Top 10 similar words or synonyms for swiss

boss    0.986566

unwin    0.986186

serbian    0.985678

darwin    0.985459

minute    0.985376

promoting    0.985351

rex    0.985042

substantial    0.984873

ষম    0.984559

tar    0.984503

Top 30 analogous words or synonyms for swiss

Article Example
ମେନପାଟ Mainpat is known as the "Shimla/Swiss of Chhattisgarh" and is a popular tourist attraction. It is also home to a number of Tibetan religious exiles who worship at a temple dedicated to Buddha and manufacture designer mats as well as woolen cloth.
ସୁଇଜରଲ୍ୟାଣ୍ଡ ଈଂରାଜୀ ନାମ ସ୍ଵିଜରଲ୍ୟାଣ୍ଡ ଏକ ଯୁଗ୍ମ ଶବ୍ଦ । “ସ୍ଵିସ୍” ଶବ୍ଦର ପ୍ରାଚୀନ ଓ ବର୍ତ୍ତମାନ ଅବ୍ୟବହୃତ ରୂପ ହେଉଛି “ସ୍ଵିଜର୍”, ଯାହା ୧୬ଶ ରୁ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟବହାର ହେଉଥିଲା । ଈଂରାଜୀ ବିଶେଷଣ ଶବ୍ଦ “ସ୍ଵିସ୍ (Swiss)” ଫରାସୀ ଶବ୍ଦ “ସ୍ଵିସ୍ (Suisse)”ରୁ ଉଦ୍ଧୃତ ଓ ଷୋଡ଼ଶ ଶତାବ୍ଦୀରୁ ବ୍ୟବହୃତ ହେଉଛି । ଶ୍ଵାଇଜ୍ ନାମକ ଅଞ୍ଚଳର ଅଧିବାସୀ “ଆଲେମାନ୍ନିକ୍ ଶ୍ଵିଜର୍”ରୁ ସ୍ଵିଜର୍ ଶବ୍ଦର ଉତ୍ପତ୍ତି । ଶ୍ଵାଇଜ୍ ଅଞ୍ଚଳ ୱାଲ୍ଡଷ୍ଟେଟେନ୍ କ୍ୟାଣ୍ଟନମାନଙ୍କ ମଧ୍ୟରୁ ଅନ୍ୟତମ ଓ ପୁରାତନ ସ୍ଵିସ୍ ରାଜ୍ୟସଂଘ ଗଠନରେ ଏହାର ନାଭିକେନ୍ଦ୍ର ପାଲଟିଥିଲା । ୧୪୯୯ ମସିହାର ସ୍ଵାବିୟାନ୍ ଯୁଦ୍ଧ ପରେ ଏଠାକାର ଜନସମୂହ ନିଜକୁ “ସ୍ଵିସ୍” ଭାବେ ପରିଚୟ ଦେଲେ ଓ “କନଫେଡ଼େରେସନ୍” ଶବ୍ଦ ସହିତ ଯୋଡ଼ି ଏହି ଶବ୍ଦର ବ୍ୟବହାର ହେବା ଆରମ୍ଭ ହେଲା । ସ୍ଵିଜରଲ୍ୟାଣ୍ଡର ଡାଟା କୋଡ୍ ହେଉଛି CH, ଯାହା ଲାଟିନ୍ ଶବ୍ଦ “କନଫୋଡେରାଟିଓ ହେଲଭେଟିକା (Confoederatio Helvetica)”ର ସୂଚକ ।  
ସୁଇଜରଲ୍ୟାଣ୍ଡ ସୁଇଜରଲ୍ୟାଣ୍ଡ / ସ୍ଵିଜରଲ୍ୟାଣ୍ଡ ବା  ସ୍ଵିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ଵିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ଵିଜରଲ୍ୟାଣ୍ଡ ଅବସ୍ଥିତ । ସ୍ଵିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗ ଦ୍ଵାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) ।  ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍‌ପସ୍ ପର୍ବତଶ୍ରେଣୀ, ସ୍ଵିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳ ଦ୍ଵାରା ଶୋଭିତ । ଆଲ୍‌ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ଵିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ଵ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।