Top 10 similar words or synonyms for weight

human    0.950629

ppm    0.943814

cause    0.935264

function    0.933410

long    0.932788

ppb    0.932084

see    0.931997

mass    0.930766

treatment    0.929066

body    0.926768

Top 30 analogous words or synonyms for weight

Article Example
ବୋରନ 700 ppb by weight
ସିଲିକନ 260000 ppb by weight
ଯବକ୍ଷାରଜାନ ସୂର୍ଯ୍ୟ: 1000 ppm (by weight)
ଯବକ୍ଷାରଜାନ ବିଶ୍ୱ: 1000 ppm (by weight)
ଯବକ୍ଷାରଜାନ 2.6 x 107 ppb by weight
ମଧୁମେହ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦ‌ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ । ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍‌ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ । କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ । ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ ୨ର ଚିକିତ୍ସା କରାଯାଏ । ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ ।
ତରାଜୁ ସମ୍ଭବତଃ ଦୁଇପଲା ତରାଜୁର ବ୍ୟବହାର ପୂର୍ବରୁ ଭାରତରେ ଏକ ଏକପଲା ବିଶିଷ୍ଟ ତରାଜୁର ପ୍ରଚଳନ ଥିଲା ଯାହାକୁ "ବିଶା" କୁହାଯାଉଥିଲା । କାଠ ବା ପିତ୍ତଳ ନିର୍ମିତ ଦଣ୍ଡରେ ଗୋଟିଏ ଅଗ୍ରରେ ପଲା ବଦଳରେ ଏକ ସ୍ଥିରଭାର (fixed weight) ଓଜନର ପିଣ୍ଡ ଥାଏ । ପିଣ୍ଡଠାରୁ ବିଭିନ୍ନ ଦୂରତାରେ ଦଣ୍ଡ ଉପରେ ରେଖାଚିହ୍ନ ଥାଏ ଯାହା ଉପରେ ପଲାଟିକୁ ଝୁଲାଇ ରଖା ଯାଇପାରେ । ପିଣ୍ଡ ନିକଟବର୍ତ୍ତୀ ରେଖା ଉପରେ ଶୂନ୍ୟପଲାର ଭାର ପ୍ରତି ସନ୍ତୁଳିତ (moment) ଓ ନମୁନା ଭାରର ପଲାସହିତ ଆଘୂର୍ଣ୍ଣ ସମାନ ହେବା ନିୟମ ଉପରେ ତରାଜୁଟି ଆଧାରି ତ ଥିଲା । ସମ୍ଭବତଃ ପରବର୍ତ୍ତୀ ସମୟରେ ଯାନ୍ତ୍ରିକ କୌଶଳର ଉପଯୋଗଦ୍ଵାରା ଏହି ନିୟମକୁ ଆଧାର କରି ବିଭିନ୍ନ ଉନ୍ନତରୁ ଉନ୍ନତତର ତରାଜୁର ବିକାଶ ହେଲା । ଆଧୁନିକ ଏକ ପଲା ତରାଜୁ, ଦୁଇପଲା ତରାଜୁର ସହଜାତ ତ୍ରୁଟିକୁ , (ଦଣ୍ଡର ପରମ ସମବାହୁତାରେ ଜଟିଳତା ଏବଂ ସଂବେଦନଶୀଳତା (sensitivity) ପାଇଁ ସମସ୍ତ କ୍ଷୁରଧାରର ଏକ ସରଳରେଖାରେ ଖଚିତ ହେବା), ଦୁଇଟି କ୍ଷୁରଧାର ଓ ଅସମବାହୁ ବିଶିଷ୍ଟ ଦଣ୍ଡର ବ୍ୟବହାରଦ୍ଵାରା ଦୂର କରିଥାଏ । ଦୁଇଟି କ୍ଷୁରଧାର ଭିତରୁ ଗୋଟିଏ ଆଲମ୍ବ (fulcrum)ର କାର୍ଯ୍ୟ ଓ ଅନ୍ୟଟି ଦଣ୍ଡର ଛୋଟବାହୁ ଅଗ୍ରରେ ଏକ ଝୁଲଣ ମାଧ୍ୟମରେ ପଲା ଓ ଏକାଧିକ ବିଭିନ୍ନ ବସ୍ତୁତ୍ଵର ବଳୟ ବା ଓଜନମାନଙ୍କୁ ଧରି