Top 10 similar words or synonyms for thesis

yale    0.885787

iit    0.868693

manipal    0.865957

richard    0.856622

ultimate    0.852907

cornell    0.851905

md    0.851158

veda    0.851093

finance    0.850463

boulder    0.849923

Top 30 analogous words or synonyms for thesis

Article Example
ଆନନ୍ଦୀ ଗୋପାଳ ଜୋଶୀ ଆନନ୍ଦୀବାଈ ୧୯ ବର୍ଷ ବୟସରେ ମେଡିକାଲ ଶିକ୍ଷା ଆରମ୍ଭ କଲେ । ଆମେରିକାର ଥଣ୍ଡା ପାଗ ଓ ଅପରିଚିତ ଖାଦ୍ୟ ଯୋଗୁ ତାଙ୍କର ସ୍ଵାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସେ ଯକ୍ଷ୍ମା ରୋଗର ଶୀକାର ହୋଇଥିଲେ । ଆର୍ଯ୍ୟ ହିନ୍ଦୁଙ୍କର ପ୍ରସୂତି ବିଷୟରେ ସନ୍ଦର୍ଭ (Thesis) ଲେଖି ସେ ମାର୍ଚ ୧୧ ତାରିଖ ୧୮୮୬ରେ ଏମ୍.ଡି. ଦିଗ୍ରି ପାଇଲେ । ସ୍ନାତକ ହେବା ପରେ ରାଣୀ ଭିକ୍ଟୋରିଆ ତାଙ୍କ ପାଖକୁ ଅଭିନନ୍ଦନ ବାର୍ତ୍ତ ପଠେଇ ଥିଲେ ।
ରାଧା ବାଳକୃଷ୍ଣନ ବ୍ରାଣ୍ଡିସ ୟୁନିଭରସିଟିରେ ୧୯୭୦ ମସିହାରେ ମୁଁ ମୋର ସନ୍ଦର୍ଭ (Thesis - the effects of helium four impurities in solid helium three) ପ୍ରଦାନ କଲି । ମୋର ଉପଦେଷ୍ଟା ପ୍ରଫେସର ରବର୍ଟ ଲ୍ୟାଙ୍ଗ ମୋତେ ସର୍ବଦା ଉତ୍ସାହିତ କରୁଥିଲେ ଓ ମୋର ବିଚାରକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଥିଲେ । ଆମେରିକାରେ ମୋର ପୋଷ୍ଟ ଡକ୍ଟରାଲ ଫେଲୋସିପ ନିମନ୍ତେ ସେ ବନ୍ଦବୋସ୍ତ କରିଥିଲେ । ମୋର ଭାରତ ଫେରିବା କଥା ଶୁଣି ସେ କହିଥିଲେ, “ଜଣେ ମହିଳା ପଦାର୍ଥ ବିଜ୍ଞାନୀ ଭାବେ ଜଣେ ପୁରୁଷ ପଦାର୍ଥ ବିଜ୍ଞାନୀ ଅପେକ୍ଷା ୨ ଗୁଣ ଅଧିକ ପରିଶ୍ରମ କଲେ ମଧ୍ୟ ତାଙ୍କର ଅଧା ସ୍ଵିକୃତି ମିଳିବ । ଅନେକ ପୁରୁଷଙ୍କର ମହିଳାଙ୍କ ପ୍ରତି ପକ୍ଷପାତିତା ଓ ପୁରୁଷ ପ୍ରାଧାନ ଚିନ୍ତା ଧାରା ଅତି ଭୟଙ୍କର ଅଛି”। ତା ପର ଦଶ ବର୍ଷରେ ଘରେ ପିଲାମାନଙ୍କୁ ଲାଳନ ପାଳନ କରି ଥିଓରିଟିକାଲ ଫିସିକ୍ସରେ ସନ୍ଦର୍ଭ ଲେଖିବାର କଷ୍ଟ, ମୋର ଶିକ୍ଷା ଅନୁସାରେ କାମ ନ ମିଳିବା କଷ୍ଟ ଓ ମୋର ଦୁର୍ଦ୍ଦଶା କଥା ମୁଁ ଲେଖୁ ନାହିଁ ।
କମଳା ସୋହୋନୀ ପ୍ରଫେସର ସି.ଭି.ରମଣଙ୍କ ପ୍ରସ୍ତାବରେ ରାଜି ହୋଇ କମଳା ୧୯୩୩ ମସିହାରେ କାମ ଆରମ୍ଭ କଲେ । ଶ୍ରୀ ଶ୍ରୀନିବାଶୟା ତାଙ୍କର ଗୁରୁ ଥିଲେ । ପ୍ରଫେସର ସି.ଭି.ରମଣ ତାଙ୍କର କାର୍ଯ୍ୟରେ ପ୍ରଭାବିତ ହୋଇ ଅଧିକ ରସର୍ଚ୍ଚ ନିମନ୍ତେ ଅନୁମତି ଦେଲେ । ଖାଦ୍ୟରେ ଥିବା ପୁଷ୍ଟିସାର ଉପରେ ଗବେଷଣା କରି ସେ ବାୟୋକେମିଷ୍ଟ୍ରିରେ ଏମ.ଏସ. ସି. ପାଇଲେ । ଏହା ପରେ ଡଃ ଡେରିକ ରିଟରଙ୍କ ଅଧୀନରେ କେମ୍ବ୍ରିଜ ୟୁନିଭରସିଟିରେ କାମ କରିବାକୁ ନିମନ୍ତ୍ରଣ ପାଇଲେ । ପରେ ଡଃ ରବୀନ ହିଲଙ୍କ ଅଧୀନରେ କାମ କରି ସେଲ୍ୟୁଲାର ଏନଯାଇମ ସାଇଟୋକ୍ରୋମ ସି (Cytochrome C) ଆବିଷ୍କାର କଲେ । ଏହି ସାଇଟୋକ୍ରୋମ ସି (Cytochrome C) ଗବେଷଣା ଯୋଗୁ କେମ୍ବ୍ରିଜ ୟୁନିଭରସିଟିରୁ ସେ ପି.ଏଚ.ଡି. ଲାଭ କଲେ । ତାଙ୍କର ଗବେଷଣା ପ୍ରସୂତ ଲେଖାରେ (Thesis) ମାତ୍ର ୪୦ ପ୍ରୁଷ୍ଠା ଥିଲା ।