Top 10 similar words or synonyms for tetanus

diseases    0.906184

transplantation    0.900100

enzymes    0.898381

toxic    0.897081

hodgkin    0.894024

lymphoma    0.892030

crohn    0.890765

nerve    0.890608

virus    0.889979

hiv    0.889490

Top 30 analogous words or synonyms for tetanus

Article Example
ଆଣ୍ଟିଟେଟାନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଆଣ୍ଟିଟେଟାନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Anti-tetanus immunoglobulin, ଅନ୍ୟ ନାମ tetanus immune globulin (TIG) ଓ tetanus antitoxin) ଏକ ଔଷଧ ଯାହା ଟେଟାନସ ଟକ୍ସିନ () ନିମନ୍ତେ ଏକ ଆଣ୍ଟବଡି () ଭାବରେ କାମକରେ । ସମ୍ପୁର୍ଣ୍ଣ ଭାବରେ ଟେଟାନସ ଟକ୍ସଏଡ () ଟିକା ନେଇନଥିଲେ ଓ କ୍ଷତ ଥିବା ଉଚ୍ଚ ସଙ୍କଟାପନ୍ନ କେଶମାନଙ୍କୁ ଏହି ଔଷଧ ଧନୁଷ୍ଟଙ୍କାର ରୋଗ ପ୍ରତିଷେଧକ ଭାବରେ ଦିଆଯାଏ । ଟେଟାନସ ରୋଗ ଚିକିତ୍ସାରେ ଏହା ଆଣ୍ଟିବାୟୋଟିକ () ଓ ମାଂସପେଶୀ ଶିଥିଳକାରୀ () ଔଷଧମାନଙ୍କ ସ‌ହିତ ଦିଆଯାଏ । ଏହା ମାଂସପେଶୀ ଇଞ୍ଜେକସନ () ଆକାରରେ ଦିଆଯାଏ ।
ଧନୁଷ୍ଟଙ୍କାର ସାତ ବର୍ଷ ପରେ ପିଲାମାନଙ୍କୁ ଓ ବୟସ୍କମାନଙ୍କୁ ଟେଟାନସ୍ ଓ ଡିଫ୍‌ଥେରିଆ ଟି.ଡି ଟିକା/ (Td vaccine) ଅଥବା ଟିଡିଏପି (Tdap ବା tetanus, diphtheria, and acellular pertussis) ଟିକା ଦିଆଯାଏ ।
ଧନୁଷ୍ଟଙ୍କାର ସେଫାଲିକ ଧନୁଷ୍ଟଙ୍କାର (Cephalic tetanus) କ୍ଵଚିତ ଦେଖାଯାଏ, ସାଧାରଣତଃ ମୁଣ୍ଡ ଆଘାତ ପରେ ବା କାନ ପାଚିଥିଲେ ଏହି ରୋଗ ଜୀବାଣୁ କାନରେ ଥାଇ ରୋଗ ଦେଖାଯାଏ । ମୂଖମଣ୍ଡଳର ସ୍ନାୟୁ ଏହି ରୋଗରେ ଉତ୍ତେଜିତ ହୁଅନ୍ତି ।
କଣ୍ଠଅଳତି ଏହି ରୋଗର ପ୍ରତିଷେଧ ନିମନ୍ତେ ଫର୍ମୁଲାରେ ଟିକା ମିଳୁଛି । ପିଲାଦିନେ ଟିଟାନସ୍ ଟକ୍‌ସଏଡ (tetanus toxoid) ଓ ଲହର କାଶ ଟିକା (acellular pertussis vaccine) ସ‌ହ ଏହି ଟିକା ତିନି ବା ଚାରି ଡୋଜ୍‌ରେ ଦିଆଯାଏ । ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ରକ୍ତରେ ଆଣ୍ଟିଟକ୍‌ସିନ ମାତ୍ରା ପରୀକ୍ଷା କରି ପ୍ରତିଷେଧ କ୍ଷମତା ଆକଳନ କରାଯାଏ ।ଏରିଥ୍ରୋମାଇସିନ ଓ ପେନିସିଲିନ ଜି ଭଳି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ । ଡିଫ୍‌ଥେରିଆ ଆଣ୍ଟିଟକ୍‌ସିନ୍ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ମଧ୍ୟ ଏହି ଆଣ୍ଟିବାୟୋଟିକ ଦିଆଯାଇପାରେ । ସାଙ୍ଘାତିକ ରୋଗ ହୋଇ ତଣ୍ଟି ବନ୍ଦ ହୋଇଆସୁଥିଲେ ଟ୍ରାକିଓସ୍ଟୋମି ଅପରେଶନ କରାଯାଏ ।
ଧନୁଷ୍ଟଙ୍କାର ସାତ ବର୍ଷ ବୟସ ମଧ୍ୟରେ ଏହି ରୋଗ ଟେଟାନସ୍ ଟକ୍ସଏଡ (Tetanus toxoid) ଟିକା (Vaccine)ଦ୍ଵାରା ପ୍ରତିରୋଧ କରି ହୁଏ । ଟେଟାନସ୍, ପର୍ଟୁସିସ ବା ହୁପିଙ୍ଗ୍ କଫ୍ ଓ ଡିଫ୍‌ଥେରିଆ ଟିକା ସହ ମିଶ୍ରଣ କରି ଡି.ପି.ଟି. (Diphtheria, Pertusis and Tatanus) ଟିକା ନାମରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । ପିଲାମାନଙ୍କୁ ଷଷ୍ଠ ସପ୍ତାହ, ୧୦ମ ସପ୍ତାହ, ଓ ୧୪ତମ ସପ୍ତାହ ବୟସ ସମୟରେ ଗୋଟିଏ କରି ଡି.ପି.ଟି. ଟିକା ଦିଆଯାଏ । ଏହି ପ୍ରତିରୋଧକୁ ସଶକ୍ତ କରିବା ନିମନ୍ତେ ବୁଷ୍ଟର ଡୋଜ ୧୫ରୁ ୧୮ ମାସ ମଧ୍ୟରେ ଥରେ ୫ ବର୍ଷ ବୟସ ବେଳେ ଥରେ ଟିକା ଦିଆଯାଏ ।
ଧନୁଷ୍ଟଙ୍କାର ଧନୁଷ୍ଟଙ୍କାର (ଇଂରାଜୀରେ ଟେଟାନସ ବା ଲକ୍‌ଜ ଯଥାକ୍ରମେ Tetanus, lockjaw), ଏକ ସଂକ୍ରମଣ ଯେଉଁଥିରେ ଅନିଚ୍ଛାକୃତ ଭାବରେ ଉଗ୍ର ମାଂସପେଶୀ ସଙ୍କୋଚନ ବା ସ୍ପାଜ୍ମ (ଇଂରାଜୀରେ muscle spasm) ହୁଏ । ସାଧାରଣତଃ ଏହି ପେଶୀ ସଙ୍କୋଚନ ହ‌ନୁ ହାଡ଼ର ମାଂସପେଶୀରୁ ଆରମ୍ଭ ହୋଇ ଦେହର ଅବଶିଷ୍ଟ ଅଂଶକୁ ବ୍ୟାପିଯାଏ । ଏହି ସଙ୍କୋଚନ ପ୍ରତି ଥର କିଛି ମିନିଟ ଧରି ରହେ ଓ ୩ରୁ ୪ ସପ୍ତାହ ଧରି ବାରମ୍ବାର ହୁଏ । ସଙ୍କୋଚନ ଏତେ ଗମ୍ଭୀର ହୋଇପାରେ ଯେ ଅସ୍ଥି ଭଗ୍ନ ହୋଇପାରେ । ଜ୍ୱର, ମୁଣ୍ଡବଥା, ଗିଳିବାରେ କଷ୍ଟ, ଉଚ୍ଚ ରକ୍ତଚାପ ଓ ଦୃତ ହୃତ୍‌ପିଣ୍ଡ ସ୍ପନ୍ଦନ ଭଳି ଲକ୍ଷଣମାନ ଦେଖାଯାଇ ପାରେ । ସଂକ୍ରମଣର ୩ରୁ ୨୧ ଦିନ ପରେ ଲକ୍ଷଣ ଦେଖାଯାଏ । ଭଲ ହେବାକୁ ମାସାଧିକ କାଳ ଲାଗିପାରେ । ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୦ % ମୃତ୍ୟୁ ବରଣ କରନ୍ତି ।