Top 10 similar words or synonyms for ed

illustrated    0.985965

pp    0.982483

london    0.980388

publishing    0.980008

marx    0.978107

david    0.977513

digital    0.976248

academic    0.976022

euclid    0.975922

eisenhower    0.975320

Top 30 analogous words or synonyms for ed

Article Example
ଅଜୟଗଡ ରାଜ୍ୟ public domain: Chisholm, Hugh, ed. (1911). "". "Encyclopædia Britannica" (11th ed.). Cambridge University Press. 
ଭୃଙ୍ଗେଶ୍ଵର ଶିବ ମନ୍ଦିର ,ଭୁବନେଶ୍ବର 5. N. K. Sahu (Ed), A History of Orissa, Vol. II, Delhi, 1980, P. 270.
ହୁଟୁପ Iଏହାରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ରହିଛି । ତାହା ସହ ସରକାରଙ୍କ ତରଫରୁ ଏଠାରେ ଅଙ୍ଗନ ବାଡି ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ B. Ed. ଶିକ୍ଷ୍ୟା ପାଇଁ ପ୍ରତିଷ୍ଠାନ ରହିଛି ଯାହାକୁ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ଆସିଥାନ୍ତି । 
ବିଲ୍ ଗେଟ୍ସ୍ ୧୯୭୫ ମସିହା ଜାନୁୟାରୀରେ "ପପୁଲାର୍ ଇଲେକ୍ଟ୍ରୋନିକ୍ସ"ର ଘଟଣା, ଯାହାକି ଅଲଟେର ୮୮୦୦କୁ ପ୍ରଦର୍ଶିତ କରିଥିଲା ତାହା ପଢ଼ିବା ପରେ ଗେଟ୍ସ ମାଇକ୍ରୋ ଇନ୍ସଟ୍ରୁମେଣ୍ଟେସନ୍ ଆଣ୍ଡ ଟେଲିମେଟ୍ରି ସିଷ୍ଟମ୍ସ(ଏମଆଇଟିଏସ),ନୂତନ ମାଇକ୍ରୋକଂପ୍ୟୁଟରର ନିର୍ମାତାଙ୍କୁ,ସେ ଏବଂ ଅନ୍ୟମାନେ ବେସିକ ଇଣ୍ଟରପ୍ରିଟରରେ ପ୍ଲାଟଫର୍ମ ପାଇଁ କାମ କରୁଥିଲେ ବୋଲି ଜଣାଇବା ପାଇଁ ସମ୍ପର୍କ କରିଥିଲେ।କିନ୍ତୁ ବାସ୍ତବରେ ଗେଟସ୍ ଏବଂ ଆଲେନଙ୍କ ପାଖରେ ଅଲଟେର ନଥିଲା ଏବଂ ସେମାନେ ଏହା ପାଇଁ କୋଡ଼ ମଧ୍ୟ ଲେଖି ନଥିଲେ;ସେମାନେ କେବଳ ଏମଆଇଟିଏସର ଆଗ୍ରହ ଜାଣିବାକୁ ଚାହୁଁଥିଲେ । ଏମାଇଟିଏସର ସଭାପତି Ed Roberts ଏକ ପ୍ରଦର୍ଶନ ପାଇଁ ସେମାନଙ୍କ ସହିତ ଭେଟ ହେବାପାଇଁ ରାଜି ହୋଇଥିଲେ,କିଛି ସପ୍ତାହ ମଧ୍ୟରେ ସେମାନେ ଅଲଟେର ଏମୁଲେଟର୍ ତିଆରି କରିଥିଲେ ଯାହାକି ମିନିକମ୍ପୁଟରରେ ଚାଲିଥିଲା ଏବଂ ତାପରେ ସେମାନେ ବେସିକ୍ ଇଣ୍ଟରପ୍ରିଟରରେ ଚାଲିଥିଲା । Albuquerque ଏମଇଟିର କାର୍ଯ୍ୟାଳୟରେ ହୋଇଥିବା ପ୍ରଦର୍ଶନୀ ସଫଳ ହୋଇଥିଲା ଏବଂ ଯାହାର ଫଳସ୍ବରୂପ ଅଲଟେର ବେସିକ୍ ବଣ୍ଟନ କରିବା ପାଇଁ ଏମଇଟି ସହିତ ସନ୍ଧି ହୋଇଥିଲା । ପଉଲ ଆଲେନ ଏମାଇଟିରେ ନିଯୁକ୍ତି ହେଲେ ଏବଂ ଗେଟସ୍ 1975ରେ Albuquerque ଆଲେନଙ୍କ ସହିତ କାମ କରିବା ପାଇଁ ଛୁଟି ନେଇଥିଲେ । ସେମାନେ ନିଜର ଭାଗିଦାରୀକୁ ମାଇକ୍ରୋ-ସଫ୍ଟର ନାମ ଦେଲେ ଏବଂ ନିଜର ପ୍ରଥମ କାର୍ଯ୍ୟାଳୟ ଅଲବୁକ୍ୟୁର୍କରେ କରିଥିଲେ । ବର୍ଷେ ମଧ୍ୟରେ ମଝିରେଖାଟି ଖସିଗଲା 1976 ମସିହା ନଭେମ୍ବର 26ରେ ମାଇକ୍ରୋସଫ୍ଟ ଷ୍ଟେଟ ଅଫ୍ ନ୍ୟୁମେକ୍ସିକୋର ସେକ୍ରେଟାରୀ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିଲା । ଗେଟସ୍ ଏହାପରେ ନିଜର ପଢା ସମ୍ପୂର୍ଣ କରିବା ପାଇଁ ହାବାର୍ଡ ଫେରିନଥିଲେ ।