Top 10 similar words or synonyms for tea

typewriter    0.987805

lahore    0.986449

leaf    0.983317

greater    0.983278

street    0.982840

faizabad    0.980972

icons    0.980788

market    0.980666

elizabeth    0.979739

eclipse    0.978256

Top 30 analogous words or synonyms for tea

Article Example
ଚା’ ଚା’ ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ ଚୀନ ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରିଟି ନାମରେ କହାଯାଏ । ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’କୁ ସା କହାଯାଏ।
କଲ୍ପନା ଲାଜମି କଳ୍ପନା ଲାଜମି ନାମୀ ଫିଲ୍ମ ନିର୍ମାତ୍ରୀ ଲଳିତା ଲାଜମିଙ୍କ ଝିଅ ଏବଂ ଫିଲ୍ମ ନିର୍ମାତା ତଥା ଅଭିନେତା ଗୁରୁ ଦତ୍ତ ବକ ଝିଆରୀ ଅଟନ୍ତି । ସେ ପ୍ରଥମେ ସମାନ୍ତରାଳ ଫିଲ୍ମ ନିର୍ମାଣ ପାଇଁ ଜଣାଶୁଣା ନିର୍ମାତା/ ନିର୍ଦେଶକ ଶ୍ୟାମ ବେନେଗାଳଙ୍କ ସହଯୋଗୀ ଭାବରେ ନିର୍ଦେଶନା ଆରମ୍ଭ କରିଥିଲେ । ସେ ଶ୍ଯାମ ବେନେଗାଳଙ୍କ ଫିଲ୍ମ " ଭୂମିକା "ରେ ପୋଷାକ ଡିଜାଇନର ହିସାବରେ କାର୍ଯ୍ୟ କରିଥିଲେ। ସେ ୧୯୭୮ ମସିହାରେ ଏକ ପ୍ରାମାଣିକ ଫିଲ୍ମ " Paioneer " ନିର୍ମାଣ କରି ବହୁତ ସଫଳତା ପାଇବା ପରେ ଅନେକ ନିରୀକ୍ଷଣ ଓ ବିଶ୍ଳେଷଣ ଭିତ୍ତିକ ତଥା ତଥ୍ୟ ପୂର୍ଣ  ପ୍ରାମାଣିକ ଫିଲ୍ମ ସବୁ ନିର୍ମାଣ କରିଥିଲେ । ତାହା ମଧ୍ୟରୁ ୧୯୮୧ ମସିହା ନିର୍ମିତ " Along The Brahmaputra " ଓ ୧୯୭୯ ନିର୍ମିତ "  Work Study In Tea Pluking " ଖୁବ ପ୍ରଶଂଷିତ ହେଇଥିଲା । ସେ ୧୯୮୬ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ସାବନା ଆଜମି ଓ ନାସିରୁଦ୍ଦିନ ସାହାଙ୍କୁ ନେଇ " ଏକ ପଲ୍ " ନିର୍ମାଣ କରିଥିଲେ । ସେ ଏହା ନିର୍ମାଣ କରିବା ସହ ଗୁଲଜାରଙ୍କୁ ଚିତ୍ରନାଟ୍ୟ , କାହାଣୀ ଆଦି ଲେଖିବାରେ ସହାୟତା କରିଥିଲେ ।