Top 10 similar words or synonyms for your

many    0.991519

more    0.989920

several    0.989010

will    0.988821

using    0.988728

own    0.988426

been    0.987636

start    0.986860

program    0.986794

proposed    0.986588

Top 30 analogous words or synonyms for your

Article Example
ୟୁରୁ ୟୁରୁ ଦେ-ଓ Shake your butt
ହାୱାର୍ଡ଼୍ କାର୍ଟର୍ ତାଙ୍କୁ ଲଣ୍ଡନ୍‌ରେ କବର ଦିଆଗଲା । ତାଙ୍କ କବରରେ ଲେଖା ଅଛି: "May your spirit live, May you spend millions of years, You who love Thebes, Sitting with your face to the north wind, Your eyes beholding happiness" ଏବଂ "O night, spread thy wings over me as the imperishable stars".
ଶାନ୍ତନୁ ଆରୋରା ସେହି କାର୍ଯ୍ୟକ୍ରମରେ " Rock your Freedom" ନାମକ ଏକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା (ଆଜତକ, ଡ଼ିଡ଼ି ନିଉଜ , ଟୋଟାଲ ଟିଭି, ରେଡ଼ିଓ ମିର୍ଚି ଏବଂ ଜି ନିଉଜ) ପରି ମେଡିଆ ମାନଙ୍କର ମନଯୋଗ ବଢାଇଥିଲା । " Delhi School house Rock" (ଏନ.ଡ଼ି.ଟି.ଭି ଇଣ୍ଡିଆ) ଏବଂ (ସି.ଏନ.ଇ.ବି)ର କଭର ପେଜ ହୋଇଥିଲା ।
ଏୟାର ଇଣ୍ଡିଆ ଏୟାର ଇଣ୍ଡିଆର ରଙ୍ଗ ନାଲି, ଧଳା।ବିମାନରେ ରଙ୍ଗ ଧଳା ତା ସହ ନାଲି ବାହାର ଝରକା ପାଖରେ ଦିଆଯାଇଥାଏ, ଏବଂ ଏୟାର ଲାଇନ୍ସର ନାମ ନାଲି ରଙ୍ଗରେ ଲେଖାଯାଏ ।ନାମ ଗୋଟେ ପଟେ ହିନ୍ଦୀ ଆଉ ଗୋଟେ ପଟେ ଇଂରାଜୀ ଓ ଅନ୍ୟ ପଟେ ସ୍ଲୋଗାନ ଅଙ୍କା ଯାଇଛି"Your Palace in the Sky"।
କଳ୍ପନା ଚାୱଲା ୧୯୮୮ ମସିହାରେ କଳ୍ପନା ନାସା (NASA)ର Ames Research Centerଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।। ସେଠାରେ ସେ Computational fluid dynamics (CFD)କୁ ବ୍ୟବ‌ହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତ‌ଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Incରେ ଯୋଗ ଦେଇଥିଲେ। ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ। ସେ ୧୯୯୧ ମସିହା ଏପ୍ରିଲ ମାସରେ ଆମେରିକାର ନାଗରିକ‌ତ୍ୱ ଗ୍ରହଣ କରିଥିଲେ। ଏହା ପରେ ସେ ନାସାରେ ମହାକାଶଚାରୀ (NASA Astronaut Corps) ହେବା ପାଇଁ ଆବେଦନ କରିଥିଲେ। ୧୯୯୫ ମସିହା ମାର୍ଚ୍ଚ ମାସରେ ତାଙ୍କୁ ନାସାରେ ମହାକାଶଚାରି ଭାବେ ସ୍ୱୀକୃତି ମିଳିଥିଲା ଏବଂ ୧୯୯୬ ମସିହାରେ ତାଙ୍କୁ ତାଙ୍କର ପ୍ରଥମ ମହାକାଶଯାତ୍ରା ପାଇଁ ମନୋନୀତ କରାଯାଇଥିଲା। ମହାକାଶରେ ଯାତ୍ରା କରିବା ସମୟରେ ସେ କ‌ହିଥିଲେ, "You are just your intelligence"; ଅର୍ଥାତ୍ "ତୁମ ବୁଦ୍ଧିମତା ହିଁ ତୁମର ପରିଚୟ"।