Top 10 similar words or synonyms for sierra

leone    0.988954

shilling    0.987641

costa    0.987249

presidential    0.986626

ruble    0.986296

raman    0.985854

nath    0.985813

jahan    0.985783

el    0.985708

liberia    0.985469

Top 30 analogous words or synonyms for sierra

Article Example
ପାକାରାଇମା ପାହାଡ଼ ପାକାରାଇମା ପାହାଡ଼ (ଇଂରାଜୀ: Pacaraima Mountains, ସ୍ପେନ ଭାଷା: Sierra Pacaraima) ଦକ୍ଷିଣ ଆମେରିକାର ଗୟାନା ଦେଶରେ ସ୍ଥିତ ଏକ ପର୍ବତମାଳା ଅଟେ । ଏହା ପୂର୍ବରୁ ପଶ୍ଚିମରେ 800 କିମି ପର୍ଯ୍ୟନ୍ତ ଗତିକରିଛି ଏବଂ 2,810 ମିଟର (1,220 ଫୁଟ) ଲମ୍ବା ରୋରାଇମା ପର୍ବତ (Mount Roraima) ଏହାର ସବୁଠାରୁ ଉଚ୍ଚ ପାହାଡ଼ ଅଟେ ଅଟେ । ଏହା ଗୟାନର ବ୍ରାଜିଲର ""ବେନେଜୁଏଲ"" ସହିତ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାର ସମୀପ ଅଟେ । ପାକାରାଇମା ପାହାଡ଼ର ଶ୍ରେଣୀ ଗୁଡିକ ଉତ୍ତରରେ ସ୍ଥିତ ଓରିନୋକୋ ନଦୀର ଘାଟୀକୁ ନିଜଠାରୁ ଦକ୍ଷିଣରେ ସ୍ଥିତ ଆମେଜୋନ ନଦୀର କ୍ଷେତ୍ରରେ ବାଣ୍ଟିହୋଇଥାଏ ।
ଇବୋଲା ଭୂତାଣୁ ରୋଗ ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ; କେବଳ ପାଟିରେ ସ୍ୱଳ୍ପ ମିଠା ମିଶ୍ରିତ ଲୁଣିଆ ଜଳ ଦେଇ ନିର୍ଜଳନ (dehydration) ଚିକିତ୍ସା କରାଯାଏ । ଏହା ସହ ଶିରା ମାଧ୍ୟମରେ ତରଳ ପଦାର୍ଥ ପ୍ରବେଶ କରେଇ ଦିଆଯାଏ । ଏହି ରୋଗର ମୃତ୍ୟୁ ହାର ବହୁତ ଅଧିକ, ୫୦ %ରୁ ୯୦ % ଲୋକ ଭୂତାଣୁ ସଂକ୍ରମଣରେ ମରିଯାଆନ୍ତି । ଏହି ରୋଗ ପ୍ରଥମେ ସୁଦାନ/ Sudan ଓ କଙ୍ଗୋରେ/ Democratic Republic of the Congo ଆବିଷ୍କୃତ ହୋଇଥିଲା । ସବ-ସାହାରାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହି ରୋଗ ବ୍ୟାପେ । ୧୯୭୬ ମସିହାର ପ୍ରଥମ ଆବିଷ୍କାର ପରଠାରୁ ୨୦୧୩ ପର୍ଯ୍ୟନ୍ତ ୧୭୧୬ ଲୋକ ସଂକ୍ରମିତ ହେବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଦେଇଛି । ଅଧୁନା ୨୦୧୪ ମସିହାରେ ଏହି ରୋଗର ସବୁଠାରୁ ବଡ ‘ପଶ୍ଚିମ ଆଫ୍ରିକା ଇବୋଲା ମଡକ’ ପ୍ରସାର ଲାଭ କରି ଗିନି/ Guinea, ସିଏରା ଲିଓନ/Sierra Leone , ଳିବେରିଆ/ Liberia ଓ ନାଇଜେରିଆକୁ/Nigeria ବ୍ୟାପିଛି । ୨୦୧୪ ମସିହା ସୁଦ୍ଧା ୧୬୦୦ ଲୋକଙ୍କର ଏହି ରୋଗ ଥିବା ଚିହ୍ନଟ ହୋଇଛି । ଏହାର ଟୀକା ଉଦ୍ଭାବନ ନିମନ୍ତେ ଚେଷ୍ଟା ଚାଲିଛି କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇନାହିଁ ।