Top 10 similar words or synonyms for shows

higgs    0.992249

leading    0.991111

guglielmo    0.991055

northwestern    0.989083

measuring    0.988851

eclipses    0.987904

conversation    0.987840

tragedy    0.987123

teresa    0.987110

previous    0.986699

Top 30 analogous words or synonyms for shows

Article Example
ଓସେନିଆ The demographic table below shows the subregions and countries of geopolitical Oceania. The countries and territories in this table are categorized according to the scheme for geographic subregions used by the United Nations. The information shown follows sources in cross-referenced articles; where sources differ, provisos have been clearly indicated. These territories and regions are subject to various additional categorisations, of course, depending on the source and purpose of each description.
ଅକ୍କିନେନି ନାଗା ଚୈତନ୍ୟ ଚୈତନ୍ୟଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ‌ତଡ଼କା‌ ଯେଉଁଟାକି ‌ଏନ. ଲିଙ୍ଗୁସ୍ୱାମୀ‌ଙ୍କ ତାମିଲ ଚଳଚ୍ଚିତ୍ର ‌ବେଟ୍ଟାଇ‌ର ପୁନଃନିର୍ମିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ପାଇଁ ଖବରକାଗଜ ‌ The Hindu‌ ଲେଖିଥିଲେ: "Naga Chaitanya shows tremendous improvement over his last outing, the debacle called ‌Bejawada‌. He is in sync with his role, exudes confidence and seems to have had fun both during the stunt sequences and comic portions. Reprising a role played by an established actor like Arya is no mean task and Chaitanya pulls it off rather well." ଏହି ଚଳଚ୍ଚିତ୍ରଟି ଉତ୍ତମ ବ୍ୟବସାୟ କରିବା ସ‌ହ ଚୈତନଙ୍କୁ ଆଗକୁ ଭଲ ଭଲ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ସୃଷ୍ଟି କଲା ।
ଅକ୍କିନେନି ନାଗା ଚୈତନ୍ୟ ତାଙ୍କର ପରବର୍ତ୍ତୀ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି ଏକ ରାଜନୈତିକ ନାଟକ, ‌ଅଟୋନ‌ଗର ସୂର୍ଯ୍ୟ‌ । ଏହି ଚଳଚ୍ଚିତ୍ରଟି ଦେବ କଟ୍ଟାଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଯେଉଁଥିରେ ଚୈତନ୍ୟ ଜଣେ ଦକ୍ଷ ମେକାନିକ ରୂପେ ଅଭିନୟ କରିଥିଲେ, ଯିଏକି ଛୋଟ ବେଳୁ ଏକ ଅପରାଧରେ ଜେଲ୍ ଜାଇଥିଲେ ଏବଂ ପରେ ପରେ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ସାମନ୍ତା ୩ୟ ଥର ପାଇଁ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରଟି ଅଲୋଚକ ଏବଂ ସମୀକ୍ଷକଙ୍କଦ୍ୱାରା ମିଶ୍ରିତ ମନ୍ତବ୍ୟ ପାଇଥିଲା । ସମୀକ୍ଷକମାନେ ଏହି ଚଳଚ୍ଚିତ୍ରଟିକୁ ସମାଲୋଚନା କରିଥିବା ବେଳେ ଅଲୋଚକ ବୃନ୍ଦ ନାଗା ଚୈତନ୍ୟଙ୍କର ଅଭିନୟକୁ ଖୁବ୍ ପ୍ରସଂଶା କରିଥିଲେ ଏବଂ ଏହା ତାଙ୍କର ଶ୍ରେଷ୍ଠ ଅଭିନୟ ବୋଲି ଦର୍ଶାଇଥିଲେ । ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରର ଅଭିନୟ ପାଇଁ ‌The Hindu‌ ଲେଖିଥିଲେ: "One rarely gets to see Naga Chaitanya smiling in this film. Chaitanya brings in the right amount of grit and intensity required for his role and shows that he can carry a film on his shoulders with the help of an able director."