Top 10 similar words or synonyms for victorian

guyana    0.981704

hazardous    0.980470

nlm    0.980115

ghulam    0.979997

pound    0.979915

roosevelt    0.979890

danish    0.979418

dinar    0.979276

rome    0.978987

mr    0.978635

Top 30 analogous words or synonyms for victorian

Article Example
ଆନି ବେସାନ୍ତ ଖୁବ୍ ଶୀଘ୍ର ସେ ଏନ୍.ଏସ୍.ଏସ୍. (NSS)ର ଖବର କାଗଜ National Reformerରେ ଏକ ସ୍ତମ୍ଭ ଲେଖିବା ଆରମ୍ଭ କରି ଦେଲେ ଏବଂ ସେଥିରୁ ସେ ସାପ୍ତାହିକ ଭାବେ ଦରମା ପାଇଲେ। ଏନ୍.ଏସ୍.ଏସ୍. (NSS) ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଗଠନ ଏବଂ ସବୁ ଧର୍ମକୁ ସମାନ ମହତ୍ତ୍ୱ ପ୍ରଦାନ ନିମନ୍ତେ ଦାବି କରି ଥିଲା। ଏଥିପାଇଁ ଆନିଙ୍କୁ ସାମୂହିକ ସମ୍ମିଳନୀ ଗୁଡ଼ିକରେ ବକ୍ତୃତା ଦେବାକୁ ଅନୁରୋଧ କରାଯାଇ ଥିଲା। ଭିକ୍ଟୋରିଆନ୍ ଯୁଗ (Victorian times)ରେ ସାମୂହିକ ବକ୍ତୃତା ଗୁଡ଼ିକ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା। ବେସାନ୍ତ ଜଣେ ଉତ୍ତମ ବକ୍ତା ଥିଲେ। ତେଣୁ ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ। ସେ ତାଙ୍କ ବକ୍ତବ୍ୟରେ ଦିନର ସମସ୍ତ ମୁଖ୍ୟ ଖବର ଗୁଡ଼ିକ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ପ୍ରଗତି, ସୁଧାର ଏବଂ ସ୍ୱାଧୀନତା ଦାବି କରୁଥିଲେ।