Top 10 similar words or synonyms for scholarly

presidential    0.992386

stephen    0.990329

democracy    0.989335

mara    0.989080

dependency    0.988349

satirical    0.988271

hunting    0.987928

costa    0.987906

campaign    0.987788

smithsonian    0.987726

Top 30 analogous words or synonyms for scholarly

Article Example
ଜନ ବୀମସ ବିମସ ଜୀବିକା ଆରମ୍ଭରୁ ତାଙ୍କର ଜ୍ଞାନ ଦାନ ଆରମ୍ଭ କରିଦେଇଥିଲେ । Beames's scholarly contributions began early in his career. ଚମ୍ପାରନ ଜିଲ୍ଲାରେ ଥିବାବେଳେ ସେ ବେଙ୍ଗଲ ଏସିଆଟିକ ସୋସାଇଟିରେ ରଚନା ଛପେଇଥିଲେ । ଭାରତୀୟ ଅଫିସ୍ ଫର୍ମମାନଙ୍କରେ ଆରବୀୟ ଭାଷା ରହିବା ଉପରେ ପ୍ରଶ୍ନବାଚୀ ଚିହ୍ନ ଉଠେଇଥିଲେ । ବିଶପ୍ କାଲ୍ଡୱେଲଙ୍କ ରଚିତ Treating Bishop Caldwell's "ଦ୍ରାବିଡ଼ିଆନ ଭାଷାର ତୁଳନାତ୍ମକ ବ୍ୟାକରଣ" ମଡେଲରେ ସେ ଆର୍ୟନ ଭାଷାରେ ଏପରି ବ‌ହି ଲେଖିବାକୁ ଆରମ୍ଭ କଲେ । ପୁରାତନ ହିନ୍ଦି ଲେଖକ ଚାନ୍ଦ ବରଦୋଇ ଓ ଅନ୍ୟମାନଙ୍କ ଉପରେ ରଚନା ଓ ଓଡ଼ିଶାର ଇତିହାସ (୧୮୭୦-୧୮୮୩) ତ‌ଥା ପୁରାତନତା ଉପରେ ରଚନା ଲେଖି ଜର୍ନାଲ ଅଫ ବେଙ୍ଗଲ ଏସିଆଟିକ ସୋସାଇଟିକୁ ଦେଇଥିଲେ । ସନ ୧୮୯୧ରେ ବେଙ୍ଗଲି ବ୍ୟାକରଣ ଛପେଇ ଥିଲେ ଓ ଅବସର ପରେ ଇମ୍ପିରିଆଲ ଓ ଏସିଆଟିକ କ୍ୱାର୍ଟରଲି ରିଭିୟୁରେ ଲେଖା ପ୍ରଦାନ କରୁଥିଲେ । ସେ ଖ୍ୟତନାମା ହୋଇଗଲେ କମ୍ପ୍ୟାରେଟିଭ ଗ୍ରାମାର ଅଫ ଦି ଆର୍ୟନ ଲାଙ୍ଗୁଏଜ ଅଫ ଇଣ୍ଡିଆ ଲେଖି ଯାହା ଅଲଗା ବ‌ହି ଆକାରରେ ୧୮୭୨, ୧୮୭୯ ଓ୧୮୯୫ରେ ଛପା ହୋଇଥିଲା ।