Top 10 similar words or synonyms for voltage

ore    0.973756

degrees    0.970093

though    0.969739

attractive    0.969711

prints    0.969605

often    0.969174

assigned    0.968458

directly    0.968078

described    0.967224

eat    0.967214

Top 30 analogous words or synonyms for voltage

Article Example
ପାୱାର କ୍ଵାଲିଟି The tolerance of data-processing equipment to voltage variations is often characterized by the CBEMA curve, which give the duration and magnitude of voltage variations that can be tolerated.
କମ୍ପ୍ୟୁଟର କିବୋର୍ଡ଼ କମ୍ପ୍ୟୁଟରର କିବୋର୍ଡ଼ରେ ଏକ ସର୍କିଟ ଥାଏ ଯାହା "କି" ଚାପକୁ ଏକ codeରେ ବଦଳାଏ ଯାହାକୁ କେବଳ କମ୍ପ୍ୟୁଟର ହିଁ ବୁଝିଥାଏ । ଏହି କି ଗୁଡ଼ିକ ଏକ Electrical X-Y matrix ଆକାର ସହ ସଂଯୋଗ ହେଇଥାନ୍ତି ଯେଉଁଥିରେ Y ଧାଡ଼ି ଦେଇ voltage ଯାଇଥାଏ ଏବଂ ଯେତେବେଳେ କିକୁ ଚିପିଥାଉ X ଧାଡ଼ିଦ୍ଵାରା Scan ହୁଏ କି କଣ କାର୍ଯ୍ୟ କରାଗଲା ।
ପାୱାର କ୍ଵାଲିଟି Ideally, AC voltage is supplied by a utility as sinusoidal having an amplitude and frequency given by national standards (in the case of mains) or system specifications (in the case of a power feed not directly attached to the mains) with an impedance of zero ohms at all frequencies.
ଟ୍ରାନ୍ସଫର୍ମର ଟ୍ରାନ୍ସଫର୍ମର ହେଉଛି ଏକ ଯନ୍ତ୍ର , ଯାହାକି ଚୁମ୍ବକୀୟ କ୍ଷେତ୍ରର ସାହାୟତାରେ ଗୋଟିଏ ଭୋଲଟେଜ୍ ଲେବଲ୍ (Voltage level)ରେ ଥିବା ବୈଦୁତିକ ଶକ୍ତି (AC)କୁ ଅନ୍ୟ ଏକ ଭୋଲଟେଜ୍ ଲେବଲ୍ରେ ଥିବା ବୈଦୁତିକ ଶକ୍ତି (AC)କୁ ପରିବର୍ତ୍ତନ କରିଥାଏ । ଏହାର ଦୁଇ କିମ୍ବା ତତୋଽଧିକ କଏଲ୍(Coil) ଥାଏ ଯାହାକି ଏକ ସାଧାରଣ ଫେରୋ-ମ୍ୟାଗ୍ନେଟିକ୍ କୋର୍ (Ferromagnetic Core) ଚାରିପଟେ ଗୁଡା ହୋଇ ରହିଥାଏ । ଏହି କଏଲ୍ ଗୁଡିକ (ସାଧାରଣତଃ) ସିଧାସଳଖ ଯୋଡା ଯାଇ ନଥାଏ । କଏଲ ଗୁଡିକ ଭିତରେ ଏକ ମାତ୍ର ଯୋଡେଇ ହେଲା କୋର୍ ଭିତରେ ଥିବା ସାଧାରଣ ଚୁମ୍ବକୀୟ ଫ୍ଲକ୍ସ୍ (common magnetic flux) ।
