Top 10 similar words or synonyms for zoo

drive    0.985052

simhachalam    0.981028

bagh    0.978700

ud    0.978547

tirumala    0.977102

ximb    0.976597

itmad    0.975868

resort    0.975774

ghat    0.974369

evening    0.974273

Top 30 analogous words or synonyms for zoo

Article Example
କଣିକା ପଦାର୍ଥ ବିଜ୍ଞାନ ସମସ୍ତ ବସ୍ତୁ (matter) ଯେ କେତେକ ମୌଳିକ କଣିକାର (elementary particle) ସମାହାରରେ ଗଢା, ଏହି ଚିନ୍ତାଧାରା ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀରୁ ରହିଅଛି । ୧୯ଶ ଶତାବ୍ଦୀରେ, ଜନ୍ ଡାଲ୍‌ଟନ୍, stoichiometry ସମ୍ପର୍କରେ ତାଙ୍କ ନିବନ୍ଧରେ, ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ପ୍ରତ୍ୟକ ପ୍ରାକୃତିକ ପଦାର୍ଥ ଗୋଟିଏ ନିର୍ଦ୍ଧିଷ୍ଟ କଣିକାରେ ଗଢା । ପରମାଣୁର ଇଂରାଜୀ "ଆଟୋମ୍"(atom) ଶବ୍ଦଟି, ଗୀକ ଶବ୍ଦ "ଆଟୋମୋସ୍" (atomos)ରୁ ଆସିଛି; ଏହାର ଅର୍ଥ "indivisible" ଓ ଏହା ସେତେବେଳେ ରାସାୟନିକ ମୌଳିକର କ୍ଷୁଦ୍ରତମ କଣିକାକୁ ବୁଝାଉଥିଲା । କିନ୍ତୁ ପଦାର୍ଥ ବିଜ୍ଞାନୀ ମାନେ ଜାଣିବାକୁ ପାଇଲେ ଯେ "ଆଟୋମ୍" ବା ପରମାଣୁ ପଦାର୍ଥର କ୍ଷୁଦ୍ରତମ କଣିକା କି ମୌଳିକ କଣିକା ନୁହେଁ ବରଂ ଆହୁରି ଛୋଟ ଛୋଟ କଣିକା ଗୁଡ଼ିକର ସମାହାର, ଯଥା - ଇଲେକ୍‌ଟ୍ରୋନ୍ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ନ୍ୟୁକ୍ଲିଆର ଫିଜିକ୍ସ ଓ କ୍ଵାଣ୍ଟମ ଫିଜିକ୍ସ ବିଷୟରେ ମିଳିଥିବା ତଥ୍ୟ ସବୁକୁ ୧୯୩୯ରେ ଲିସ୍ ମିଟ୍‌ନର୍, ନ୍ୟୁକ୍ଲିଆର ଫିଜନ୍‌ର ପ୍ରମାଣ ସ୍ୱରୂପ (based on experiments by Otto Hahn), ଏବଂ ହାନ୍‌ସ ବିଥ୍‌, ନ୍ୟୁକ୍ଲିଆର ଫ୍ୟୁଜନ୍‌ର ପ୍ରମାଣ ସ୍ୱରୂପ ଉପସ୍ଥାପନ କରିଥିଲେ; ଉଭୟ ଆବିଷ୍କାର ପରମାଣୁ ଅସ୍ତ୍ରର ଗଠନ ପାଇଁ ବାଟ କଢେଇ ନେଇଥିଲା । Throughout the 1950s and 1960s, a bewildering variety of particles were found in scattering experiments. It was referred to as the "particle zoo". That term was deprecated after the formulation of the Standard Model during the 1970s in which the large number of particles was explained as combinations of a (relatively) small number of fundamental particles.