Top 10 similar words or synonyms for www

http    0.979525

com    0.959093

https    0.899524

gov    0.875047

nic    0.874352

orissadiary    0.860041

html    0.839302

aspx    0.837357

ias    0.834511

org    0.803575

Top 30 analogous words or synonyms for www

Article Example
ବୋଷ-ଆଇନ୍‌ଷ୍ଟାଇନ୍ ପରିସଂଖ୍ୟାନ - ୱଲ୍ଡ୍ ୱାଇଡ୍ ୱେବ୍ (WWW) ଓ ବ୍ୟବସାୟ ସମ୍ଵନ୍ଧୀୟ ଅନେକ ଜଟିଳ ବ୍ୟବସ୍ଥାରେ ବୋଷ-ଆଇନ୍‌ଷ୍ଟାଇନ୍ ଘନୀକରଣର ନେଟୱର୍କ୍ ତତ୍ତ୍ଵ ଓ ବୋଷ-ଆଇନ୍‌ଷ୍ଟାଇନ୍ ପରିସଂଖ୍ୟାନ ବ୍ୟବହୃତ ହୁଏ ।
ୟୁନିଫର୍ମ ରିସୋର୍ସ ଲୋକେଟର ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ୧୯୯୪ ମସିହାରେ ୱାର୍ଲଡ୍ ୱାଇଡ୍ ୱେବ୍ (WWW)ର ଉଦ୍ଭାବକ ଟିମ୍ ବର୍ନର୍ସ୍-ଲି ଓ URI ଉପରେ କାମ କରୁଥିବା ଇଣ୍ଟର୍‌ନେଟ୍ ଇଂଜିନିୟରିଂ ଟାସ୍କ୍ ଫୋର୍ସ୍ (IETF)ର ଏକ ଦଳଙ୍କ ମିଳିତ ଉଦ୍ୟମରେ ତିଆରି ହୋଇଥିଲା । ରିକ୍ୱେଷ୍ଟ୍ ଫର୍ କମେଣ୍ଟ୍‌ସ୍ (RFC) ୧୭୩୮ରେ URLର ଲିଖନ ଶୈଳୀ ବିଷୟରେ ବର୍ଣ୍ଣନା କରାଯାଇଛି । URLର ଲିଖନ ଶୈଳୀରେ ୧୯୮୫ ମସିହାରେ ତିଆରି ହୋଇଥିବା ଡୋମେନ୍ ନେମ୍ ସିଷ୍ଟମ୍ ଓ ଫାଇଲ୍ ପାଥ୍ ସିନ୍ଟାକ୍ସ୍ ବ୍ୟବ‌ହୃତ ହୋଇଥାଏ । URLର ଅନ୍ୟାନ୍ୟ ଅଂଶଗୁଡ଼ିକ ଠାରୁ ଡାଇରେକ୍ଟୋରି କିମ୍ବା ଫାଇଲ୍‌ର ନାମକୁ ଅଲଗା କରିବା ପାଇଁ ସ୍ଲାଶ୍ (codice_11) ସଙ୍କେତ ବ୍ୟବ‌ହାର କରାଯାଏ । ସେହିପରି ୱେବ୍‌ସାଇଟ୍‌ର ନାମ ବା ହୋଷ୍ଟ୍ ନେମ୍‌ଟି codice_12 (୨ଟି ସ୍ଲାଶ୍) ସଙ୍କେତରୁ ଆରମ୍ଭ ହୋଇଥାଏ ।