Top 10 similar words or synonyms for si

jaan    0.980849

fragilis    0.979774

tata    0.979123

amar    0.978928

join    0.978855

pe    0.978471

takes    0.978191

lage    0.978110

domesticus    0.978033

diya    0.977390

Top 30 analogous words or synonyms for si

Article Example
ବୈଦୁତିକ କ୍ଷେତ୍ର Its SI units are newtons per coulomb (N⋅C) or, equivalently, volts per metre (V⋅m), which in terms of SI base units are kg⋅m⋅s⋅A.
ସମୟ (କାଳ) ବିଜ୍ଞାନର ଅନ୍ତର୍ଜାତୀୟ ମାନକ (SI) ଅନୁସାରେ ସମୟର ଏକକ ହେଉଛି ସେକେଣ୍ଡ ।
ଶକ୍ତି ଶକ୍ତିର SI ଏକକ ହେଉଛି ଜୁଲ୍ । ଏହା ଜେମ୍‌ସ୍ ପ୍ରେସ୍କଟ୍ ଜୁଲ୍‌ଙ୍କ ନାମରେ ନାମିତ ହୋଇଛି ।୧ ଜୁଲ୍ ଏକ ନ୍ୟୁଟନ୍-ମିଟର ସହିତ ସମାନ । SI ମୂଳ ଏକକ ଅନୁସାରେ, ୧ ଜୁଲ୍ ହେଉଛି ୧ କେଜି ମି. ସେ..
ସିଲିକନ ସିଲିକନ () ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Si ଓ ପରମାଣୁ କ୍ରମାଙ୍କ ୧୪ ଅଟେ ।
ମାଇକ୍ରୋମିଟର The micrometre (International spelling as used by the International Bureau of Weights and Measures; SI symbol: µm) or micrometer (American spelling), also commonly known as a micron, is an SI derived unit of length equaling 1×10 of a metre (SI standard prefix "micro-" = 10); that is, one millionth of a metre (or one thousandth of a millimetre, 0.001 mm, or about 0.000039 inch). The symbol µm is sometimes rendered as um if the symbol µ cannot be used, or if the writer is not aware of the distinction.
ବିଦ୍ୟୁତ୍ ସ୍ରୋତ 'ବିଦ୍ୟୁତ୍ ସ୍ରୋତ' ମାପିବା ପାଇଁ ବ୍ୟବହୃତ SI ୟୁନିଟ ହେଉଛି ଆମ୍ପିୟର୍ - ଏହା ଏକ ନିର୍ଦ୍ଧିଷ୍ଟ ପୃଷ୍ଠରେ, ଗୋଟିଏ କୁଲମ୍ବ ପ୍ରତି ସେକେଣ୍ଡ ହାରରେ, ବୈଦୁତିକ ଚାର୍ଜର ପ୍ରବାହକୁ ବୁଝାଏ । ଇଲେକ୍‌ଟ୍ରିକ୍ କରେଣ୍ଟ୍‌କୁ ଏମିଟର୍ଦ୍ଵାରା ମପାଯାଏ ।
ନଡ଼ିଆ ଧର୍ମ ନଡ଼ିଆ ଧର୍ମ (ଇଂରାଜୀ: କୋକୋନଟ ରିଲିଜିଅନ, ଭିଏତନାମ ଭାଷା:"Tinh Do Cu Si") ଦକ୍ଷିଣ ଭିଏତନାମର "କୋକୋନଟ କିଙ୍ଗଡମ"ରେ ପ୍ରଚଳିତ ଏକ ଦେଶଜ ଓ ଏକ ଅଧୁନା-ବିରତ ଧର୍ମ । ଏହା ୧୯୬୩ରେ ପ୍ରତିଷ୍ଠିତ ହୋଇଥିଲା । ଏହି ଧର୍ମ ପ୍ରଧାନତଃ ବୁଦ୍ଧବାଦ ଓ ଖ୍ରୀଷ୍ଠିଆନ ବିଶ୍ୱାସକୁ ନେଇ ତିଆରି ହୋଇଥିଲା । ଏଥିରେ ପ୍ରତିଷ୍ଠାତା ଓ ଭିଏତନାମୀ ବିଦ୍ୱାନ ନୁଏନ ଥାନହ ନାମଙ୍କ ଚିନ୍ତାଧାରା ମଧ୍ୟ ମିଶିଥିଲା । ଏହି ଧର୍ମଧାରାଟି ୧୯୭୫ ମସିହାରେ ଭିଏତନାମୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧୂଳିସାତ ହୋଇଥିଲା । ଶୀର୍ଷରେ ଥିବା ବେଳେ ଏଥିରେ ପାଖାପାଖି ୪୦୦୦ ଧର୍ମାବଲମ୍ବୀ ଥିଲେ ।
ଲିଥିୟମ ଲିଥିୟମ ବହୁଳ ମାତ୍ରାରେ ବ୍ୟବହାର ହଉଥିଲେହେଁ ଏହା ପ୍ରକୃତିକ ଭାବେ ଏହାର ମୂଳ ରୂପରେ ମିଳିନଥାଏ । ଏହାର ପ୍ରତିକ୍ରିୟାଶୀଳ ଗୁଣ ଯୋଗୁଁ ଏହା ଏକ ବା ଏକାଧିକ ଅନ୍ୟ ମୌଳିକ ଓ ଯୌଗିକ ଗୁଡ଼ିକ ସହ ବାନ୍ଧି ହୋଇ ରହିଥାଏ । ଖଣିଜ ପଦାର୍ଥରୁ ଏହା ଅତି ଅଳ୍ପ ପରିମାଣରେ ମିଳିଥାଏ; spodumene (LiAl(SiO3)2), amblygonite (Li,Na)AlPO4(F,OH)), lepidolite (KLi2Al(Al,Si)3O10(F,OH)2). ବ୍ୟବସାୟିକ ଭାବେ ବ୍ୟବହୃତ ଅଧିକାଂଶ ଲିଥିୟମ ବ୍ରିନ୍‌ସ୍ ()ରୁ ମିଳିଥାଏ । ଏହା ବ୍ୟତୀତ ତରଳ ଲିଥିୟମ କ୍ଳୋରାଇଡରେ ବୈଦୁତିକ ଚାର୍ଜ ପ୍ରବାହିତ କରାଇ ଲିଥିୟମ ବାହାର କରାଯାଏ । ପ୍ରତିବର୍ଷ ପାଖାପାଖି ୩୯ ଟନ ଲିଥିୟମ ତିଆରି ହୋଇଥାଏ ।