Top 10 similar words or synonyms for roman

newspaper    0.918401

particularly    0.903017

mammals    0.900725

hundreds    0.895099

equatorial    0.892423

bank    0.887805

biography    0.887205

vyasanagar    0.886566

king    0.886231

encyclopedia    0.885781

Top 30 analogous words or synonyms for roman

Article Example
ଜର୍ମାନୀ ପ୍ରାଚୀନ କାଳରୁ ଜର୍ମାନିକ୍ ଜନଜାତିର ଲୋକେ ବର୍ତ୍ତମାନର ଇତ୍ତର ଜର୍ମାନୀ ଓ ଦକ୍ଷିଣ ସ୍କାଣ୍ଡିନେଭିୟା ଅଞ୍ଚଳରେ ବସବାସ କରୁଥିଲେ । ପ୍ରାଚୀନ ରୋମାନମାନେ ଏହି ଅଞ୍ଚଳର ନାମ ଦେଇଥିଲେ ଜର୍ମାନିୟା । ରୋମାନ ସାମ୍ରାଜ୍ୟର ଅଧଃପତନ ବେଳେ ଏହି ଜନଜାତି ସାମ୍ରାଜ୍ୟ ବିସ୍ତାର କରି ଅର୍ଦ୍ଧାଧିକ ଇଉରୋପକୁ ଆୟତ୍ତ କରିଥିଲେ । ଦଶମ ଶତାବ୍ଦୀରେ Holy Roman Empireରେ ସେମାନେ ଏକ କେନ୍ଦ୍ରୀୟ ସ୍ଥାନ ଗ୍ରହଣ କରିଥିଲେ । ଷୋଡଶ ଶତାବ୍ଦୀରେ ଏହି ସାମ୍ରାଜ୍ୟର ଉତ୍ତରାଞ୍ଚଳ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋ‍ଇଥିଲା । ନେପୋଲିୟନଙ୍କ ଅଧୀନସ୍ଥ ହେବା ପରେ ଜର୍ମାନ ସଂଘ ଗଠିତ ହେଲା ଯାହା ପରବର୍ତ୍ତୀ କାଳରେ ଜର୍ମାନ ଭାଷୀ ଅଞ୍ଚଳର ଐକୀକରଣ ଆନ୍ଦୋଳନର ରୂପ ନେଲା । ପ୍ରୁସିଆ ନେତୃତ୍ୱରେ ୧୮୭୧ରେ ଅଧିକାଂଶ ଜର୍ମାନ ଅଞ୍ଚଳ ସଂଗଠିତ ହୋ‍ଇଥିଲେ ।
ଆନି ବେସାନ୍ତ ଆନିବେସାନ୍ତଙ୍କ ପ୍ରାରମ୍ଭିକ ନାମ ଆନି ଉଡ୍ ଥିଲା। ସେ ୧୮୪୭ ମସିହାରେ ଲଣ୍ଡନଠାରେ ବସବାସ କରୁଥିବା ଆୟର୍‌ଲ୍ୟାଣ୍ଡର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ନିଜର ଐତିହ୍ୟକୁ ନେଇ ଗର୍ବ ଅନୁଭ‌ବ କରୁଥିଲେ ଏବଂ ଆୟର‌୍‌ଲ୍ୟାଣ୍ଡରସ୍ୱାୟତ ଶାସନକୁଜୀବନସାରାସମର୍ଥନକରିଥିଲେ।ସେ ପାଞ୍ଚ ବର୍ଷ ବୟସର ହୋଇଥିବା ସମୟରେ ତାଙ୍କ ପିତା ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କ ପରିବାର ନିଃସ୍ୱ ହୋଇଯାଇ ଥିଲା। ଘର ଚଳାଇବା ପାଇଁ ତାଙ୍କ ମା' ହ୍ୟାରୋ ସ୍କୁଲ୍ (Harrow School)ଠାରେ ବାଳକମାନ‌ଙ୍କ ପାଇଁ ଏକ ହଷ୍ଟେଲ୍ ଚଳାଉ ଥିଲେ। କିନ୍ତୁ ସେ ଆନିଙ୍କ ପାଳନ ପୋଷଣ କରିବାରେ ଅକ୍ଷମ ହେବାରୁ ନିଜ ବନ୍ଧୁ ଏଲେନ୍ ମ୍ୟାରିୟଟ୍ (Ellen Marryat)ଙ୍କୁ ଆନିଙ୍କ ପାଳନପୋଷଣ କରିବାପାଇଁ ଅନୁରୋଧ କରିଥିଲେ। ମ୍ୟାରିୟଟ୍ ବେସାନ୍ତଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିଥିଲେ । ତାଙ୍କୁ ସମାଜପ୍ରତି ତାଙ୍କର କର୍ତ୍ତବ୍ୟସମ୍ପର୍କରେ ଏବଂ ଜଣେ ସ୍ୱାଧୀନମହିଳାର ସାମର୍ଥ୍ୟ ବିଷୟରେ ଉଦ୍‌ବୁଦ୍ଧ କରାଯାଇଥିଲା। ଯୁବତୀ ହୋଇଥିବା ସମୟରେ ସେ ସମ୍ପୂର୍ଣ୍ଣ ଇଉରୋପ ଭ୍ରମଣ କରିଥିଲେ। ସେଠାରେ ସେ ରୋମାନ କ୍ୟାଥୋଲିକ୍ (Roman Catholic) ପରମ୍ପରା ଏବଂ ପର୍ବପର୍ବାଣିଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ଏହି ପ୍ରଭାବ ତାଙ୍କ ଜୀବନରେ ଶେଷ ପର୍ଯ୍ୟନ୍ତ ରହିଥିଲା।