Top 10 similar words or synonyms for turkish

euro    0.991340

quotes    0.988972

tokyo    0.988487

russian    0.988083

plan    0.987701

historical    0.987387

spanish    0.987337

jr    0.986759

alaska    0.986668

dollar    0.986354

Top 30 analogous words or synonyms for turkish

Article Example
ସିଙ୍ଗଡ଼ା ଉଜବେକ 'somsa', [sɒmsa], Uyghur: سامسا‎, [sɑmsɑ́]) and Turkey (Turkish: samsa böreği), sambusa, ତାଜାକ (Tajik: самбӯса)), sanbusé (Persian: سنبوسه‎‎; among Iranians), samosha (Burmese: စမူဆာ, IPA:
ଋଷିଆ ୧୭୬୨-୯୬ ଥିଲା ରଷିଆର ପ୍ରବ୍ରୁଦ୍ଧ ଯୁଗ । ଏହି ସମୟରେ ଶାସନର ନେତୃତ୍ଵ ନେଇଥିଲେ ଦ୍ଵିତୀୟ କ୍ୟlଥେରିନ (The Great ) l ସେ ରୁଷିଆର ରାଜନୈତିକ ନିୟନ୍ତ୍ରଣକୁ ପୋଲାଣ୍ଡ୍ -ଲିଥୁନିଆ ରାଜ୍ୟ ଉପରେ ବିସ୍ତାରିତ କରିଥିଲେ l ପୋଲଣ୍ଡ୍ ବିଭାଜନ ସମୟରେ ସେହି ରାଜ୍ୟର ଅନେକ ଅଂଶକୁ ରୁଷିଆ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲେ, ପଶ୍ଚିମ ଦିଗରେ ରୁଷିଆର ସୀମାକୁ କେନ୍ଦ୍ରିୟ ୟୁରୋପ ଭିତର ପର୍ଯ୍ୟନ୍ତ ବଢାଇ ଦେଇଥିଲେ |ଓତୋମାନ୍ ସାମ୍ରାଜ୍ୟ ବିରୁଦ୍ଧରେ ରୁଷୋ- ଟର୍କିସ୍ ଯୁଦ୍ଧ(Russo - Turkish Wars )ରେ କ୍ରିମିଆନ୍ ଖାନତ୍ଙ୍କୁ ପରାସ୍ତ କରି କ୍ୟାଥେରିନ୍ ରୁଷିଆର ସୀମାକୁ ଦକ୍ଷିଣ ପଟେ ବ୍ଲାକ୍ ସି(Black Sea ) ପର୍ଯ୍ୟନ୍ତ ବଢାଇ ଦେଇଥିଲେ l ଓଟୋମାନ୍ (Ottoman ) ମାନଂକ ଉପରେ ବିଜୟର ପରିଣାମରେ ଉନବିଂଶ ଶତାବ୍ଦୀର ଆରମ୍ଭରେ ରଷିଆ ଉଲ୍ଲେଖନୀୟ ଭାବରେ କକେସିଆ ଅଂଚଳ ଅଧିକାର କରିଥିଲା । ପ୍ରଥମ ଆଲେକଜାନ୍ଦର୍ ୧୮୦୧ରୁ ୧୮୨୫ ପର୍ଯ୍ୟନ୍ତ ଶାସନ କରିଥିଲେ |