Top 10 similar words or synonyms for thunder

charges    0.958876

ivoire    0.949499

peer    0.949418

tilla    0.948540

attempts    0.947489

senate    0.946547

items    0.946423

swastika    0.946411

faraday    0.945729

verde    0.945492

Top 30 analogous words or synonyms for thunder

Article Example
Antetonitrus Antetonitrus (;pronounced ant-EE-tohn-IET-rus; meaning "before the thunder") ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଆଫ୍ରିକାରୁ ମିଳିଥିଲା ।
ଘଡ଼ଘଡ଼ି ଘଡ଼ଘଡ଼ି (ଚଡ଼ଚଡ଼ି ବା ଚଡ଼କ) ଏକ ଶବ୍ଦର ନାମ ଯାହା ବିଜୁଳିରୁ ଉତ୍ପନ୍ନ ହୁଏ । ଏହା ଅତ୍ୟୁଚ୍ଚ ତୀବ୍ର ଶବ୍ଦରୁ ଆରମ୍ଭ କରି ଦୀର୍ଘ ସମୟ ଧରି ଚାପା ଶବ୍ଦ ହୋଇପାରେ । ବିଜୁଳି ମାରିବା ଯୋଗୁ ଏହା ଚତୁର୍ଦ୍ଦିଗରେ ବାୟୁର ହଠାତ୍ ଦୃତ ତାପ ପ୍ରସାରଣ ହୁଏ । ଏହି ବାୟୁ ପ୍ରସାରଣ ଯୋଗୁ ସୋନିକ ସକ୍ ଉତ୍ପନ୍ନ ହୁଏ ଯାହାକୁ ଆମେ ଘଡ଼ଘଡ଼ି କ‌ହୁ । ଇଂରାଜୀ ଭାଷାରେ ଏହାକୁ କ୍ଲାପ ("clap"), କ୍ରାକ ("crack") ବା ପିଲ ଅଫ ଥଣ୍ଡର ("peal of thunder") କୁହାଯାଏ ।