Top 10 similar words or synonyms for lipid

derived    0.894843

simple    0.889224

fructose    0.868986

go    0.867176

defined    0.866206

strong    0.864420

planned    0.864205

jindal    0.862430

become    0.861400

does    0.861264

Top 30 analogous words or synonyms for lipid

Article Example
ସ୍ନେହସାର ସ୍ନେହସାର (Lipid) ଏକ ଚର୍ବି କିମ୍ବା ତୈଳଜାତୀୟ ପଦାର୍ଥ ଅଟେ । ଏହା ବିବିଧଶ୍ରେଣୀୟ ଯୌଗିକ ଜୈବ ଅଣୁ । ଏହା ଜଳରେ ଅଦ୍ରବଣୀୟ । କିନ୍ତୁ ଇଥର (Ether), ଇଥାନଲ (Ethanol) ଓ ବେଞ୍ଜିନ୍ (Benzene) ଭଳି ଜୈବ ଦ୍ରାବକରେ ଏଗୁଡ଼ିକ ସ‌ହଜରେ ଦ୍ରବୀଭୂତ ହୋଇଥାନ୍ତି । ଶ୍ୱେତସାର ପରି ସ୍ନେହସାର ମଧ୍ୟ ଅଙ୍ଗାରକ, ଉଦ୍‌ଜାନ ଓ ଅମ୍ଳଜାନ ଅଣୁଦ୍ୱାରା ଗଠିତ । କେତେକ ସ୍ନେହସାରରେ ଯବକ୍ଷାରଜାନ, ଗନ୍ଧକ ତ‌ଥା ଫସଫରସ୍ ଅଣୁ ସଂଯୋଜିତ ହୋଇ ରହିଥାଏ । ସ୍ନେହସାର ଉଭୟ ଉଦ୍ଭିଦ ଓ ପ୍ରାଣୀ ଶରୀରରେ ଗଚ୍ଛିତ ହୋଇ ରହିଥାଏ । ଏହା କୋଷ ଆବରଣର ଗାଠନିକ ଉପାଦାନ ଅଟେ । ଏହା ବ୍ୟତୀତ ରାଶି, ଚିନାବାଦାମ ଓ ବିଭିନ୍ନ ପ୍ରକାରର ଫଳରେ ଏବଂ ପ୍ରାଣୀମାନ‌ଙ୍କର ମେଦତନ୍ତୁ, ଅସ୍ଥିମଜ୍ଜା ଓ ସ୍ନାୟୁତନ୍ତୁରେ ମଧ୍ୟ ସ୍ନେହସାର ଗଚ୍ଛିତ ହୋଇରହିଥାଏ ।
ଯକ୍ଷ୍ମା ଯକ୍ଷ୍ମା ରୋଗ ଗୋଟିଏ ବାୟୁଜୀବୀ, ଅଣଚଳନଶୀଳ ଅତି କ୍ଷୁଦ୍ର ଜୀବାଣୁ ବା (ବ୍ୟାସିଲସ୍)ଦ୍ଵାରା ସଂଘଟିତ ହୁଏ । ଏହି ଜୀବାଣୁ ଦେହରେ ଥିବା ଚର୍ବି ଜାତୀୟ ପଦାର୍ଥ ଯୋଗୁ ଏହାର ଅନନ୍ୟ ଲକ୍ଷଣ ଦେଖାଯାଏ । ଅନ୍ୟ ଜୀବାଣୁ ଅଧ ଘଣ୍ଟାରୁ କମ୍ ସମୟ ମଧ୍ୟରେ ବିଘଟିତ ହେଲାବେଳେ ଏହି ଜୀବାଣୁ ଏଥି ନିମିତ୍ତ ୧୬ରୁ ୨୦ ଘଣ୍ଟା ସମୟ ନିଏ । ଏହାର ଦୁଇଟି ଚର୍ବିଳ(Lipid)ବାହ୍ୟ ସ୍ତର ଥାଏ । ବାହାର ସ୍ତରରେ ଲିପିଡ ଓ ମାଇକୋଲିକ୍ ଅମ୍ଳ ଥିବା ଯୋଗୁ ଏହା ଗ୍ରାମ୍ ସ୍ଟେନ୍ ନିଏ ନାହିଁ ବା ଅତି ସ୍ଵଳ୍ପ ସ୍ଟେନ ନିଏ । ଦୁର୍ବଳ ଜୀବାଣୁ ନାଶକାରୀ ଔଷଧ ପ୍ରୟୋଗରେ ଓ ଶୁଷ୍କ ପରିସ୍ଥିତିରେ ମଧ୍ୟ ଜୀବାଣୁ ସପ୍ତାହ ସପ୍ତାହ ଧରି ବଞ୍ଚି ରହି ପାରେ । ଏହି ଜୀବାଣୁ ଗୋଟିଏ ଶରୀର ପାଇଲେ ତା ମଧ୍ୟରେ ବଢେ, ବାହାରେ ନୁହେଁ, କିନ୍ତୁ ଏହା ପରୀକ୍ଷାଗାରରେ ପୋଷଣ କରି ଏହାକୁ ବଢାଯାଇ ପାରେ ।