Top 10 similar words or synonyms for sexual

deaths    0.859424

broadcast    0.858363

their    0.857289

biological    0.850178

these    0.849777

prevention    0.849204

medicine    0.848971

podcast    0.848496

treatment    0.846940

protection    0.846540

Top 30 analogous words or synonyms for sexual

Article Example
ଖାଇବା ବେମାରୀ ଖାଇବା ବେମାରୀମାନଙ୍କ କାରଣ ସ୍ପଷ୍ଟ ହୋଇନାହିଁ । ଉଭୟ ପରିବେଶ ଓ ଜେନେଟିକ ଉପାଦାନର ଭୂମିକା ଥାଇପାରେ । ପତଳା ଚେହେରା ରଖିବା ସଂସ୍କୃତିଯୋଗୁ ଏହା ହେବା ବିଶ୍ୱାସ କରାଯାଏ । ଖାଇବା ବେମାରୀ ପ୍ରାୟ ୧୨ % ନୃତ୍ୟଶିଳ୍ପିଙ୍କୁ ଆକ୍ରମଣ କରେ । ଯୌନ ଦୂରୁପ‌ଯୋଗ (sexual abuse) ଭୋଗ କରିଥିବା ଲୋକଙ୍କର ଏହି ରୋଗ ହେବା ସମ୍ଭାବନା ଅଧିକ ଥାଏ । ମାନସିକ ବିକଳାଙ୍ଗ ଲୋକଙ୍କର ପିକା ଓ ରୁମିନେସନ ବେମାରୀ ଅଧିକ ହୁଏ । ଥରକୁ ଗୋଟିଏ ଖାଇବା ରୋଗ ନିର୍ଣ୍ଣୟ କରିହୁଏ ।
ଶୂଚୀବାଇ ରୋଗ ଲୋକଟିର ମନରେ ବାରମ୍ବାର ଦୃଢ଼ ଆଗ୍ରହ, ଅନୁଭବ କିମ୍ବା ଭାବନା ଜବରଦସ୍ତି ପଶିଯାଏ । ଏହି ଭାବନା ସାଧାରଣତଃ ସ୍ତ୍ରୀପୁରୁଷ ଯୌନ(Sexual)ସମ୍ପର୍କ ସମ୍ବନ୍ଧୀୟ କିମ୍ବା ବିବାଦୀୟ ହୋଇଥାଏ । ଏହାକୁ କମାଇବା ପାଇଁ ଲୋକଟି ମନ ଭିତରେ ବିପରୀତ ପ୍ରକାର ଭାବନା ଆସିଥାଏ । କେତେକ ଲୋକ ମନ ମଧ୍ୟରେ ଗୋଟିଏ ପ୍ରକାର ଭାବନାକୁ ବାରମ୍ବାର ଭାବନ୍ତି ଓ ମନକୁ ମନ ଗଣନା କରନ୍ତି ।