ରଖିବା କାର୍ଯ୍ୟ ସଂପାଦିତ କରିଥାଏ । ଦଣ୍ଡର ବଡ଼ବାହୁର ଅଗ୍ରରେ ଦଣ୍ଡର ଅଂଶ ବିଶେଷଭାବେ ଏକ ନିର୍ଦ୍ଦିଷ୍ଟ ଭାର ବିରୋଧାତ୍ମକ ଓଜନର (counter weight) କାର୍ଯ୍ୟ କରିଥାଏ । ସ୍ଥିରଭାର ସହିତ ପଲା ଓ ସମସ୍ତ ବଳୟ ବା ଓଜନର ଏକତ୍ରିତ ବସ୍ତୁତ୍ଵର ସମତୁଲତା ଥାଏ । ପଲା ଉପରେ କୌଣସି ସାମଗ୍ରୀ ରଖିଲେ ଏହି ସମତୁଲତା ନଷ୍ଟ ହୋଇଥାଏ । ତେଣୁ ସମତୁଲତାକୁ ପୁନଃସ୍ଥାପିତ କରିବା ପାଇଁ ବଳୟ ଗୁଡ଼ିକ ଏକ କ୍ରମରେ କାଢ଼ିନିଆଯାଏ । ବଳୟ ଗୁଡ଼ିକର ଅପସାରଣ ଓ ପୁନଃସ୍ଥାପନ, ତରାଜୁ ପ୍ରକୋଷ୍ଠ ସମ୍ମୁଖ ପ୍ୟାନେଲରେ ଥିବା ଡାଏଲମାନଙ୍କଦ୍ଵାରା କରାଯାଏ । ପ୍ରକୋଷ୍ଠର ପଛପଟେ ଏକ ଆଲୋକୀୟ ବ୍ୟବସ୍ଥା ଥାଏ ଯାହା ପ୍ରକୋଷ୍ଠର ସମ୍ମୁଖ ପ୍ୟାନେଲରେ ଥିବା ପ୍ରକ୍ଷେପଣ ପରଦାକୁ (projector screen) ଆଲୋକିତ କରିଥାଏ । ପରଦାଟିରେ ଏକ ନିର୍ଦ୍ଦେଶ ଚିହ୍ନ ଥାଏ ଏବଂ ପରଦା ପଛପଟେ ଏକ ଗତିଶୀଳ ମାପକ ଥାଏ । ନିର୍ଦ୍ଦେଶ ଚିହ୍ନ ଉପରେ ମାପକର ସ୍ଥିତି ସାମଗ୍ରୀରେ ଦଶମିକ ସହସ୍ରାଂଶ ଓଜନକୁ ଦର୍ଶାଇ ଥାଏ । ତରାଜୁଟିକୁ ପ୍ରକୋଷ୍ଠର ପାର୍ଶ୍ୱ ପ୍ୟାନେଲରେ ଥିବା ଏକ ତ୍ରିକୋଣୀୟ ପ୍ରଚଳନ ଗୋଲାକ, ସ୍ଵିଚ ଖୋଲିବା ଓ ବନ୍ଦକରିବାର କାର୍ଯ୍ୟ କରିଥାଏ ।
ହିଲିଅମ On 26 March 1895 British chemist William Ramsay isolated helium on Earth by treating the mineral cleveite with mineral acids. Ramsay was looking for argon but, after separating nitrogen and oxygen from the gas liberated by sulfuric acid, noticed a bright-yellow line that matched the D3 line observed in the spectrum of the Sun. These samples were identified as helium by Lockyer and British physicist William Crookes. It was independently isolated from cleveite the same year by chemists Per Teodor Cleve and Abraham Langlet in Uppsala, Sweden, who collected enough of the gas to accurately determine its atomic weight. Helium was also isolated by the American geochemist William Francis Hillebrand prior to Ramsay's discovery when he noticed unusual spectral lines while testing a sample of the mineral uraninite. Hillebrand, however, attributed the lines to nitrogen. His letter of congratulations to Ramsay offers an interesting case of discovery and near-discovery in science.