Top 10 similar words or synonyms for london

ed    0.980388

publishing    0.979903

pp    0.978257

springer    0.974397

illustrated    0.974156

academic    0.970395

pages    0.969489

marx    0.969401

york    0.965458

book    0.965440

Top 30 analogous words or synonyms for london

Article Example
ଭାରତୀୟ କ୍ରିକେଟ ଦଳ ର ରେକର୍ଡ ସମୂହ 482 runs v England at Lord's, London on 27 June 1936.
ଅବଦୁସ ସଲାମ PAEC, SUPARCO, PINSTECH, Punjab University, Imperial College London, Government College University, University of Cambridge, ICTP, COMSATS, TWAS, Edward Bouchet Abdus Salam Institute
ଆନି ବେସାନ୍ତ ମାର୍କ୍ସିଷ୍ଟ୍ ସଂଘରେ ଯୋଗ ଦେବା ପରେ ପରେ ସେ ୧୮୮୮ମସିହାରେ ଲଣ୍ଡନ ସ୍କୁଲ୍ ବୋର୍ଡ଼୍ (London School Board)କୁ ନିର୍ବାଚିତ ହୋଇଥିଲେ।ସେ ସମୟରେ ମହିଳାମାନେ ସାଂସଦୀୟ ରାଜନୀତିରେ ଭାଗ ନେଇପାରୁ ନଥିଲେ। କିନ୍ତୁ ୧୮୮୧ମସିହାରେ ସେମାନ‌ଙ୍କୁ ସ୍ଥାନୀୟ ନିର୍ବାଚନରେ ଅଂଶଗ୍ରହଣ କରିବାର ଅଧିକାର ମିଳିଥିଲା।
ଆନି ବେସାନ୍ତ ସେ ରକ୍ତାକ୍ତ ରବିବାର ବା Bloody Sunday (1887) ପ୍ରଦର୍ଶନ ଏବଂ ୧୮୮୮ ମସିହାରେ ହୋଇଥିବା ଲଣ୍ଡନର ଦିଆସିଲି କାଠି କାରଖାନାରେ କାମ କରୁଥିବା ମହିଳା ମାନ‌ଙ୍କର ବିଦ୍ରୋହରେ ସକ୍ରିୟ ଭା‌ବେ ଯୋଗ ଦେଇଥିଲେ। ସେ ଫାବିଆନ୍ ସମାଜ (Fabian Society) ଏବଂ ମାର୍କ୍ସିଷ୍ଟ୍ ସାମାଜିକ ଗାଣତାନ୍ତ୍ରିକ ସଂସ୍ଥା ବା Marxist Social Democratic Federation (SDF)ରଜଣେ ମୁଖ୍ୟବକ୍ତା ଥିଲେ। ଯେତେବେଳେ ମାତ୍ର ଅଳ୍ପ କେତେକ ମ‌ହିଳା ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରୁଥିଲେ, ସେ ସମୟରେ ଆନିବେସାନ୍ତ ସର୍ବାଧିକ ଭୋଟ୍ ପାଇ ଟାୱାର୍ ହାମ୍‌ଲେଟ୍‌ସ୍ (Tower Hamlets) ପାଇଁ ଲଣ୍ଡନ୍ ସ୍କୁଲ୍ ବୋର୍ଡ଼୍ (London School Board)କୁ ନିର୍ବାଚିତ ହୋଇଥିଲେ।
ଆନି ବେସାନ୍ତ ବେସାନ୍ତ ଲଣ୍ଡନ ଘାଟ ଆନ୍ଦୋଳନ (London Dock Strike)ରେ ମଧ୍ୟ ଯୋଗ ଦେଇଥିଲେ। ଏହି ଆନ୍ଦୋଳନରେ ଘାଟୁଆ ବା ଜାହାଜ ଚାଳକମାନେ ବେନ୍ ଟିଲ୍ଲେଟ୍ (Ben Tillett)ଙ୍କ ଅଧ୍ୟକ୍ଷତାରେ "Dockers' Tanner" ପାଇଁ ବିଦ୍ରୋହ କରିଥିଲେ। ବେସାନ୍ତ ଟିଲ୍ଲେଟ୍ଙ୍କୁ ଅଧ୍ୟକ୍ଷତା କରିବାରେ ସାହାଯ୍ୟ କରିଥିଲେ। ବିଭିନ୍ନ ସାମୂହିକ ସଭା ତ‌ଥା ରାସ୍ତା ଉପରେ ସେ ଘାଟୁଆ ମାନ‌ଙ୍କୁ ସମର୍ଥନ କରି ବକ୍ତୃତା ଦେଇଥିଲେ। ତାଙ୍କ ସ‌ହାୟତାରେ ଦିଆସିଲି କାଠି କାରଖାନାରେ କାମ କରୁଥିବା ମହିଳା ମାନ‌ଙ୍କ ଭଳି ଘାଟୁଆ ମାନେ ମଧ୍ୟ ବିପୁଳ ଜନସମର୍ଥନ ଲାଭ କରିଥିଲେ ଏବଂ ଶେଷରେ ସେମାନ‌ଙ୍କ ଅନ୍ଦୋଳନ ସଫଳ ହୋଇଥିଲା।