Top 10 similar words or synonyms for sinensis

legacy    0.989737

uzbekistan    0.988888

manas    0.988415

paste    0.988177

apply    0.988037

bosra    0.987966

ropeway    0.987562

lebanon    0.987287

qi    0.986909

kṛṣṇa    0.986474

Top 30 analogous words or synonyms for sinensis

Article Example
କର୍କଟ ରୋଗ କର୍କଟ ରୋଗ ସୃଷ୍ଟି କରୁଥିବା ଭୁତାଣୁକୁ ଅଙ୍କୋଭାଇରସ () କୁହାଯାଏ । ଏମାନଙ୍କ ନାମ ସହ ରୋଗ ନାମ : ମାନବ ପାପିଲୋମା ଭାଇରସ () (cervical carcinoma), ଏବସଟେନ ବାର ଭୂତାଣୁ () – (ବି ସେଲ ଲିମ୍ଫୋପ୍ରୋଲିଫରେଟିଭ ରୋଗ) ( ଓ ନାଯୋଫାରିଞ୍ଜିଆଲ କାରସିନୋମା nasopharyngeal carcinoma), କାପୋଷି ସାରକୋମା ହର୍ପିସ ଭୂତାଣୁ (କାପୋଷି ସାରକୋମା ଓ ପ୍ରାଥମିକ ଇଫ୍ୟୁଜନ ଲିମ୍ଫୋମା) (Kaposi's sarcoma ଓ primary effusion lymphomas), ହେପାଟାଇଟିସ ବି ଓ ହେପାଟାଇଟିସ ସି ହେପାଟୋସେଲ୍ଲ୍ୟୁଳାର କର୍କଟ (hepatocellular carcinoma), ଏବଂ ହ୍ୟୁମ୍ୟାନଟି ସେଲ ଲିଉକେମିଆ ଭୂତାଣୁ - ୧ – (ଟି ସେଲ ଲିଉକେମିଆ) । ଜୀବାଣୁ ସଂକ୍ରମଣର ଉଦାହରଣ - ହେଲିକୋବ୍ୟାକ୍ଟର ପାଇଲୋରିଦ୍ଵାରା ପାକସ୍ଥଳୀ କର୍କଟ ହୁଏ । ସେହିଭଳି ପରଜୀବୀସିସ୍ଟୋସୋମା ହେମାଟୋବିଅମ୍ଦ୍ଵାରା ସ୍କ୍ଵାମସ୍ ସେଲ୍ କର୍କଟ, ଯକୃତ ଫ୍ଲ୍ୟୁକଦ୍ଵାରା(Opisthorchis viverrini andClonorchis sinensis) କୋଲାଞ୍ଜିଓ କର୍କଟ ରୋଗ ହୁଏ ।