ପାୱାର କ୍ଵାଲିଟି ପାୱାର କ୍ଵାଲିଟି ବା ବୈଦୁତିକ ଶକ୍ତିର ଗୁଣବତ୍ତା, ଉପଭୋକ୍ତାଙ୍କ ଉପକରଣରେ ବୈଦୁତିକ ଶକ୍ତିର ସକ୍ଷମତା ନିର୍ଣ୍ଣୟ କରିଥାଏ । ବିଦ୍ୟୁତ-ବିଭବ ଅବୃତ୍ତି (voltage frequency) ଓ ଫେଜ୍ ଭିତରେ ଥିବା ତାଳମେଳ (Synchronization) ଯୋଗୁଁ, ଇଲେକ୍‌ଟ୍ରିକାଲ୍ ସିଷ୍ଟମ୍ ନିଜ କାର୍ଯ୍ୟ-ଦକ୍ଷତା କିମ୍ବା ସ୍ଥାୟୀତ୍ଵର କୌଣସି କ୍ଷତି ନକରି ମଧ୍ୟ ସୂଚାରୁ ରୂପେ କାର୍ଯ୍ୟ କରିଥାଏ । ଏହି ପାୱାର କ୍ଵାଲିଟି ଶବ୍ଦଟି, ବିଦ୍ୟୁତ ଶକ୍ତି ଯାହା ବୈଦୁତିକ ଭାର ଓ ସୂଚାରୁ ରୂପେ କାମ କରିବାର କ୍ଷମତାକୁ ବୁଝାଇଥାଏ । ଭଲ ବିଦ୍ୟୁତ-ଶକ୍ତି ବିନା, ଏକ ବିଦ୍ୟୁତ ଚଳିତ ଯନ୍ତ୍ର (ବା ଭାର) ଠିକ ଭାବେ କାମ କରିବା ନାହିଁ କିମ୍ବା ପୁରାପୁରି ଖରାପ ହେଇଯାଇପାରେ । ବିଦ୍ୟୁତ ଶକ୍ତିର ଗୁଣବତ୍ତା ଖରାପ ହେବା ପଛରେ ଅନେକ କାରଣ ଥାଏ ।
ଟ୍ରାନ୍ସଫର୍ମର ଟ୍ରାନ୍ସଫର୍ମରର ଉଦ୍ଭାବନ ଓ ତା' ସହିତ AC ଶକ୍ତି ଉତ୍ସର ଉନ୍ନତି କରଣ , ସେବାର ସୀମିତ ପରିସର ଓ ସୀମିତ ପରିମାଣ ସମ୍ପର୍କିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିଦେଲା । ଟ୍ରାନ୍ସଫର୍ମର ପ୍ରକୃତରେ ମୁଖ୍ୟ ପାୱାର ସପ୍ଲାଏକୁ ପ୍ରଭାବିତ ନକରି , ଗୋଟିଏ ଭୋଲ୍ଟେଜ ଲେବଲରୁ ଅନ୍ୟ ଏକ ଭୋଲ୍ଟେଜ ଲେବଲକୁ ପରିବର୍ତ୍ତନ କରିଥାଏ । ଯଦି ଗୋଟିଏ ଟ୍ରାନ୍ସଫର୍ମର ଭୋଲ୍ଟେଜ ଲେବଲକୁ ବଢେଇବ (Steps up) , ତେବେ ତାକୁ ବହିର୍ଗତ ପାୱାର (Output power)କୁ ସମାନ ରଖିବା ପାଇଁ କରେଣ୍ଟକୁ କମେଇବାକୁ ପଡ଼ିବ । ଅତଏବ୍, ବୈଦୁତିକ ଶକ୍ତିକୁ (AC) ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ତିଆରି କରାଯାଇ ପାରିବ ଓ ଦୂର ସ୍ଥାନ ପର୍ଯ୍ୟନ୍ତ ପ୍ରେରଣ (Transmission) ନିମନ୍ତେ ଏହାର ଭୋଲ୍ଟେଜକୁ ବଢାଇ (Stepped up) ଦିଆଯିବ ଏବଂ ପରିଶେଷରେ ବ୍ୟବହାର ନିମନ୍ତେ ଭୋଲ୍ଟେଜକୁ କମେଇ ଦିଆଯିବ (Stepped down) । ବିଦ୍ୟୁତ ପରିବାହୀ ତାରରେ ହେଉଥିବା ପ୍ରେରଣ ଜନିତ କ୍ଷତି (Transmission loss), ପ୍ରବାହିତ କରେଣ୍ଟର ବର୍ଗ ସହ ସମାନୁପାତୀ ହୋଇଥିବାରୁ , ପ୍ରେରଣ ଭୋଲ୍ଟେଜକୁ (Transmission Voltage) ବଢେଇ ଦେବାଦ୍ଵାରା କରେଣ୍ଟ କମିଯାଏ ଓ ତଦ୍ଦ୍ଵାରା ପ୍ରେରଣ ଜନିତ କ୍ଷତିର ପରିମାଣ କମିଯାଏ । ଟ୍ରାନ୍ସଫର୍ମର ବିନା ଏହାସବୁ ସମ୍ଭବପର ହୋଇପାରି ନଥାନ୍ତା ।