Top 10 similar words or synonyms for stone

spring    0.981742

cave    0.976468

notice    0.972873

famous    0.972219

ud    0.971847

pillar    0.971359

daula    0.971357

street    0.970236

extensive    0.969247

precinct    0.968162

Top 30 analogous words or synonyms for stone

Article Example
ଆଧାରଶିଳା ଆଧାରଶିଲା(English: The Foundation Stone) ଏକ 1982ରେ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅଶୋକ ଆହୁଯାଙ୍କଦ୍ଵାରା ଲିଖିତ , ନିର୍ଦେଶିତ ଓ ନିର୍ମିତ ହେଇଥିଲା । ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ  ଓ ଅନିତା କନୱର ଅଭିନୟ କରିଥିଲେ । 
ହାରୀ ପୋଟର ଏହାରେ ପ୍ରଥମ ଉପନ୍ୟାସ ହ୍ୟାରୀ ପୋର୍ଟର୍ ଏବଂ ଫିଲୋଶୋଫର୍ ସ୍ଟୋନ୍(Harry potter and the Philosopher's stone)୧୯୯୭ ମସିହା ୩୦ଜୁନ ମାସରେ ପ୍ରକାଶିତ ହେବ ପରେ ଏହା ଅଦ୍ଭୁପୂର୍ବ ଲୋକପ୍ରିୟତା ହାସଲ କରି ଇତିହାସ ରଚନା କରିଥିଲା ।
ଓଡ଼ିଶାର କଳା [ରାବଣ ଛାୟା- ରାବଣଛାୟା ଓଡ଼ିଶାର ଏକ ଅନ୍ୟତମ ଲୋକକଳା ଏହା ଓଡ଼ିଶାର ନିଜସ୍ବ ସୃଷ୍ଟି ହୋଇଥିଲେ ମଧ୍ୟ କିଛି ଜାଗାରେ ପରିବେଷିତ ହୋିଇଥାଏ ସେଥିମଧ୍ୟରୁ ଓଡ଼ିଶାର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ପାଳଲହଡା ଉପଖଣ୍ଡର ଓଡଶଠାରେ ସ୍ବର୍ଗତଃ କାଠିନନ୍ଦ ଦାସ ଏହାର ସୃଷ୍ଟିକର୍ତ୍ତା । ପରେ ସ୍ବର୍ଗତଃ କୋହ୍ଲ ଚJଣ ସାହୁଙ୍କ ଦ୍ବାରା ପରିଚାଳିତ ରାବଣଛାୟା ଆଜି ସାରା ପୃଥିବୀରେ ପରିଚିତ । ଦେଶ ବିଦେଶରେ ଏହା ଅନେକ ପ୍ରଶଂସାର ପାତ୍ର ହୋଇସାରିଛି । ରାମାୟଣର ଚରିତ୍ରଗୁଡିକ ତାଳପତ୍ରରେ କଣ୍ଢେଇ ଆକୃତିର ତିଆରି କରି ଗୋଟିଏ ପରଦା ପଛରେ ତୈଳଦୀପର ଆଲୁଅ ଆଗରେ ରଖିବା ଯୋଗୁଁ ପରଦାରେ ପଡୁଥିବା ଛାଇକୁ ନେଇ ପରିବେଷିତ ହୁଏ ରାବଣଛାୟା । ରାମ,ଲକ୍ଷ୍ଣଣ,ସୀତା, ହନୁମାନ, ରାବଣ, ବିଭୀଷଣ ଆଦି ଚରିତ୍ର ଏଥିରେ ବେଶ ପରିଚିତ । ଏହା ମଧ୍ୟ ପ୍ରାଚୀନ ଓଡ଼ିଶାର ଏକ ଲୋକକଳା । :Stone work at Konark Orissa India.jpg|thumb|left|300px|ପଥର ଖୋଦା କାମ]]