Top 10 similar words or synonyms for ଏସ

ଆଇ    0.761928

ଏଫ    0.754586

ଆଫ    0.724763

ଏନ    0.713557

ଏଚ    0.692568

ୟନସ    0.643815

ଏଲ    0.629623

ବଟଦ    0.627294

ଇନ    0.606489

ଏମ    0.606193

Top 30 analogous words or synonyms for ଏସ

Article Example
ଭି. ଏସ. ରମାଦେବୀ ୧୭ଏପ୍ରିଲ ୨୦୧୩ରେ ବାଙ୍ଗାଲୋରଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏମ. ଏସ. ସୁବୁଲକ୍ଷ୍ମୀ ସୁବୁଲକ୍ଷ୍ମୀ ବହୁ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୪୫ ମସିହାର ମୀରା ଫିଲ୍ମରେ ତାଙ୍କର ମୁଖ୍ୟ ଭୂମିକା ସବୁଠାରୁ ସ୍ମରଣୀୟ ହୋଇଛି । ଏହି ଫିଲ୍ମ ତାମିଲ ତଥା ହିନ୍ଦୀ ଭାଷାରେ ତିଆରି ହୋଇଥିଲା ଏବଂ ସେଥିରେ ବହୁ ପ୍ରସିଦ୍ଧ ମୀରା ଭଜନ ମଧ୍ୟ ଗାଇଥିଲେ ।
ଏମ. ଏସ. ସୁବୁଲକ୍ଷ୍ମୀ ସେ ପ୍ରଥମ ଭାରତୀୟ ଯିଏ କି ସଂଯୁକ୍ତ ରାଷ୍ଟ୍ର ସଂଘ () ସଭାରେ ସଂଗୀତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ , ତଥା ସେ ପ୍ରଥମ ମହିଳା ଯାହାଙ୍କୁ କର୍ଣ୍ଣାଟକ ସଙ୍ଗୀତରେ ସର୍ବୋତ୍ତମ ପୁରସ୍କାର ""ସଙ୍ଗୀତ କଳାନିଧି"" ପ୍ରାପ୍ତ ହୋଇଥିଲା । ୧୯୯୮ ମସିହାରେ ତାଙ୍କୁ ଭାରତର ସର୍ବୋତ୍ତମ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଗଲା । ସଂଯୁକ୍ତ ରାଷ୍ଟ୍ର ସଂଘ ସୁବୁଲକ୍ଷ୍ମୀଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ଏକ ଡାକଟିକେଟ ଜାରି କଲେ ।
ଭି. ଏସ. ରମାଦେବୀ ରମା ଦେବୀଙ୍କ ଜନ୍ମ ୧୫ ଜାନୁଆରୀ ୧୯୩୪ ରେପୋଙ୍ଗଲ ଦିନରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ହୋଇଥିଲା । ସେ ଏଲୁରୁରୁ ଶିକ୍ଷା ପ୍ରାପ୍ତି କରିଥିଲେ । ସେ କଳାରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଉପାଧି ହାସଲ କରିବା ପରେ ପରେ ଆନ୍ଧ୍ର ପ୍ରଦେଶର ଉଚ୍ଚ ନ୍ୟାୟାଳୟରେ ନିଜକୁ ନିଜେ ଓକିଲ ରୂପରେ ପଞ୍ଜିକୃତ କରିଥିଲେ । ସେ ୨୩ ଜୁଲାଇ ୧୯୯୭ରୁ ୧ ଡିସେମ୍ବର ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ରାଜ୍ୟପାଳ ରହି ଥିଲେ। ଏବଂ ୨ ଡିସେମ୍ବର ୧୯୯୯ରୁ ୨୦ ଅଗଷ୍ଟ ୨୦୦୨ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜ୍ୟପାଳ ଥିଲେ ।
ଜେ. ବି. ଏସ. ହାଲଡେନ ଜନ୍ ବର୍ଡନ୍ ସାଣ୍ଡର୍ସନ୍ ହାଲ୍‌ଡେନ୍ (), 'ଜ୍ୟାକ୍' ଭାବେ ଜଣାଶୁଣା, (କିନ୍ତୁ ନିଜ ବହିରେ ସେ 'ଜେ.ବି.ଏସ୍.' ଭାବେ ଜଣାଶୁଣା) ଜଣେ ଇଂରେଜ-ବଂଶୋଦ୍ଭବ ଜିନୀୟ ବିଜ୍ଞାନୀ, ଲେଖକ, ବିବର୍ତ୍ତନବାଦୀ ଥିଲେ । ସେ ନିଓ-ଡାର୍‌ୱିନିଜମ୍‌ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ସୁଏଜ କେନେଲ ବିବାଦକୁ ନେଇ ଥିବା ବ୍ରିଟେନର ଭୂମିକାକୁ ବିରୋଧକରି ବ୍ରିଟେନ ଛାଡି ଭାରତ ଚାଲିଆସିଲେ ଓ ଭାରତୀୟ ନାଗରିକତ୍ଵ ଗ୍ରହଣ କରିନେଲେ ।