍ଗୀତର ଉଚ୍ଚ ବା ନିମ୍ନ ତାନ ଭଳି ସ୍ୱନ ଶୁଣାଯାଇପାରେ । ଅଧିକାଂଶ ସମୟରେ ଏହି ରୋଗ ଧୀରେ ଧୀରେ ଆରମ୍ଭ ହୁଏ । ଏହି ରୋଗୀଙ୍କର ଅବସାଦ, ଉତ୍କଣ୍ଠା ଇତ୍ୟାଦି ହୁଏ ଓ ଧ୍ୟାନ (concentration) ରହେନାହିଁ ।