Top 10 similar words or synonyms for shakti

dwarka    0.987783

subramanian    0.986895

maha    0.986648

amarnath    0.986269

yamuna    0.985805

ayodhya    0.985267

kalinganagar    0.983757

darshan    0.983744

saraswati    0.983545

pardes    0.983369

Top 30 analogous words or synonyms for shakti

Article Example
ପୋଖରାନ ପ୍ରଥମ ପରୀକ୍ଷଣର ଦୀର୍ଘ ୨୪ ବର୍ଷ ପରେ, ୧୧ ମେ ୧୯୯୮ରେ ଆଣବିକ ଶକ୍ତି କମିଶନ (Atomic Energy Commission of India) ତଥା ରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ (Defence Research and Development Organisation) (DRDO) ସେମାନଙ୍କର ମିଳିତ କାର୍ଯକ୍ରମ ଅନ୍ତର୍ଗତ ପୋଖରାନ ଦ୍ୱିତୀୟ "(Pokhran-II)" ପରୀକ୍ଷଣ କରିଥିଲେ। ଆଣବିକ ଶକ୍ତି କମିଶନ ଏଠାରେ ଭୂମିତଳେ ଚାରିଟି ଆଣବିକ ଉପକରଣର ବିସ୍ଫୋରଣ କରି ପରୀକ୍ଷା କରିଥିଲେ। ମେ ୧୧ରେ ଅପରେଶନ ଶକ୍ତି (Operation Shakti) ନାମରେ ଏକ ତାପ-ଆଣବିକ (thermonuclear) ଉପକରଣର ଏକ ପରୀକ୍ଷଣ ହୋଇଥିଲା ଯାହା ଆଶାନୁରୂପ ନ ଥିଲା। ସେବେଠାରୁ ଏପରି ପରୀକ୍ଷଣକୁ ସ୍ଥଗିତ କରି ଦିଆଯାଇଥିଲା।